Below header
Browsing Tag

election commission of india

ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ଦୁଇ ନୂଆ ଏସପି ନିଯୁକ୍ତ, ଅବିନାଶ କୁମାର ହେଲେ ଖୋର୍ଦ୍ଧା ଏସ୍‌ପି

ଖୋର୍ଦ୍ଧା (କେନ୍ୟୁଜ୍‌): ଦୁଇ ଜିଲ୍ଳାର ଏସ୍‌ପି ବଦଳାଇଲେ ନିର୍ବାଚନ କମିଶନ । ଖୋର୍ଦ୍ଧା ଓ ବ୍ରହ୍ମପୁର ପାଇଁ ଦୁଇ ନୂଆ ଏସପି ନିଯୁକ୍ତ ହୋଇଛନ୍ତି। ସାର୍ଥକ ଷଡ଼ଙ୍ଗୀ ହେଲେ ବ୍ରହ୍ମପୁର ଏସ୍‌ପି । ଅବିନାଶ କୁମାର ହେଲେ ଖୋର୍ଦ୍ଧାର ନୂଆ ଏସ୍‌ପି । ୨୦୦୭ ବ୍ୟାଚ୍ ଆଇପିଏସ୍ ସାର୍ଥକ ଷଡଙ୍ଗୀ ଏବେ…

ନିର୍ଦ୍ଦେଶ ଦେଲେ ଭାରତର ନିର୍ବାଚନ କମିଶନ, ବଦଳିଲେ ୨ ଜିଲ୍ଲାପାଳ,୫ ଏସପି ଓ ଜଣେ ଆଇଜି

କେନ୍ୟୁଜ (ବ୍ୟୁରୋ) : ବଦଳିଲେ ଜିଲ୍ଲାପାଳ ଓ ଏସପି । ଭାରତର ନିର୍ବାଚନ କମିଶନ ଓଡ଼ିଶାର ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ଆଜି ମଙ୍ଗଳବାର ବଦଳି ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ହେଲେ ଜିଲ୍ଲାପାଳ ଓ ଡିଇଓ କଟକ- ଭିନିତ୍‌ ଭରଦ୍ୱାଜ, ଜିଲ୍ଲାପାଳ ଓ ଡିଇଓ ଜଗତସିଂହପୁର- ପରୁଲ…

ନିର୍ବାଚନ ବେଳେ ଭୋଟରଙ୍କୁ ମାଗଣା ପ୍ରତିଶ୍ରୁତି ଦେଉଛନ୍ତି ରାଜନୈତିକ ଦଳ, ମାମଲା ସୁପ୍ରିମ୍‌ କୋର୍ଟରେ! କେନ୍ଦ୍ର ଓ…

ନିର୍ବାଚନରେ ଜନସାଧାରଣଙ୍କୁ ମାଗଣା ଜିନିଷ ଦେବାର ପ୍ରତିଶ୍ରୁତି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏକ ପିଟିସନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଏବଂ ଭାରତ ନିର୍ବାଚନ ଆୟୋଗ (ECI)ଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପିଟିସନରେ ନିବେଦନ କରାଯାଇଛି କି,…

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍‌, ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍‌ । କୋଭିଡ ନିୟମ ପାଳନ ସହ ନିର୍ବାଚନ ହେବ । ୫ ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ଉତ୍ତରାଖଣ୍ଡ,ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଏଥିପାଇଁ ୫ ରାଜ୍ୟର…

ଦେଶର ମୁଖ୍ୟ ନିର୍ବାଚନ କମିଶନ ହେଲେ ସୁଶୀଲ ଚନ୍ଦ୍ରା, ଆଜି ବିଧିବଦ୍ଧ ଭାବେ କରିବେ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର (କେ.ନ୍ୟୁଜ): ସୁଶୀଲ ଚନ୍ଦ୍ରା ହେଲେ ଦେଶର ମୁଖ୍ୟ ନିର୍ବାଚନ କମିଶନ। ଆଜି ସେ ବିଦ୍ଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ୨୦୨୨ ମେ ୧୪ ପର୍ଯ୍ୟନ୍ତ ନିର୍ବାଚନ କମିଶନର ଭାବେ ପଦ…

ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ଯର ଆଇକନ ଭାବେ ନିଯୁକ୍ତ କଲେ ନିର୍ବାଚନ କମିଶନ, ଲକଡାଉନରେ ଲୋକଙ୍କୁ କରିଥିଲେ ସାହାଯ୍ଯ

ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବ ରାଜ୍ୟର ଆଇକନ୍ ନିଯୁକ୍ତ କରିଛନ୍ତି। ଏହି ସୂଚନା ସୋମବାର ଏଠାରେ ଜାରି ଏକ ବୟାନରେ ଦିଆଯାଇଛି। ବୟାନରେ ପଞ୍ଜାବର ମୁଖ୍ଯ ନିବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ…

ଏସପିଜି ସୁରକ୍ଷା ସଂପର୍କିତ ନିୟମ ଉଲ୍ଲଙ୍ଘନ ପାଇଁ ସମ୍ବଲପୁର ଲୋକସଭା ନିର୍ବାଚନ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନଙ୍କୁ…

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁର ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନ ନିଲମ୍ବିତ। କର୍ଣ୍ଣାଟକ କ୍ୟାଡରର IAS ଅଫିସର ମହମ୍ମଦ ମହସିନଙ୍କୁ ନିର୍ବାଚନ କମିଶନ ନିଲମ୍ବନ କରିଛନ୍ତି। SPG ସୁରକ୍ଷା ସମ୍ପର୍କିତ ନିୟମ ଉଲ୍ଲଘଂନ ପାଇଁ ନିଲମ୍ବନ କରାଯାଇଥିବା…

ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ଚେତାବନୀ, ପ୍ରଚାର କିମ୍ବା ବିଜ୍ଞାପନରେ ସେନବାହିନୀର ଫଟୋ କିମ୍ବା ନାଁ…

ନୂଆଦିଲ୍ଲୀ (କେନ୍ୟୁଜ୍) : ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ କମିଶନଙ୍କ ଚେତାବନୀ । ଆଗାମୀ ନିର୍ବାଚନ ପ୍ରଚାର କିମ୍ବା ବିଜ୍ଞାପନରେ ସେନବାହିନୀର ଫଟୋ କିମ୍ବା ନାଁକୁ ବ୍ୟବହାର କରି ପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଲାଗୁ ପରେ କୌଣସି ରାଜନୈତିକ ଦଳ ଯେଭଳି ଏହାର ଫାଇଦା ନେବାରୁ ଦୂରେଇ…