Browsing Tag

dowry death

ଯୌତୁକ ଜୁଇରେ ପୁଣି ଜଣେ ବଧୂ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ବାସୁଦେବପୁର: ସମସ୍ତଙ୍କ ଆଖିରେ ଧାର ଧାର ଲୁହ । କୋହକୁ ସମ୍ଭାଳି ପାରୁନାହାନ୍ତି କେହି । କାନ୍ଦି କାନ୍ଦି କିଏ ତଳେ ଗଡ଼ିଯାଉଛି ତ କିଏ ମୁଣ୍ଡ ପିଟୁଛି । ଏ ହୃଦୟବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ । ପୁଣି ଯୌତୁକଜନିତ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ସବୁବେଳେ ଝିଅକୁ…

ଯୌତୁକ ଜୁଇରେ ପୁଣି ଜଣେ ବଧୂ , ବାହାଘରର ୨ ବର୍ଷ ପରେ ମୃତ୍ୟୁ

ଭଦ୍ରକ: କେତେ ସ୍ବପ୍ନ କେତେ ଆଶା ନେଇ ଶାଶୂ ଘରେ ପାଦ ରଖିଥିଲେ ଲୁସି, ହେଲେ ସେ ସବୁ କିଛି ମଉଳି ଗଲା । ଭାବିଥିଲେ ଶାଶୂଘରେ ସମସ୍ତଙ୍କୁ ନିଜର କରି ହସ ଖୁସିରେ ସଂସାର କରିବେ । କିନ୍ତୁ କ୍ଷଣିକରେ ପରିବାର ଉପରେ ଖେଳିଗଲା ଦୁଃଖର କଳା ବାଦଲ । ଯୌତୁକ ପାଇଁ ସବୁବେଳେ ଝିଅକୁ ଦିଆଯାଉଥିଲା…

ଯୌତୁକ ପାଇଁ ଜୀବନ ନେଇଥିବା ଅଭିଯୋଗ, ଶାଶୁଘର ଲୋକଙ୍କ ଖଣ୍ଡନ

ମା' ତୁ ମୋତେ କୁଆଡେ ଛାଡି ଚାଲିଗଲୁ । ତୋ ବିନା କେମିତି ବଞ୍ଚିବି ଏମିତି ଛାତି ଫଟାଇ କାନ୍ଦି କାନ୍ଦି ଚେତା ଶୁନ୍ୟ ହୋଇ ପଡୁଥାଏ ମା l ପରିବାର ବର୍ଗ ଧରି ପାଣି ମାରି ଚେତା ଫେରାଉଥାନ୍ତି l ମା’ର ଆଗେ ଆଗେ ଝିଅର ମରଶରୀର ଧରି ଗାଡିଟି ଧୀରେ ଧୀରେ ଗଡୁଥାଏ l ଝିଅର ମା’ ଦୀର୍ଘ ଦଶ ବର୍ଷ ତଳେ…

ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ବାମୀ, ପରେ ଦୁର୍ଘଟଣାର ରୂପ ଦେଲା

ଯୌତୁକ ପାଇଁ ସ୍ତ୍ରୀକୁ ନିର୍ଯାତନା ଦେଲା ସ୍ବାମୀ । ସାତ ଜନ୍ମ ପାଇଁ ହାତ ଧରିଥିଲା କିନ୍ତୁ ଗୋଟିଏ ଜନ୍ମ ପାଇଁ ବି ସାଥ୍ ଦେଲାନି । ଓଲଟା ହତ୍ୟା କରି ଦୁର୍ଘଟଣାର ରୂପ ଦେଲା ସ୍ବାମୀ । ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏମିତି ଏକ ଚାଞ୍ଚଲ୍ୟ ଖବର ଆସିଛି । ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ…

ଯୌତୁକ ନିର୍ଯାତନାରେ ଜଳିଲେ ଆଉ ଏକ ନବବଧୂ, ୪ ମାସ ପୂର୍ବରୁ ହୋଇଥିଲା ବିବାହ

ଜଲଗାଁଓ :  ଝିଅ ମାନଙ୍କ ଉପରେ ହେଉଥିବା ଅପରାଧ ଓ ଅତ୍ୟାଚାର କେବେ ବନ୍ଦ ହୋଇବ ? ଗ୍ରେଟର ନୋଏଡାର ନିକ୍କି ଭାଟିଙ୍କ ପରେ ମହାରାଷ୍ଟ୍ର ର ଆଉ ଏକ ଝିଅ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଜଲଗାଁଓରେ ୨୩ ବର୍ଷୀୟ ମୟୁରୀର ବାହାଘର କିଛି ମାସ ପୂର୍ବରୁ ହୋଇଥିଲା । ଗୌରବ ଠୋସରଙ୍କ ସହ…

ଯୌତୁକ ଯୁଇରେ ଜଳିଲେ ସଫ୍ଟୱେର୍ ଇଞ୍ଜିନିୟର ଶିଳ୍ପା, ଥାନାରେ ଅଭିଯୋଗ କଲେ ବାପା ଓ ମା

କଥାରେ ଅଛି ପୁଅ ଏବଂ ଝିଅ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି ଝିଅ ପାଠପଢ଼ି ସକ୍ଷମ ହୁଏ, ତେବେ ସେ ପୁରୁଣା ସମୟର ଶିକୁଳିରୁ  ମୁକ୍ତ ହେବ । ମୁକ୍ତ ଜୀବନ ବଞ୍ଚିପାରିବ । ଆଜି ମଧ୍ୟ ସମାଜରେ ଏପରି ଘଟଣା ଘଟୁଛି ଯାହା ହୃଦୟକୁ ବିଚଳିତ କରିଦିଏ । ଏଭଳି ଏକ ଘଟଣା ଘଟିଛି ଦକ୍ଷିଣ…

ଯୌତୁକ ପାଇଁ ଝିଅକୁ ମାରିଦେଲେ ଶ୍ବଶୁର ଘର ଲୋକେ! ଅଭିଯୋଗ ଆଣିଲେ ବାପା

ଅନୁଗୁଳ: କେତେ କଣ ସ୍ବପ୍ନ ନେଇ ଶାଶୁଘରେ ପାଦ ଦେଇଥିଲେ ଟିକି । ହେଲେ ଭାଙ୍ଗିଗଲା ତାଙ୍କର ସବୁ ସ୍ବପ୍ନ । ଶାଶୁ ଘରେ ନିର୍ଯାତନାର ଶିକାର ହୋଇ ଶେଷରେ ଯୌତୁକ ଜୁଇରେ ଟିକି ଜଳିଗଲେ ବୋଲି ତାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଅନୁଗୋଳ ଜିଲା ହଣ୍ଡପ୍ପା ଥାନା କଦଳିମୁଣ୍ଡାରୁ ଏମିତି ଏକ ଅଭାବନୀୟ…

ଯୌତୁକ ପାଇଁ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ମୃତକଙ୍କ ସ୍ବାମୀ ଅଟକ

ଢେଙ୍କାନାଳ: ଯୌତୁକ ପାଇଁ ହତ୍ୟା ଅଭିଯୋଗ । ମହିଳାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର । ଢେଙ୍କାନାଳ ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ପୂଜା ପାତ୍ର । ଅଭିଯୋଗ ପରେ ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ…

ନବବଧୂଙ୍କୁ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ , ମେଡିକାଲ ପରିସରରେ ଉତ୍ତେଜନା

ପଟ୍ଟାମୁଣ୍ଡାଇ : ନବବଧୂଙ୍କୁ ହତ୍ୟା ଅଭିଯୋଗ । ଏଭଳି ଏକ ସଂଗୀନ ଅଭିଯୋଗ ପଟ୍ଟାମୁଣ୍ଡାଇ ବ୍ଲକରୁ  ଆସିଛି । ନବବଧୂ ଜଣଙ୍କ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଗାଁର କାବେରୀ ପାଢ଼ୀ । କାବେରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁରେ ।  ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା…

କାନ୍ଥରୁ ଲିଭିନି ବାହା ଚିତା, ଲିଭିଗଲା ନବବଧୂଙ୍କ ଜୀବନ ଦୀପ

ଯାଜପୁର: କାନ୍ଥରୁ ଲିଭିନି ବାହା ଚିତା । ଲେଖାଯାଇଛି ଶ୍ରୀକାନ୍ତ ସହ କିରନ । ମାତ୍ର ମାସେ ତଳେ ହୋଇଥିଲା ବିବାହ । ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ କରିଥିଲେ ବିବାହ । ହାତରେ ମେହେନ୍ଦୀ, ପାଦରେ ଅଳତା, ସିନ୍ଥିରେ ସିନ୍ଦୂର ପିନ୍ଧି ବେଦୀରେ ସାତ ଘେରା ନେଇ ସାତ ଜନ୍ମ ପାଇଁ ଜୀବନସାଥି…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ସନ୍ତାନ ନହେବାରୁ ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯାତନା

ପୁଣି ଯୌତୁକ ଜୁଇରେ ଜଳିଗଲା ଆଉ ଜଣେ ବଧୂ । ବାହାଘରର ୪ବର୍ଷ ପରେ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗାଁରେ ଜଣେ ମହିଳାଙ୍କୁ ଶାଶୂଘର ଲୋକ ବାଡେଇ ବାଡେଇ ମାରି ଦେଇଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଅଧିକ ଯୌତୁକ ଆଣିବା ଓ ବିବାହର ୪ ବର୍ଷ ପରେ ସନ୍ତାନ…

ବାହାଘରର ମାତ୍ର ୩୫ ଦିନରେ ଆଖିବୁଜିଲେ ନବବଧୂ

ପଦ୍ମପୁର: ମମତା ସହିତ ଧ୍ରୁବଙ୍କ ଶୁଭ ପରିଣୟ । ବାହାଘରର ମାତ୍ର ୩୫ ଦିନ ବିତି ଥିଲା । ହେଲେ ମମତା ଓରଫ ପ୍ରତିମା ଏ ଦୁନିଆରେ ନାହାନ୍ତି । କଣ ହେଲା ମମତାଙ୍କର ? କିଏ ମାରି ଦେଲା ନା ସେ ନିଜେ ମରିଗଲେ ? ଏବେ ଏଇ ପ୍ରଶ୍ନ ସମସ୍ତଙ୍କ ମନରେ । ହେଲେ ମମତାଙ୍କ ବାପଘର ଲୋକ ସିଧାସଳଖ କହୁଛନ୍ତି,…