Below header
Browsing Tag

ecmo

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା

ଭୁବନେଶ୍ବର(କେନ୍ଯୁଜ୍): ବଞ୍ଚି ପାରିଲାନି ଜୀବନ । ଦୀର୍ଘ ଦିନର ଚିକିତ୍ସା ପରେ ଜୀବନ ଯୁଦ୍ଧରେ ହାରିଗଲେ ଭଦ୍ରକର ଅଭିଷେକ ମହାପାତ୍ର । କରୋନାରେ ସଂକ୍ରମିତ ହୋଇ ଗୁରୁତର ହୋଇପଡିବା ପରେ କୋଲକତାରେ ଚାଲିଥିଲା ତାଙ୍କର ଇକମୋ ଚିକିତ୍ସା। ହେଲେ ଦୁଃଖର ବିଷୟ ଗତକାଲି ରାତି ପ୍ରାୟ ୧୦ଟା୪୫…

କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା,ପ୍ରଥମ ରୋଗୀ ଭାବେ ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଦିଆଯାଉଛି…

କଟକ(କେନ୍ୟୁଜ୍): କଟକ SCBରେ ଆରମ୍ଭ ହେଲା ଇକମୋ ଚିକିତ୍ସା। ପ୍ରଥମ ରୋଗୀ ଭାବେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକ୍‌ମୋ ଚିକିତ୍ସା କରାଯାଇଛି। ସେ କୋଭିଡ୍‌ରେ ଆକ୍ରାନ୍ତ ଥିଲେ। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ରହିଛି। ତେଣୁ ତାଙ୍କୁ ଏକମୋ ଚିକିତ୍ସାର ଆବଶ୍ୟକ…

କଲିକତାରେ ଚାଲିଛି ଅଭିଷେକଙ୍କ ଇକମୋ ଚିକିତ୍ସା, ଆଶୁ ଆରୋଗ୍ଯ କାମନା କରି ୧୦୮ ଦ୍ବୀପ ଜାଳିଲେ ଗ୍ରାମବାସୀ

ବାସୁଦେବପୁର(କେନ୍ଯୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦାରୀ ଗ୍ରାମରେ ଥିବା ବାବା ଦାନେଶ୍ୱର ମନ୍ଦିରରେ ଅଭିଷେକ ମହାପାତ୍ରର ଆଶୁ ଆରୋଗ୍ୟ କାମନା କରି ଗ୍ରାମବାସୀଙ୍କ ପକ୍ଷରୁ ୧୦୮ଦ୍ୱୀପ ଜାଳିବା ସହିତ ବାବାଙ୍କ ଠାରେ ରୁଦ୍ରାଭିଶେକ କରାଯାଇଛି। ଅଭିଶେକ ମେ ମାସ…

ହାତରେ ମାତ୍ର ୪୮ ଘଣ୍ଟା, ଜୀବନ ରକ୍ଷା ପାଇଁ ଦୀପକଙ୍କୁ ଲୋଡ଼ା ଆପଣମାନଙ୍କ ସହାୟତା

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ସହ ସଂଗ୍ରାମ। ଜୀବନ ଯୁଦ୍ଧରେ ହାରି ନାହାନ୍ତି ସତ, କିନ୍ତୁ ଅବସ୍ଥା ସଂକଟାପନ୍ନ । ଭୁବନେଶ୍ୱର ଶୈଳଶ୍ରୀ ବିହାରର ଦୀପକ ମହାନ୍ତି କୋଭିଡ୍‌ରେ ସଂକ୍ରମିତ ହୋଇ ଏବେ ଗୁରୁତର । ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲରେ ଏବେ ଅଛନ୍ତି ଦୀପକ ।…

କିମ୍‌ସରେ କାର୍ଯ୍ୟ କରୁଛି ରାଜ୍ୟର ପ୍ରଥମ ଇକ୍‌ମୋ ମେସିନ୍‌, ଆଗାମୀ ଦିନରେ କିମ୍ସରେ ହେବ ଇକ୍‌ମୋ ସେଣ୍ଟର

କେନ୍ୟୁଜ୍(ବ୍ୟୁରୋ): କିମ୍‌ସରେ କାର୍ଯ୍ୟ କରୁଛି ରାଜ୍ୟର ପ୍ରଥମ ଇକ୍‌ମୋ ମେସିନ୍‌ । ଇକ୍‌ମୋ ପରିଚାଳନା ପାଇଁ ଉପଯୁକ୍ତ ଡାକ୍ତର ଓ ଟେକ୍‌ନିସିଆନ୍‌ ମଧ୍ୟ ରହିଛନ୍ତି । ଗତ କିଛିଦିନ ତଳେ ଏମ୍‌ସରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଚିକିତ୍ସାରେ ମଧ୍ୟ ଇକ୍‌ମୋ ବ୍ୟବହାର ହୋଇଥିଲା ।…

ଭୁବନେଶ୍ୱର ଏମ୍ସରେ ଚଳିତମାସ ଶେଷ ସୁଦ୍ଧା ଲାଗିବ ୨ଟି ଇକ୍‌ମୋ ମେସିନ୍‌

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଏମ୍ସରେ ଲାଗିବ ୨ଟି ଇକ୍‌ମୋ ମେସିନ୍‌ । ପ୍ରଥମ ଇକ୍‌ମୋ ମେସିନ୍‌ ଚଳିତମାସ ଶେଷ ସୁଦ୍ଧା ଲାଗିବ । ପରବର୍ତ୍ତୀ ସମୟରେ ଅନ୍ୟ ଇକ୍‌ମୋ ମେସିନ୍‌ କାର୍ଯ୍ୟକ୍ଷମ ହେବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି । ଇକ୍‌ମୋ…

ହସ୍ପିଟାଲ ବେଡରେ ଥିବା ଅଭିଷେକଙ୍କ ପାଇଁ ସ୍ତ୍ରୀ ମୌସୁମୀ କଲେ ସାବିତ୍ରୀ ବ୍ରତ

ବାସୁଦେବପୁର (କେନ୍ୟୁଜ) : ହସ୍ପିଟାଲ ବେଡରେ ଅଭିଷେକ । ଏପେଟ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ସାବିତ୍ରୀ ଅମାବାସ୍ୟାରେ ପୂଜାପାଠ କରୁଛନ୍ତି ମୌସୁମୀ । ଉନ୍ନତମାନର ଚିକିତ୍ସା ପାଇଁ କୋଲକାତାର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି। ୩୦ ବର୍ଷୀୟ ଅଭିଷେକଙ୍କ ଘର ଭଦ୍ରକର ବାସୁଦେବପୁରରେ । ଗତ ୨୨…

ECMO ବ୍ୟବହାର କାହିଁକି ବ୍ୟୟ ବହୁଳ ? ଜାଣନ୍ତୁ ଏହା କିପରି କାମକରେ…

କେନ୍ୟୁଜ୍(ବ୍ୟୁରୋ):  କୋଭିଡ ରୋଗୀଙ୍କ ପାଇଁ ECMO ବ୍ୟବହାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି । ପରେ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏହା ଏକ କୃତ୍ରିମ ପ୍ରକ୍ରିୟା…