Browsing Tag

dowry death

କେନ୍ଦ୍ରାପଡା ଓସ୍ତପୁରୁ ଗାଁରେ ଅଭାବନୀୟ ଘଟଣା: ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା !

କେନ୍ଦ୍ରାପଡା(କେନ୍ୟୁଜ୍): ଯୌତୁକ ଦାବିରେ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଓସ୍ତପୁରୁ ଗାଁରୁ ଆସିଛି ଏଭଳି ଅଭିଯୋଗ । ମୃତକ ହେଲେ ପ୍ରଜ୍ଞାଶ୍ରୀ ସାମଲ । ଶାଶୁ ଘର ଲୋକ ଓ ସମ୍ପର୍କୀୟ କୌଣସି ଉପାୟରେ ଝିଅକୁ ମାରି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ…

ତୁମ ଝିଅ ଆତ୍ମହତ୍ୟା କରିଦେଇଛି ତୁରନ୍ତ ଆସ, ବାପ ଘର ଲୋକ ପହଁଚିଲାବେଳକୁ ସବୁକିଛି ହୋଇଯାଇଛି ଶେଷ

ସୁବର୍ଣ୍ଣପୁର ( କେନ୍ୟୁଜ) : ରଶ୍ମିତାଙ୍କ ପ୍ରାଣବାୟୁ ଉଡିଯାଇଛି ଖାଲି ପଡିରହିଛି ତାଙ୍କର ନିସ୍ତେଜ ଶରୀର। ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ତାଙ୍କୁ ସବୁଦିନ ପାଇଁ ଚୁପ କରିଦେଇଛନ୍ତି। ଆଉ ଉଠିବେନି ଆଉ ଯୌତୁକ ପାଇଁ ନିର୍ଯାତନା ସହିବାକୁ ପଡିବନି। ଛଅ ଖଣ୍ଡ କାଠରେ ମଶାଣୀକୁ ଯିବ ରଶ୍ମିତା।…

ଭଦ୍ରକ ନାଞ୍ଜିପଦା ଗ୍ରାମରେ ବଧୂ ହତ୍ଯା ଅଭିଯୋଗ: ଶାଶୁ ଶ୍ବଶୁର ଫେରାର୍, ସ୍ବାମୀ ଅଟକ

ଭଦ୍ରକ(କେନ୍ଯୁଜ୍): ପୁଣି ବଧୂ ହତ୍ଯା ଅଭିଯୋଗ। ଅଧିକ ଯୌତୁକ ଦାବି କରି ନବ ବଧୂକୁ ମାରିଦେଇଥିବା ଥାନାରେ ଅଭିଯୋଗ କଲେ ମୃତକଙ୍କ ବାପା ମା । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଅଢୁଆଁ ପଂଚାୟତର ନାଞ୍ଜିପଦା ଗ୍ରାମରୁ । ଏହି ଗ୍ରାମର ହରିଆ ମଳିକଙ୍କ ସାନପୁଅ…

ଯାଜପୁର: ୧୯ ବର୍ଷ ପରେ ଯୌତୁକ ଜନିତ ହତ୍ୟାକାଣ୍ଡର ରାୟ ପ୍ରକାଶ,ପରିବାରର ୩ ଜଣଙ୍କୁ ସଜା

ଯାଜପୁର ଟାଉନ(କେନ୍ୟୁଜ୍): ବର୍ଷେ ନୁହେଁ କି ଦୁଇ ବର୍ଷ ଦୀର୍ଘ ୧୯ ବର୍ଷ ପରେ ଯୌତୁକ ଜନିତ ହତ୍ୟାକାଣ୍ଡ ଘଟଣା ର ରାୟ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ସ୍ୱାମୀ,ଶାଶୁ ଏବଂ ନଣନ୍ଦଙ୍କୁ ଜିଲ୍ଲା ଦୌରାଜଜ ସଜା ଶୁଣାଇଛନ୍ତି। ଅଭିଯୋଗ ମୁତାବକ ବିଂଝାରପୁର ଥାନା ଅନ୍ତର୍ଗତ ଭଅଁରା ଗାଁର…

ମଙ୍ଗଳପୁରରେ ଯୌତୁକ ଜନିତ ବଧୂ ହତ୍ୟା ଅଭିଯୋଗ, ପୋଲିସ ତଦନ୍ତ ଜାରି

ଯାଜପୁର ଟାଉନ(କେନ୍ୟୁଜ୍‌) : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନାଲମଲ୍ଲିକ ପାଟଣା ବଗସାହିରେ ଯୌତୁକ ଜନିତ ବଧୂ ହତ୍ୟା ନେଇ ଅଭିଯୋଗ ହୋଇଛି । ମୃତକ ହେଲେ ମହେଶ୍ୱର ବେହେରାଙ୍କ ପତ୍ନି ଜୟଶ୍ରୀ । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜୟଶ୍ରୀଙ୍କୁ ପରିବାର ଲୋକେ ବିଭିନ୍ନ ସମୟରେ ନାନା…

ଯାଜପୁର: ଦୁଇ ଲକ୍ଷ ଟଙ୍କା କାଳ ହେଲା, ବିବାହର ନଅ ବର୍ଷ ପରେ ଯୌତୁକ ଜୁଇରେ ଜଳିଗଲେ ସସ୍ମିତା

ଯାଜପୁର(କେନ୍ୟୁଜ): ଯୌତୁକ ପାଇଁ ପୋଡ଼ି ମାରିଦେଲେ। ଦୁଇ ଲକ୍ଷ ଟଙ୍କା କାଳ ହେଲା। ବିବାହର ନଅ ବର୍ଷ ପରେ ବି ମାରିଦେବାକୁ ପଛେଇଲେ ନାହିଁ। ଅଭିଯୋଗ ଆଣିଲେ ଝିଅର ପରିବାର ଲୋକେ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନିଆଳି ଗ୍ରାମରେ। ଯାହାକି…

ତାଳଚେର: ବିବାହର ଦେଢବର୍ଷ ନପୂରୁଣୁ ଯୌତୁକ ଜୁଇରେ ଜଳିଗଲେ ଅଭିଜିତା ଭୁତିଆ

ତାଳଚେର(କେନ୍ୟୁଜ୍):   ଜାଳିଦେଲା ଯୌତୁକ ନିଆଁ । ବିବାହର ଦେଢବର୍ଷ ନପୁରୁଣୁ ଯୌତୁକ ଜୁଇରେ ଜଳିଗଲେ ତାଳଚେର ବିହାରିପୁର ଅଞ୍ଚଳର ଅଭିଜିତା ଭୁତିଆ । ୨୦୧୯ ଜୁନ୍‌ ୨୫ ତାରିଖରେ ହିନ୍ଦୋଳ ନୂତନପାଟଣା ଗାଁର ତାପସ ରଞ୍ଜନ ପାଇକଙ୍କୁ ବିବାହ କରିଥିଲେ ଅଭିଜିତା। ତାପସ ଜଣେ ବାୟୁସେନା କର୍ମଚାରୀ ।…

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଘର ପଛପଟେ ଥିବା ଏକ ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

ଆନନ୍ଦପୁର : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଯୌତୁକ ପାଇଁ ଝଗଡା ହେବାରୁ ମାସେ ହେବ ଝିଅ ବାପଘରକୁ ଚାଲିଯାଇଥିଲା । ହେଲେ ୪ ଦିନ ତଳେ ଭଦ୍ରଲୋକଙ୍କ ଉପସ୍ଥିତରେ ଝିଅକୁ ଶାଶୁଘରେ ଛାଡି ଯାଇଥିଲେ ବାପଘର ଲୋକେ । ଆଉ ରାତିରେ ମିଳିଛି ଝିଅର ଝୁଲନ୍ତା ମୃତଦେହ । ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ…

ବିବାହିତାଙ୍କ ସନ୍ଦେହଜନକ ମୃତ୍ଯୁ, ହତ୍ଯା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ଯୁ। ଅନ୍ୟପଟେ ଝିଅ ମରିନାହିଁ ବରଂ ତାକୁ ହତ୍ଯା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାୟା ଗ୍ରାମରେ। ଗାଁର ଜୟନ୍ତ ପାଣିଗ୍ରାହୀଙ୍କ…

ଭୋଜପୁରୀ ଫିଲ୍ମ ଅଭିନେତାଙ୍କ ଭାଣିଜୀଙ୍କୁ ଜାଳି ମାରିଦେଲେ ଯୌତୁକ ରାକ୍ଷସ, ବାହାଘର ପରଠୁ ଦାବି କରି ଆସୁଥିଲେ ୨ ଲକ୍ଷ…

ବିହାରର ଗୋପାଳଗଞ୍ଜରେ ଯୌତୁକକୁ ନେଇ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଜଣେ ମହିଳାଙ୍କୁ ଜାଳି ମାରି ଦିଆଯାଇଛି। ମୃତା ହେଲେ ଜଣାଶୁଣା ଭୋଜପୁରୀ ଫିଲ୍ମ ଅଭିନେତା ନାଗେନ୍ଦ୍ର ଉଜାଲାଙ୍କ ଭାଣିଜୀ। ଏହି ମାମଲାରେ ପୋଲିସ ମାମଲା ରୁଜୁ କରି ମୃତାଙ୍କ ଶାଶୁ ଓ ଶ୍ୱଶୁରଙ୍କୁ ଗିରଫ…

ତାମାଣ୍ଡୋ ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲା ପୋଲିସ ପୁଅ ଯାମିନୀକାନ୍ତ

ଭୁବନେଶ୍ବର(କେନ୍ୟୁଜ୍): ତାମାଣ୍ଡୋ ପୋଲିସ ପରିବାରର ବଧୂହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଗିରଫ ହେଲା ମ୍‌ତ ବନ୍ଦନାଙ୍କ ସ୍ବାମୀ ଯାମିନୀକାନ୍ତ ଜେନା। ବନ୍ଦନା ଜେନାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ ଯାମିନୀକୁ ଗିରଫ କରାଯାଇଛି । ତାମାଣ୍ଡୋ ଥାନାର  ଅବସରପ୍ରାପ୍ତ…

ଭୁବନେଶ୍ବର: ପୋଲିସ ବାବୁଙ୍କ ପୁଅ ନାମରେ ନବବଧୂ ହତ୍ୟା ଅଭିଯୋଗ, ଯୌତୁକ ପାଇଁ ମାରି ଦିଆଯାଇଥିବାର ଅଭିଯୋଗ ଆଣି ଝିଅର…

କେନ୍ୟୁଜ୍(ବ୍ୟୁରୋ):  ପୋଲିସ ବାବୁଙ୍କ ନାମରେ ନବବଧୂ ହତ୍ୟା ଅଭିଯୋଗ ।  ଖୋଦ୍ କନ୍ୟାପକ୍ଷର ଲୋକ ଏହି ଅଭିଯୋଗ ଆଣି ତମାଣ୍ଡୋ ଥାନାରେ ଏତଲା  ଦେଇଛନ୍ତି।  ମିଳିଥିବା  ସୂଚନା ମୁତାବକ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କର  ଗତ ଫେବୃଆରୀ…