Browsing Tag

drone

ଅପରାଧୀଙ୍କ ଉପରେ ନଜର ରଖିବ ଡ୍ରୋନ, ରାଜଧାନୀରେ ଆରମ୍ଭ ହେଲା ଡ୍ରୋନ ପାଟ୍ରୋଲିଙ୍ଗ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀକୁ ଆକାଶ ମାର୍ଗରୁ ନଜର ରଖିବ ଡ୍ରୋନ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୁବକ ବା ବ୍ୟକ୍ତିଙ୍କୁ ଜଗିବ ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ…

ଭାରତରେ ପ୍ରଥମ ଥର: ଡ୍ରୋନ ସହୟତାରେ ରକ୍ତ ପ୍ୟାକେଟକୁ ଡେଲିଭରି

କେନ୍ୟୁଜ୍(ବ୍ୟୁରୋ): ଡ୍ରୋନରେ ବ୍ଲଡ ପ୍ୟାକେଟ ଡେଲିଭରି। ଭାରତରେ ପ୍ରଥମ ଥର ପାଇଁ ଡ୍ରୋନ ସହାୟତାରେ ରକ୍ତ ପ୍ୟାକେଟକୁ ଡେଲିଭରି କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କୋଭିଡ ସମୟରେ ଭାରତର ଉତ୍ତର ପୂର୍ବ ରାଜ୍ୟରେ ଡ୍ରୋନର ବ୍ୟବହାର ପ୍ରଥମ ଥର କରିଥିଲା ଆଇସିଏମଆର। ଅପହଞ୍ଚ ସ୍ଥାନକୁ…

ରାଜ୍ୟରେ ପ୍ରଥମ ଘଟଣା: ଡ୍ରୋନ୍‌ ବାଣ୍ଟିଲା ସରକାରୀ ଭତ୍ତା

ନୂଆପଡା(କେନ୍ୟୁଜ୍): ଡ୍ରୋନ୍‌ ଦ୍ୱାରା ହିତାଧିକାରୀଙ୍କ ପାଖରେ ପହଞ୍ଚିଲା ସରକାରୀ ଭତ୍ତା । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା ଯାହା ରାଜ୍ୟରେ ପ୍ରଥମ । ଜିଲ୍ଲାର ସୀମାନ୍ତ ଅଞ୍ଚଳ ଏବଂ ଜଙ୍ଗଲ ଭିତରେ ଥିବା ଏକ ଗାଁରେ ଜଣେ ଦିବ୍ୟାଙ୍ଗଙ୍କ ପାଖରେ ଡ୍ରୋନ୍‌ ସାହାଯ୍ୟରେ ଭତ୍ତା…

ଉଡୁଥିବା ଡ୍ରୋନକୁ ଲମ୍ଫ ମାରି ଝାମ୍ପି ନେଲା ଛୁଆ କୁମ୍ଭୀର, ଦେଖନ୍ତୁ ଭିଡିଓ

ବିଗତ କିଛିବର୍ଷ ମଧ୍ୟରେ ଡ୍ରୋନର ବ୍ୟବହାର ସମଗ୍ର ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଇଗଲାଣି। ବିବାହ ହେଉ ଅବା ପାର୍ଟି କିମ୍ବା କୌଣସି ପ୍ରାକୃତିକ ସୁନ୍ଦରତା ଏବଂ ସହରର ଆକାଶ ମାର୍ଗରୁ ଫଟୋ ଉଠାଇବା ପାଇଁ ଫଟୋଗ୍ରାଫର ଓ ଭିଡିଓଗ୍ରାଫର ଡ୍ରୋନର ସହାୟତା ନିଅନ୍ତି । ବନ୍ୟଜନ୍ତୁ ହୁଅନ୍ତୁ ଅବା…

ରାଜଧାନୀରେ bmcର ଆକ୍ସନ ପ୍ଲାନ୍‌: ଏଣିକି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ମଶା ଉପଦ୍ରବ ପ୍ରସଙ୍ଗ। ମଶା ଦମନ ପାଇଁ bmc ର ଆକ୍ସନ ପ୍ଲାନ୍‌। ମଶା ଦମନରେ ସାମିଲ ହେବ ଡ୍ରୋନ। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ। ଗାଡ଼ି ଯାଇ ପାରୁନ ଥିବା, ଅବ୍ଯବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନ୍‌ ରେ ସାମିଲ ହେବ ଡ୍ରୋନ। ମଶା…

ବେଲୁଚିସ୍ତାନରେ ବିଦ୍ରୋହକୁ ନିଜେ ପ୍ରତିହତ କରିପାରୁନି, ଚୀନ୍‌ ଡ୍ରୋନ୍‌ ବ୍ୟବହାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ବେଲୁଚିସ୍ତାନରେ ବିଦ୍ରୋହକୁ ପ୍ରତିହତ କରିବା ପାଇଁ ପାକିସ୍ତାନ ସେନା ଚୀନ ଡ୍ରୋନ (ସିଏଚ୍‌-୪ବି)କୁ ବ୍ୟବହାର କରୁଛି। ବେଲୁଚି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧବିମାନ ଓ ସଶସ୍ତ୍ର ହେଲିକପ୍ଟର ବ୍ୟବହାର କରୁଛି ପାକିସ୍ତାନ ସେନା। ଚଳିତ ମାସ ଆରମ୍ଭରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ…

ଧୋନି ଲଞ୍ଚ କଲେ ମେଡ ଇନ୍‌ ଇଣ୍ଡିଆ ଡ୍ରୋନ୍‌ ‘Droni’, ଫସଲ ଉପରେ କରିପାରିବ କୀଟନାଶକ ସିଞ୍ଚନ

ଭାରତୀୟ କ୍ରିକେଟ ଜଗତର କୁଲ୍‌ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି କ୍ରିକେଟ ଜଗତରୁ ବ୍ରେକ ନେଇ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିଛନ୍ତି। ଆଉ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି ମାରିବା ପରେ ଧୋନି କ୍ୱାଡକାପ୍ଟର କଞ୍ଜ୍ୟୁମର କ୍ୟାମେରା ଡ୍ରୋନ୍ ଲଞ୍ଚ କରିଛନ୍ତି, ଯାହାର ନାମ ‘ Droni ’…

ବଦଳିବ ଚାଷର ତରିକା…ଘରେ ବସି ଚାଷୀ ସମ୍ଭାଳିବେ ନିଜ କ୍ଷେତ; ଏଣିକି ୪୭୭ ପ୍ରକାର କୀଟନାଶକ ସିଞ୍ଚନ କରିବ ଡ୍ରୋନ

କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ଆହୁରି ସହଜ କରିବା ପାଇଁ ଡ୍ରୋନ ଫେଡେରେସନ ଅଫ୍‌ ଇଣ୍ଡିଆ (DFI) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। DFI ଅନୁସାରେ, ଚାଷ କାର୍ଯ୍ୟରେ କୃଷି-ଡ୍ରୋନର ଉପଯୋଗକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ୪୭୭ କୀଟନାଶକକୁ ଅନ୍ତରୀଣ ମଞ୍ଜୁରୀ…

ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା: ପ୍ରଥମ ଥର ପାଇଁ ଡ୍ରୋନ୍‌ରେ ଲ୍ୟାବ୍‌କୁ ଗଲା ଟିବି ରୋଗୀଙ୍କ ଲାଳ ନମୁନା

ଚିକିତ୍ସା କ୍ଷେତ୍ରରେ ନୂଆ ଟେକ୍ନିକ୍‌ ବ୍ୟବହାର କରିବାରେ ଭାରତକୁ ମିଳିଲା ବଡ଼ ସଫଳତା। ଦେଶରେ ପ୍ରଥମ ଥର ଟିବି ରୋଗୀର ଲାଳ ସାମ୍ପଲକୁ ଡ୍ରୋନ୍‌ ସାହାଯ୍ୟରେ ଲ୍ୟାବ୍‌କୁ ପଠାଯାଇଛି। ଏହା ସାହାଯ୍ୟରେ ପାହାଡ଼ିଆ ଅଞ୍ଚଳରେ ସାମ୍ପଲ ପଠାଇବା ଖର୍ଚ୍ଚ ଦୁଇ ଚକିଆ ଗାଡ଼ି ତୁଳନାରେ ୪ ଗୁଣ କମ୍‌ ହୋଇଛି।…

ଆତଙ୍କବାଦୀଙ୍କ ହାତରେ ଡ୍ରୋନ୍, ଘନଉଛି ବିପଦ 

‘ସୟନେ ସପନେ ଜାଗରଣେ କେବଳ ଭାରତ ହିଁ ଭାରତ । ଉଠିଲେ ବସିଲେ ଶୋଇଲେ କେବଳ ଭାରତ କଥା ଭାବୁଛନ୍ତି ଉଭୟ ବେଇମାନ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ । କେମିତି ହିନ୍ଦୁସ୍ତାନକୁ ପାନେ ଦେବେ ଦିନରାତି ରଚୁଛନ୍ତି ଷଡ଼ଯନ୍ତ୍ର । ଭାରତ ଉପରେ ପୁଣି ଥରେ ଘନେଇଛି ଡ୍ରୋନ୍ ଆକ୍ରମଣର ବିପଦ । ବାରମ୍ବାର…

ପୁଣିଥରେ ପଞ୍ଜାବ ସୀମାରେ ଡ୍ରୋନ, ଗୁଳିଚାଳନା ପରେ ପାକିସ୍ତାନ ଫେରିବାରେ ସଫଳ

କେନ୍ୟୁଜ ଓଡିଶା : ପଞ୍ଜାବ ଅନ୍ତର୍ଜାତୀୟ ସୀମା ନିକଟ ଗୁରୁଦାସପୁର ସେକ୍ଟରରେ ଏକ ଡ୍ରୋନ ଦୋଖିବାକୁ ମିଳିଥିଲା । ପାଟ୍ରୋଲିଂ ଦଳ ଏକ ହମିଂ ଶବ୍ଦ ଶୁଣିବା ପରେ ବିଏସଏଫ କର୍ମଚାରୀ ୫ରାଉଣ୍ଡ ଗୁଳି ଚଳାଇଥିଲେ । କିନ୍ତୁ ଏହା ପାକିସ୍ତାନ ଏରିଆକୁ ଫେରିଯିବାକୁ ସଫଳ ହୋଇଥିଲା । ଗତକାଲି ରାତି ୧୨…

ଫସର ଫାଟିଲା ପାକିସ୍ତାନର ଚାଲ୍‌, ବର୍ଡର ଦେଇ ପଶୁଥିବା ଡ୍ରୋନ୍‌କୁ ଗୁଳି ମାରି ଖସାଇଲେ ଭାରତୀୟ ଯବାନ

ପାକ୍‌ର ଚାଲ୍‌କୁ ଧରିଲା ଭାରତ। ପାକିସ୍ତାନ୍‌ ଡ୍ରୋନ୍‌କୁ ଖସାଇଲା ସୀମା ସୁରକ୍ଷା ବଳ ଅର୍ଥାତ୍‌ ବିଏସ୍‌ଏଫ୍‌। ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍‌କୁ ଖସାଇବାରେ ସଫଳ ହୋଇଛି ଭାରତୀୟ ସେନା। ବିଏସ୍‌ଏଫ୍‌ ମୁତାବକ, ଏହି…