ଭୁବନେଶ୍ୱର କଳିଙ୍ଗନଗରରେ ମା ଓ ଝିଅଙ୍କୁ ହତ୍ୟା ଘଟଣା: ଆର୍ଥିକ ସମସ୍ୟା ଥିଲା ମୂଳ କାରଣ
ଭୁବନେଶ୍ୱର (କେନ୍ୟୁଜ୍) : ଗୋଟିଏ ପରେ ଗୋଟିଏ ଅପରାଧ ଘଟି ଚାଲିଛି ରାଜଧାନୀ ଭୁବନେଶ୍ୱରରେ । ଏଇ କିଛି ସମୟ ପୂର୍ବରୁ ଖବର ଆସିଛି ଡବଲ୍ ମର୍ଡର୍ର । କଳିଙ୍ଗ ନଗରର ଗୋଟିଏ ଘରେ ମା, ଝିଅଙ୍କର ମୃତଦେହ ପଡ଼ି ରହିଛି । ଉଭୟଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।…