Below header
Browsing Tag

dowry death

ଯୌତୁକ ଓ ବାଇକ ପାଇଁ ବାଣପୁରରେ ନବ ବଧୂ ହତ୍ୟା ଅଭିଯୋଗ, ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ମରଶରୀର ଉଦ୍ଧାର

ଟାଙ୍ଗୀ(କେନ୍ୟୁଜ୍):  ପୁଣି ବଧୂ ହତ୍ୟା ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦେଓଗାଁରୁ ଆସିଛି ଏଭଳି ଅଭିଯୋଗ । ଦୋଳମୁଣ୍ଡି ଗ୍ରାମର ରମେଶ ସ୍ବାଇଁଙ୍କ ଝିଅ ଅହଲ୍ୟା ୯ ବର୍ଷ ପୂର୍ବେ ଦେଓଗାଁର ବୁଲା ଛାଟୋଇଙ୍କ ପୁତ୍ର ପ୍ରମୋଦ ଛାଟୋଇଙ୍କ ସହିତ ବୈଦିକ ରୀତିରେ ବିବାହ…

‘ତୁମ ଝିଅ ବେକରେ ଫାଶୀ ଦେଇଦେଇଛି ଜଲଦି ଆସ. . . ବାପା ପହଁଚି ଦେଖିଲେ ଝିଅ ପଡିଛି ତଳେ, ଶ୍ୱଶୂର ଘର ଲୋକେ ଫେରାର !

ବାସୁଦେବପୁର (କେନ୍ୟୁଜ୍‌) : ବିବାହର ତିନି ବର୍ଷ ପରେ ଜୀବନ ଯୁଦ୍ଧରେ ହାରିଗଲା ଝିଅ। ଶାଶୂ ଘର ଲୋକେ ମାରି ଦେଲେ ନବବଧୂକୁ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ଲକ୍ଷ୍ମୀଦାସପୁର ପଞ୍ଚାୟତ କାଶି ଅଭିରାମପୁର ଗ୍ରାମର ନରହରି ପରିଡାଙ୍କ ପୁଅ ରାଜେନ୍ଦ୍ର ପରିଡାକୁ କିସ୍ମତପୁର ପଞ୍ଚାୟତ…

ଯାଜପୁର : ବରୀ ଶଙ୍କରାକୁଳ ଗାଁରେ ବଧୂହତ୍ୟା ଅଭିଯୋଗ, ଦେଢ଼ ବର୍ଷ ତଳେ ହୋଇଥିଲା ବାହାଘର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୁଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦେଢ଼ବର୍ଷ ତଳେ ବିଭା ହୋଇ ଘରକୁ ଆସିଥିବା ବୋହୂଙ୍କୁ ଶଶୁରଘର ଲୋକେ ମାଡ଼ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ, ଯାଜପୁର…

ଯାଜପୁର: ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ଯୈାତୁକ ଜନିତ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍): ଯୈାତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ଥାନା ଅଧିନସ୍ଥ ଗଂଜେଶ୍ୱର ଅଚଂଳରେ ବିବାହିତା ମହିଳା ସୁଶ୍ମିତା ଙ୍କୁ ତାର ଶାଶୁଘର ଲୋକ ଯୈାତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବଳରାମ ସ୍ତ୍ରୀ ସୁଶ୍ମିତା ଝୁଲନ୍ତା ମୃତ…

ନବରଙ୍ଗପୁର: ଯୌତୁକ ଜୁଇରେ ଜଳିଗଲା ନବବଧୂ, ସ୍ୱାମୀକୁ ଅଟକ ରଖି ପଚରାଉଚରା

ନବରଙ୍ଗପୁର(କେନ୍ୟୁଜ୍): ଯୌତୁକ ଜୁଇରେ ଜଳିଗଲା ନବବଧୂ। ନବରଙ୍ଗପୁର ଫରେଷ୍ଟ କଲୋନୀରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଶାଶୁଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବାବେଳେ ବାପଘର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ଅଣାଯାଇଛି। ମୃତ ବଧୂ ଜଣକ କଳାହାଣ୍ଡି ଜିଲ୍ଲା…

ବନ୍ଦ କୋଠରୀରୁ ମିଳିଲା ନବବଧୂର ମୃତଦେହ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ପୁରୀ: ତିନି ମାସର ନବ ବଧୂକୁ ହତ୍ୟା ଅଭିଯୋଗ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଅଞ୍ଚଳରେ। ତଳବଣିଆ ନୂଆସାହିର ଶୁଭସ୍ମିତା ମହାନ୍ତି ଦୀର୍ଘଦିନ ଧରି ସନ୍ତୋଷ ବେହେରାଙ୍କୁ ଭଲ ପାଉଥିଲେ। ଗତ ତିନି ମାସ ତଳେ ଉଭୟଙ୍କ ବିବାହ ହୋଇଥିଲା। ଗତ କାଲି ଶୁଭସ୍ମିତାଙ୍କ ନମ୍ବରରୁ ତାଙ୍କ ସ୍ବାମୀ…

ମାହାଙ୍ଗା: ପୁଣି ଏକ ଯୌତୁକ ଜୁଇରେ ନବବଧୂ, ଶାଶୁଘର ବିରୋଧରେ ଆସିଲା ନିର୍ଯାତନା ଅଭିଯୋଗ

କଟକ: ଦୁନିଆ ଯେତିକି ଯେତିକି ଅଧୁନିକତାର ରାସ୍ତାରେ ଗତି କରୁଛି ସେତିକି ଯୌତୁକ ନିର୍ଯାତନାଜନୀତ ଘଟଣା ମୁଣ୍ଡ ଟେକି ଛିଡା ହେଉଛି। ଧାର ଉଦ୍ଧାର କରି ଝିଅ ବାହା କରୁଥିବା ବାପାଟିଏ ମର୍ମାହାତ ହୋଇପଡେ ଯେତେବେଳେ ଝିଅର ଶଶୁଘର ଲୋକେ ତାଙ୍କଠାର ଅତ୍ୟଧିକ ଟଙ୍କା ଓ ଆସବାବପତ୍ର ଡିମାଣ୍ଡ…

ଯୌତୁକ ନେଲା ଜୀବନ, ନବ ବିବାହିତାଙ୍କୁ ତଣ୍ଟି ଚିପି ହତ୍ୟା

ନୂଆପଡ଼ା : ଖଡ଼ିଆଳ ଥାନା ଚିନ୍ଦାଗୁଡ଼ା ଗାଁରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ଚିନ୍ଦାଗୁଡ଼ା ଗାଁର ଆଶିଷ ରଣାଙ୍କ ପତ୍ନୀ ପୂର୍ଣ୍ଣମୀ ରଣା । ୨୦୧୮ରେ ଆଶିଷଙ୍କୁ ବିବାହ କରିଥିଲେ ପୂର୍ଣ୍ମମୀ । ଏହାପରେ ଶାଶୁଘର ଲୋକେ ଯୌତୁକ ବାବଦ ୩ ଲକ୍ଷ ଟଙ୍କା ସହ ୩ ଭରି ସୁନା ଦେବାକୁ…

ସାଲେପୁର : ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

କଟକ (କେନ୍ୟୁଜ୍) : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିଶୁଆ ଗାଁରେ ବଧୂହତ୍ୟା ଅଭିଯୋଗ । ଗାଁର ବାବୁଲି ବେହେରାଙ୍କୁ ପଣସପୁର ଗାଁର ଗୀତାଞ୍ଜଳି ବେହେରା ବିବାହ କରିଥିଲେ । ଶାଶୂଘର ଲୋକଙ୍କୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ବିବାହର କିଛି ବର୍ଷ ପରେ ତାଙ୍କୁ ଯୌତୁକ ନିର୍ଯାତନା …

ଯୌତୁକ ପାଇଁ ଭୋକିଲା ରଖି ମାରିଦେଲେ ! ଜାଣନ୍ତୁ କେଉଁଠି

କେରଳର କୁରୁନଗାପ୍ପାଲୀର ଜଣେ ୨୭ ବର୍ଷ ବୟସ ମହିଳାଙ୍କୁ ଖାଇବାକୁ ନଦେଇ ଅନାହାରରେ ଶଶୁ ଘର ଲୋକେ ମାରି ଦେଇଥବାର ଅଭିଯୋଗ ଆସିଛି । ଏନେଇ ଝିଅ ଘର ତରଫରୁ ଥାନାରେ ଏତଲା ଦିଆଯାଇଛି । ତେବେ ବୋହୂକୁ ମାରିବା ପାଇଁ ଶାଶୁଘର ଲୋକଙ୍କ ଏଭଳି ତରିକା ଆପଣାଇ ଥିଲେ ଯାହା ଆପଣ ଶୁଣିଲେ ବି ରକ୍ତ ଗରମ…

ଯୌତୁକ ଜୁଇରେ ଜଳିଲେ ଆଉ ଜଣେ ମହିଳା : ଖାଇବାକୁ ନଦେଇ ସ୍ବାମୀ କରିଦେଲେ କଙ୍କାଳ, ମୃତ୍ୟୁ ବେଳକୁ ଓଜନ ଥିଲା ମାତ୍ର ୨୦…

କେରଳ : ଯୌତୁକ ବିରୋଧରେ ଦେଶରେ କଡା ଆଇନ୍ । ତଥାପି ଯୌତୁକ ଲୋଭୀଙ୍କ ଭିତରେ ଏହାକୁ ନେଇ ଟିକେ ବି ଭୟ ନାହିଁ । ପ୍ରତିଦିନ ଯୌତୁକ ଜୁଇରେ ଜଳୁଥିବା ମହିଳାଙ୍କ ଅନେକ ଖବର ଆସୁଛି । ତେବେ କେରଳରୁ ଯୌତୁକ ଜନିତ ହତ୍ୟାକାଣ୍ଡର ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମ…

ଯୌତୁକ ଦାବିରେ ବଧୂ ହତ୍ୟା : ମା’କୁ ହତ୍ୟା ନେଇ କହିଲା ୪ବର୍ଷର ଝିଅ

ହିନ୍ଦୋଳ (କେନ୍ୟୁଜ୍) : ପ୍ରେମ ବିବାହ, ପରେ ଯୌତୁକ ପାଇଁ ହତ୍ୟା। ଆଉ ମାଆକୁ ତାର ବାପା ମାରିଦେଲେ ବୋଲି ଦରୋଟି କଣ୍ଠରେ ବଖାଣୁଛି ୪ବର୍ଷର ଝିଅ। ଏଭଳି ଅଭାବନୀୟ ହତ୍ୟା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଗାଁରେ। କଂସରାର ଉଗ୍ରସେନ ନାୟକ ୨୦୧୪ରେ ବେଙ୍ଗାଳୁରୁର ଭି ଦିବ୍ୟା…