Browsing Tag

Durga idol immersion

ମେଲାଣି ନେଲେ ମା’ : ଟ୍ବିନ ସିଟିରେ ବିଭିନ୍ନ ସ୍ଥାନରେ ଭସାଣ ଶେଷ

କଟକ/ଭୁବନେଶ୍ବର (କେନ୍ୟୁଜ): ସରିଲା ଦଶହରା । ମେଲାଣି ନେଲେ ମା' । ଶାରଦୀୟ ଦୁର୍ଗାପୂଜାର ଅନ୍ତମ ପର୍ବରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଦୁର୍ଗତିନାଶିନୀ । ଗତକାଲି ମହାଆଡମ୍ବରରେ ଟ୍ବିନ ସିଟିରେ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଦୁଲୁକିଥିଲା କଟକ ଓ ଭୁବନେଶ୍ବର । ଶୋଭାଯାତ୍ରାରେ…

ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ, ଟ୍ବିନସିଟିରେ ବ୍ୟାପକ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ): ସରିଲା ଦଶହରା । ପୁଣି ଆର ବର୍ଷକୁ ଅପେକ୍ଷା । ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ । ଏଥିପାଇଁ ଟ୍ବିନସିଟିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କଟକ ସହରରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଭସାଣ ଉତ୍ସବ। ଗତକାଲି ରାତିରୁ ଘରୋଇ ଭାବେ ପୂଜା କରାଯାଉ ଥିବା ମେଢ଼…

ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଫାଟିଲା ଜେନେରେଟର, ଜଣେ ଯୁବକ ସହିତ ୭ ପିଲା ଆହତ

ମହାରାଷ୍ଟ୍ର ସତାରା ଜିଲ୍ଲାରେ ମହାବଳେଶ୍ୱରର କୋଲି ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଦୁର୍ଗା ମୂର୍ତ୍ତି ବିସର୍ଜନ ସମୟରେ ଜେନେରେଟର ବିସ୍ଫୋରଣ ହେବା ଯୋଗୁଁ ୨୨ ବର୍ଷୀୟ ଜଣେ ଯୁବକ ଏବଂ ୭ ଜଣ ପିଲା ଆହତ ହୋଇଛନ୍ତି । ଖବର ମୁତାବକ, ମହାବଳେଶ୍ୱରର କୋଲି ଅଲୀ ଦୁର୍ଗାମାତା…

ପୁଣି ଦୁର୍ଗା ଭସାଣି ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର: ଶିଶୁ ଗୁରୁତର, ଅନେକ ଆହତ

ଛତିଶଗଡର ଜଶପୁରରେ ଦୁର୍ଗାପୂଜା ଭସାଣି ବେଳେ ଯେଉଁ ଅଘଟଣା ଘଟିଥିଲା, ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୁର୍ଗାପୂଜା ଭସାଣି ବେଳେ ସେମିତି ଦୁର୍ଘଟଣା ଘଟିଛି। ଶନିବାର ରାତିରେ ଦୁର୍ଗା ବିସର୍ଜନରେ ଯାଉଥିବା ଲୋକଙ୍କ ଉପରେ ଏକ ଦ୍ରୁତଗାମୀ କାର୍‌ ମାଡି ଯାଇଛି। ଏହି ଦୁର୍ଘଟଣାରେ…

ଦୁର୍ଗା ପ୍ରତିମା ବିସର୍ଜ୍ଜନ ବେଳେ ରାଜସ୍ଥାନ ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ବୁଡ଼ିଗଲେ ୧୦ଜଣ

ରାଜସ୍ଥାନ: ରାଜସ୍ଥାନର ଧୋଲପୁର ଜିଲ୍ଲାର ପାର୍ବତୀ ନଦୀରେ ଦୁର୍ଗା ପ୍ରତିମା ବିସର୍ଜ୍ଜନ ସମୟରେ ପାଖାପାଖି ୧୦ ଜଣ ଲୋକ ବୁଡ଼ିଯାଇଥିବା ଜଣାପଡିଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିବାବେଳେ ଏ ଯାଏ ପାଣିରୁ ୧୦ଟି ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଅନ୍ୟ ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜା…

ମା’ଙ୍କ ଭସାଣ ଉତ୍ସବରେ ଦୁଲୁକୁଛି ଟୁଇନ୍ ସିଟି

ଭୁବନେଶ୍ବର (କେନ୍ୟୁଜ୍) :  ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ଧୁମଧାମରେ ଚାଲିଛି ଭସାଣ ଉତ୍ସବ । ମେଲାଣି ନେଉଛନ୍ତି ଶକ୍ତିମୟୀ । ବିଭିନ୍ନ ପୂଜାମଣ୍ଡପର ମୃଣ୍ମୟୀ ମୂର୍ତ୍ତି ସବୁ ଅସ୍ଥାୟୀ ଜଳାଶୟରେ ବସର୍ଜିତ ହେଉଛନ୍ତି । ବାଜା, ବାଣ, ରୋଷଣୀ ଓ ପଟୁଆରରେ ମାଆଙ୍କୁ ମେଲାଣି ଦେଉଛନ୍ତି ପୂଜା…