Below header
Browsing Tag

earth

ଚାଲିଛି ପୃଥିବୀର ବୃଦ୍ଧାବସ୍ଥା, ଏପରି ସୃଷ୍ଟି ହୋଇଥିଲା ମାନବ ଏବଂ ଏହିଭଳି ଭାବେ ହେବ ଧ୍ୱଂସ

ପୁରାଣ ଏବଂ ବେଦ ଅନୁଯାୟୀ ପୃଥିବୀର ଉତ୍ପତ୍ତି, ବିକାଶ ଏବଂ ବିନାଶ ବିଷୟରେ ସ୍ପଷ୍ଟ ଭାବରେ ଲେଖାଯାଇଛି । ପୃଥିବୀ ସୂର୍ଯ୍ୟର ଏକ ଭଗ୍ନାଂଶ । ମଙ୍ଗଳ ଏବଂ ଚନ୍ଦ୍ର ପୃଥିବୀର ଏକ ଅଂଶ ଏବଂ ଅନ୍ୟ ଗ୍ରହମାନଙ୍କର ସ୍ଥିତି ମଧ୍ୟ। ଏକ ମହାତାରାର ବିସ୍ଫୋରଣ ଦ୍ୱାରା ସୂର୍ଯ୍ୟ ଆଦି ଜନ୍ମ ନେଇଥିଲେ ।…

ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ଶକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଗତ କିଛି ବର୍ଷ ହେବ ପୃଥିବୀରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ବାୟୁମଣ୍ଡଳ ତଥା ଜଳବାୟୁର ସ୍ଥିତିରେ ପରିବର୍ତ୍ତନ ଘଟିଥିବା ଲକ୍ଷ କରାଯାଉଛି । କିନ୍ତୁ ପୃଥିବୀର ଉପରି ଭାଗରେ ବି ଧୀରେ ଧୀରେ ସ୍ଥିତି ବଦଳିବାରେ ଲାଗିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆମ ଗ୍ରହ ପୃଥିବୀର ଚୁମ୍ବକୀୟ…

କ’ଣ ପୃଥିବୀକୁ ଅନ୍ୟ ଗ୍ରହରୁ ଆସିପାରେ କି କୌଣସି ଭାଇରସ, ଜାଣନ୍ତୁ ଏହା ପଛର ସତ୍ୟତା

କରୋନା ଭାଇରସର ପ୍ରକୋପ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ବୈଜ୍ଞାନିକମାନେ ଏହାର ଚିକିତ୍ସା ଏବଂ ଟୀକା ବାହାର କରିବା ନେଇ ଧର୍ଯ୍ୟର ସହ କାମ କରୁଛନ୍ତି। ସେହିଭଳି ଅଧିକାଂଶ ଲୋକମାନେ ଏହାର ଚିକିତ୍ସା ପାଇଁ ବ୍ୟସ୍ତ ହୋଇପଡିଛନ୍ତି। ଏହାମଧ୍ୟରେ ସୋସିଆଲ ମିଡିଆରେ ମଧ୍ୟ ଏହି…

ଅପରାହ୍ନ ୩.୨୬ରେ ଏଭରେଷ୍ଟ ଆକାରର ଉଲକା ପିଣ୍ଡ ପୃଥିବୀକୁ ଅତିକ୍ରମ କରିବ ଜାଣନ୍ତୁ ଏନେଇ କଣ କହୁଛନ୍ତି ବୈଜ୍ଞାନିକ

ଏପ୍ରିଲ ୨୯ ତାରିଖ ଅର୍ଥାତ୍ ଆଜି ପୃଥିବୀ ଏକ ବଡ଼ ଉଲକାପିଣ୍ଡର ଅତି ନିକଟବର୍ତ୍ତୀ ହେବାକୁ ଯାଉଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ରହିବ । ରିପୋର୍ଟ ଅନୁଯାୟୀ ଏହା ପୃଥିବୀ ଉପରେ ପ୍ରଭାବ ସୃଷ୍ଟି କରିପାରେ କାରଣ ଏହା ଯଥେଷ୍ଟ ବଡ଼…

ବିଶ୍ୱରେ କିପରି ସୃଷ୍ଟି ହେଲେ ମନୁଷ୍ୟ, ଜାଣନ୍ତୁ ଏନେଇ କଣ ଉଲ୍ଲେଖ ରହିଛି ଆମ ଧର୍ମଶାସ୍ତ୍ରରେ

ବିଶ୍ୱରେ ବିଜ୍ଞାନ ଯେତେ ଉପାୟ ବାହାର କରିଲେ ମଧ୍ୟ ବର୍ତ୍ତମାନ ଏହି ସଂସାରର ସୃଷ୍ଟି ବିଷୟରେ କୌଣସି ସନ୍ଧାନ ମିଳିନାହିଁ। ସଂସାରରେ ମନୁଷ୍ୟ କିପରି ଆସିଲା ଏବଂ କିପରି ଧୀରେ ଧୀରେ ଏହି ବିଶ୍ୱର ରଚନା ହେଲା ଏହିସବୁ ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଉଠୁଥିବ। ଏହାର ଉତ୍ତର ଆମକୁ ଅନେକ ଧାର୍ମିକ…

ପୃଥିବୀର କେନ୍ଦ୍ରସ୍ଥଳ ଯାଏଁ ପହଞ୍ଚିବାକୁ ପୁଣି ଥରେ ଖନନ ଆରମ୍ଭ କରିବେ ବୈଜ୍ଞାନିକ, ଜଣାପଡ଼ିବ ସୃଷ୍ଟିର ଇତିହାସ

ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ସମୁଦ୍ରକୂଳରେ ବୈଜ୍ଞାନିକମାନେ ଡାଇନେସରର ଲୋପ ପାଇବାର କାରଣ ସମ୍ପର୍କରେ ଯାଞ୍ଚ ଆରମ୍ଭ କରିଛନ୍ତି। ସେମାନେ ଦକ୍ଷିଣ ପ୍ରଶାନ୍ତ ମହାସାଗର ଗର୍ଭ ଓ ପ୍ରାଚୀନ ଶଯ୍ୟାରୁ ଡାଇନୋସରଙ୍କ ବିଲୁପ୍ତ ହେବାର କାରଣ ନେଇ ରିସର୍ଚ୍ଚ କରିବେ। ଏଥିସହ ପୃଥିବୀର ତାପମାତ୍ରା…

ପୃଥିବୀରେ ଗୋଟିଏ ଦିନ ୨୪ ଘଣ୍ଟା ନୁହେଁ, ପ୍ରକୃତରେ କେତେ ସମୟ ଜାଣନ୍ତି କି?

ପୃଥିବୀ ସୌରମଣ୍ଡଳର ଏକମାତ୍ର ଏମିତି ଗ୍ରହ, ଯେଉଁଠି ଜୀବଜଗତ ତିଷ୍ଠି ରହିଛି। ପୃଥିବୀର ଘନତ୍ୱ ପୂରା ସୌରମଣ୍ଡଳରେ ସବୁଠାରୁ ଅଧିକ। ଆସନ୍ତୁ ଜାଣିବା ପୃଥିବୀ ବିଷୟରେ କିଛି ରୋଚକ ତଥ୍ୟ। ୧. ପୃଥିବୀକୁ ସୂର୍ଯ୍ୟଙ୍କ ଠାରୁ ଶକ୍ତି ମିଳିଥାଏ ଆଉ ଏହି ଶକ୍ତି ପୃଥିବୀର ଉପରିଭାଗକୁ ଗରମ କରିଥାଏ।…

ପୃଥିବୀର ବିଚିତ୍ର ଏହି ସ୍ଥାନ ଯେଉଁଠାରେ ଜଳ ଥାଇ ମଧ୍ୟ ଜୀବନ ଅସମ୍ଭବ

ଆମେରିକାର ହାଓ୍ଵାଇ ୟୁନିଭରସିଟୀ ମୁତାବକ ପୃଥିବୀରେ ୮୭ ଲକ୍ଷ ଜୀବ-ଜନ୍ତୁ ପ୍ରଜାତି ବାସ କରିଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ପୃଥିବୀରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଗୋଟିଏ ଭି ପ୍ରଜାତିର ଚିହ୍ନ ବର୍ଣ୍ଣ ନାହିଁ। ୟୁରୋପିୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପୃଥିବୀର ଏହି ଭାଗରେ…

ପୃଥିବୀ ଓ ମହାକାଶର କିଛି ଏମିତି ତଥ୍ୟ ଯାହା ଆଜି ବି ରହସ୍ୟ ହୋଇରହିଛି

ମହାକାଶ ଓ ପୃଥିବୀର କିଛି ରହସ୍ୟକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଖୋଜି ବାହାର କରିପାରି ନାହାନ୍ତି  । ଆଜି ଆମେ ଏମିତି ହିଁ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଶରବିଦେଶର ବଡ ବଡ ବୈଜ୍ଞାନିକ ମାନଙ୍କ ପାଇଁ ଏକ ପ୍ରକାର ଅବୁଝା ରହସ୍ୟ ହୋଇ ରହିଯାଇଛି । ଯାହାକୁ ଜାଣିବା ପାଇଁ ସେମାନେ…

ପାଞ୍ଚ ଥର ହୋଇସାରିଛି ପୃଥିବୀର ସାମୂହିକ ବିନାଶ! ପୁଣି ଆଶଙ୍କା କଲେ ବୈଜ୍ଞାନିକ

ଆଜକୁ ୨୬୦ ମିଲିୟନ୍‌ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀକୁ ସାମୂହିକ ବିନାଶ ଭୋଗିବାକୁ ପଡ଼ିଥିଲା। ସେହି ସମୟରେ ପୃଥିବୀ ଜୀବଜନ୍ତୁବିହୀନ ହୋଇଯାଇଥିଲା। ଏହାସହିତ ଭୂଗର୍ଭିକ ଏବଂ ବାହ୍ୟ କାରଣରୁ ମଧ୍ୟ ପୃଥିବୀରେ ସାମୂହିକ ବିନାଶ ବଢ଼ିଯାଇଥିଲା। ଏକ ନୂଆ ଅଧ୍ୟୟନରେ…

କେବେ ଭାବିଛନ୍ତି କି ଚନ୍ଦ୍ର ନ ଥିଲେ କଣ ହୋଇଥାନ୍ତା, ଆସନ୍ତୁ ଜାଣିବା

ନିକଟରେ ବୈଜ୍ଞାନିକ ମାନେ ଗବେଷଣା ମାଧ୍ୟମରେ ବାହାର କରିଛନ୍ତି ଯେ ପୃଥିବୀର ଉପଗ୍ରହ ଯଦି ଚନ୍ଦ୍ର ହୋଇନଥାନ୍ତା ବା ସୌର ଚକ୍ରରେ  ଚନ୍ଦ୍ର ନଥାନ୍ତା ତେବେ  ତେବେ କି କି ଅସୁବିଧା ହୋଇଥାନ୍ତା । ଆସନ୍ତୁ ସେ ସମ୍ବନ୍ଧରେ କିଛି ଜାଣିବା: -ସେମାନଙ୍କ ଅନୁସାରେ ଚନ୍ଦ୍ର ନଥିଲେ ହୁଏତ ସମୁଦ୍ରରେ…

ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨, ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ

ମିଶନ୍ ମୁନରେ ଯାଇଥିବା ଚନ୍ଦ୍ରାୟନ-୨ ଚନ୍ଦ୍ରର ନିକଟବର୍ତ୍ତୀ ହେଉଛି। ସାରା ଦେଶ ଏହି ମିଶନର ସଫଳତାକୁ ନେଇ ଅନାଇ ରହିଥିବା ବେଳେ ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨। ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ। କିଛି ଚମତ୍କାର ଫଟୋ ଏବେ ଇସ୍ରୋର ହସ୍ତଗତ ହୋଇଛି। ଏନେଇ ଟ୍ଵିଟ୍ କରି ଇସ୍ରୋ…