Browsing Tag

double murder

ମାହାଙ୍ଗା ଡବଲ୍‌ ମର୍ଡର ଘଟଣା: ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା, କହିଲେ ଦୋଷୀ ଗିରଫ ହେଉ ଓ ତାକୁ ଦଣ୍ଡ…

ମାହାଙ୍ଗା: ମାହାଙ୍ଗାରେ ଡବଲ୍‌ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । କହିଛନ୍ତି, ତାଙ୍କର ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ ଦୋଷୀ ଗିରଫ ହୁଅନ୍ତୁ ଓ କଠୋରରୁ କଠୋର ଦଣ୍ଡ ମିଳୁ । ଯେତେବେଳେ ଓଡ଼ିଶାରେ କିଛି ଘଟଣା ଘଟୁଛି ଦୋଷୀ ଗିରଫ…

ଗ୍ରେଟର ନୋଏଡା ଡବଲ୍‌ ମର୍ଡର ମାମଲା: ଗାର୍ଲଫ୍ରେଣ୍ଡର ବାପା ଟଙ୍କା ମାଗିବାରୁ କର୍ମଚାରୀ ନେଲା ଦମ୍ପତିଙ୍କ ଜୀବନ

ନୋଏଡା: ଗତ ମଙ୍ଗଳବାର ରାତିରେ ଗ୍ରେଟର ନୋଏଡା ୱେଷ୍ଟର ଚେରି କାଉଣ୍ଟି ସୋସାଇଟିରେ ହୋଇଥିବା ଜଣେ ବ୍ଯବସାୟୀ ଦମ୍ପତିଙ୍କ ହତ୍ଯାକାଣ୍ଡର ଖୁଲାସା କରିବାରେ ସଫଳ ହୋଇଛି ପୋଲିସ। ବ୍ଯବସାୟୀଙ୍କ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ ଅମାନ୍ ହାୟତ ଖାନ ଏହି ଡବଲ ମର୍ଡର କରିଥିବା ଜଣାପଡିଛି।…

ରାତିରେ ଶୋଇଥିବା ଅବସ୍ଥାରେ ମାଆ ଓ ଝିଅଙ୍କୁ ନିର୍ମମ ହତ୍ୟା, ଅଳ୍ପକେ ବର୍ତ୍ତିଲା ପୁଅ

କେନ୍ଦୁଝର (କେନ୍ୟୁଜ୍‌) : ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ନିକଟ ଧଳାଦିହି ଗାଁରେ ଡବଲ ମର୍ଡର। କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏକ ଅନୌପଚାରିକ ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଗୃହକର୍ତ୍ତା ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ଗତ ରାତିରେ…

କୁଚିଣ୍ଡାରେ ଡବଲ୍ ମର୍ଡର: ବଡ଼ ଭାଇ ଓ ପୁତୁରାକୁ ହତ୍ଯା କଲା ସାନ ଭାଇ, ଦୁଇ ଦିନ ପରେ ମୁମୂର୍ଷୁ ଅବସ୍ଥାରେ ଭାଉଜ…

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ତାଳଡିହି ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ସାନ ଭାଇର ଆକ୍ରମଣରେ ବଡ଼ ଭାଇ ଓ ପୁତୁରାଙ୍କର ମୃତ୍ୟୁ ହେବା ସହ ଭାଉଜ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା…

ବଲାଙ୍ଗିର: ଟ୍ରାକ୍ଟର ଭଡାକୁ ନେଇ ହତ୍ୟାକାଣ୍ଡ,ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ

ବଲାଙ୍ଗିର(କେନ୍ୟୁଜ୍): ଟ୍ରାକ୍ଟର ଭଡା ପାଇଁ ଡବଲ ମର୍ଡର। ବଲାଙ୍ଗିର ବେଳପଡ଼ା ଥାନା ଦରଲୀ ମୁଣ୍ଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ୨ଜଣଙ୍କ ମୃତ୍ୟୁ ହେବା ସହ ୮ଜଣ ଗୁରୁତର ହୋଇଛନ୍ତି। ୫ ଜଣ ଗୁରୁତରଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି।…

‘ମୋ ପରିବାରର ୩ ଜଣଙ୍କୁ ଗୁଣି କରି ମାରିଦେଲେ, ମୁଁ ବି ଛାଡିଲିନି’, ରାୟଗଡାରେ ଗୁଣି ଗାରେଡିରୁ ଡବଲ ମର୍ଡର

ରାୟଗଡା(କେନ୍ୟୁଜ୍): ଗୁଣିଗାରେଡି ସନ୍ଦେହରେରେ ରାୟଗଡାରେ ଡବଲ୍ ମର୍ଡର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ। ଗୁଣି କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇ ବୃଦ୍ଧ ବନ୍ଧୁ ଯଦୁମଣି…

ବଲାଙ୍ଗିରରେ ଡବଲ ମର୍ଡର: ଦାଦା ଓ ଖୁଡିକୁ ନିର୍ମମ ଭାବେ ହତ୍ୟା କରି କୂଅ ଭିତରକୁ ଫିଙ୍ଗି ଦେଲା ପୁତୁରା

ବଲାଙ୍ଗିର: ସମ୍ପତ୍ତି ଆଗରେ ବଳି ପଡିଲା ସମ୍ପର୍କ। ବାପା ମା ସମାନ ଦାଦା, ଖୁଡିକୁ ହତ୍ୟା କଲା ପୁତୁରା । ଏଭଳି ଏକ ଅଘଟଣ ଘଟିଛି  ବଲାଙ୍ଗିରରେ। ଏଠାରେ ଘଟିଯାଇଛି ଡବଲ ମର୍ଡର । କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଟୁରାବେଡା ଗାଁ । ଯେଉଁଠି ଦାଦା ଓ ଖୁଡିକୁ ନିର୍ମମ ଭାବେ…

ଛତିଶଗଡ଼ରେ ମାଆ-ଝିଅଙ୍କୁ ହତ୍ୟା ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ, ହତ୍ୟା ବେଳେ ଅନୁପ ସାଏଙ୍କ ସହ ଥିବା ସଂପର୍କୀୟ…

ଛତିଶଗଡ଼: ଛତିଶଗଡ଼ରେ ମାଆ-ଝିଅ କଳ୍ପନା ଓ ବବ୍‌ଲି ମର୍ଡର ଘଟଣାର ସାମ୍ନାକୁ ଆସୁଛି ଚାଞ୍ଚଲ୍ୟକର ତଥ୍ୟ । ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପଚରାଉଚରା ବେଳେ ହତ୍ୟାକାଣ୍ଡରେ ବୋଲେରୋ ସହ ଇନୋଭା ଗାଡ଼ି ବ୍ୟବହୃତ ହୋଇଥିବା ଜଣାପଡ଼ିଛି । ପ୍ରଶ୍ନ ଉଠୁଛି, କାହାର ଥିଲା ସେହି ଇନୋଭା ଗାଡ଼ି ? ସେ ଗାଡ଼ିର…

ବାଙ୍କୀ ଡବଲ ମର୍ଡର ଘଟଣା: ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଲେ ମୃତ ଭାଗବାନ ସ୍ୱାଇଁଙ୍କ ଭାଇ

ବାଙ୍କୀ(କେନ୍ୟୁଜ୍): ବାଙ୍କୀ ଡବଲ ମର୍ଡର ଘଟଣାରେ ମୃତ ଭାଗବାନ ସ୍ୱାଇଁଙ୍କ ଭାଇ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରିବା ସହ ସେମାନଙ୍କ ଗିରଫ ଦାବି କରିଛନ୍ତି। ବ୍ୟବଛେଦ ପରେ ମୃତଦେହ ଗାଁକୁ ଆଣିବା ବେଳେ ଉତ୍ତେଜନ ପ୍ରକାଶ ପାଇବା ଆଶଙ୍କା ଥିବାରୁ ପାଞ୍ଚ…

ରାଜନୈତିକ ଶତ୍ରୁତାରୁ ବାଙ୍କିରେ ଡବଲ ମର୍ଡର, ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ…

ବାଙ୍କୀ(କେନ୍ୟୁଜ୍): କଟକ ଜିଲ୍ଲା ବାଙ୍କିରେ ଡବଲ ମର୍ଡର । ଉଗ୍ରରୂପ ନେଇଛି ରାଜନୈତିକ ଶତ୍ରୁତା । ବୈଦ୍ୟେଶ୍ୱର ଥାନା ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁବୃତ୍ତ । ଏଥରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସରପଞ୍ଚଙ୍କ ସ୍ୱାମୀ ଭଗବାନ ସ୍ୱାଇଁ…

କଟକରେ ଚାଞ୍ଚଲ୍ୟ, ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

କଟକ: କଟକରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା । ମଧୁପାଟଣା ବେଲେଶ୍ୱର ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟିଛି । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଉଭୟଙ୍କ…

କେନ୍ଦୁଝର କସିପାଳ ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ଜମିବାଡ଼ି ବିବାଦରୁ ହତ୍ୟା କରାଯାଇଥିବା ଅଭିଯୋଗ

କେନ୍ଦୁଝର : ମାଟି ତଳୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା କସିପାଳ ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ପାଟବିଲା ଗାଁର ବୁଦ୍ଧଦେବ ଓ ମାଳତୀ ମହାକୁଡ଼ । ଜମିବାଡ଼ି ବିବାଦକୁ ନେଇ ଦମ୍ପତିଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଗତ ଶୁକ୍ରବାର…