Browsing Tag

electric shock

ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା, ଟ୍ରାନ୍ସଫର୍ମର ଉପରେ ଚଢି ଚାଲିଗଲା ଜୀବନ

ବାଲିଗୁଡା(କେନ୍ୟୁଜ୍): ନିଶାଶକ୍ତ ବ୍ୟକ୍ତିଙ୍କ ଅଜବ କାରନାମା । ଅତ୍ୟଧିକ ମଦ୍ୟପାନ କରି ଟ୍ରାନ୍ସଫର୍ମର ଉପରେ ଚଢିଗଲେ । ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ । ଘଟଣା ଘଟିଛି ବାଲିଗୁଡ଼ା ଥାନା ଲଣ୍ଡାଗାଁରେ । ଗାଁର ବୁଡୁ ରଣା ଅତ୍ୟଧିକ ନିଶା ସେବନ କରିଥିଲେ । ଫଳରେ ଜାଣିନପାରି ଟ୍ରାନ୍ସଫର୍ମରରେ…

ଯାଜପୁର କୁସୁମା ନିକଟରେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଷରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର କୁସୁମା ନିକଟରେ ଅଘଟଣ । ବିଦ୍ୟୁତ୍ ତାର ସଂଶ୍ପର୍ଶରେ ଆସି ନାବାଳିକା ମୃତ ଓ ଜଣେ ଗୁରୁତର । ମୃତ ନାବାଳିକା ହେଲେ ଯାଜପୁର ଦେବୀଦ୍ୱାର ଅଂଚଳର ନକୁଳ ଚମ୍ପିଆଙ୍କ ଝିଅ ତୁଳସୀ ଚମ୍ପିଆ ଏବଂ ଗୁରୁତର ଜଣଙ୍କ ହେଲେ ଅଭିମନ୍ୟୁ ଜେନା । ଆଜି ସକାଳେ ତୁଳସୀ ଚାହା…

କରେଣ୍ଟର ଝଟକାକୁ କେତେ ସହ୍ୟ କରିପାରିବ ଆପଣଙ୍କ ଶରୀର ଜାଣନ୍ତୁ

ଘର କାମ କରୁଥିବାବେଳେ ବେଳେବେଳେ କରେଣ୍ଟର ଝଟକା ଲାଗିଯାଏ। ଯଦି ଏହା ଅଳ୍ପ ଥାଏ ତାହେଲେ ଠିକ ଅଛି କିନ୍ତୁ ଯେତେବେଳେ ଏହା ଅଧିକ ସମୟ ହୋଇଥାଏ ଆପଣଙ୍କ ଝାଳ ବାହାରିଯାଇଥାଏ। ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ଯେ ଯାହା ହେଉ ଅଳ୍ପରେ ଆପଣଙ୍କ ଜୀବନ ରକ୍ଷା ପାଇଗଲା ନହେଲେ ବହୁତ ବଡ ଦୁର୍ଘଟଣା…

ସାଲେପୁର ବେତେଇ ଗାଁରେ ଅଘଟଣ, ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ

ସାଲେପୁର(କେନ୍ୟୁଜ୍): ବେତେଇ ଗାଁରେ ଅଘଟଣ । ବିଦ୍ୟୁତ୍‌ ତାର ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଛି । ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଛି । ବଡ଼ବୋହୂ ନନ୍ଦିତା ଘର ସାମ୍ନା ଏକ ତାରରେ ଓଦାଲଗା ଶୁଖାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସେ ଚିତ୍କାର କରିବାରୁ ପ୍ରଥମେ ବୃଦ୍ଧା ଶାଶୁ ଏବଂ…

ସୁବର୍ଣ୍ଣପୁର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ ପୁଅଙ୍କ ମୃତ୍ୟୁ, ସାନ ପୁଅ ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍): ବିଦ୍ୟୁତ୍ ତାର ନେଲା ଜୀବନ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ଓ ବଡ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ସାନ ପୁଅର ଅବସ୍ଥା ଗୁରୁତର ରହିଛି। ଗୁରୁତର ଅବସ୍ଥାରେ ତାକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ…

ଧାମରା ଆଦାନୀ ପୋର୍ଟରେ ଅଘଟଣ,  ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ୩ ଗୁରୁତର

ଭଦ୍ରକ(କେନ୍ୟୁଜ୍): ଧାମରା ଆଦାନୀ ପୋର୍ଟରେ ଅଘଟଣ। କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ମୃତ ଓ ୩ ଗୁରୁତର।  ଗୁରୁତରମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି। ସୂଚନା ମୁତାବକ ଆଦାନୀ ପୋର୍ଟରେ ଥିବା ସାରକାରଖାନାରେ ଏହି ୪ ଜଣ ଶ୍ରମିକ ଭାବେ କାମ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର, ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି କଲେ ରାସ୍ତା ଅବରୋଧ

ନୟାଗଡ଼ (କେନ୍ୟୁଜ୍) : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର। ଉତ୍ତ୍ୟକ୍ତଙ୍କ ଟାୟାର ଜାଳି ରାସ୍ତା ଅବରୋଧ। ଆହତ ଯୁବକ ଜଣକ ନୟାଗଡ଼ ଖଣ୍ଡପଡ଼ା ଥାନା ହିରିଡିପଲି ଗାଁର ସୁକାନ୍ତ ପ୍ରଧାନ। ଗତକାଲି ସନ୍ଧ୍ୟାରେ ସୁକାନ୍ତ ଘର ଛତା ଉପରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ…

ଗଞ୍ଜାମ: ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ,  ବାକୁଟଗାଁରେ ମା ଓ ପୁଅ ମୃତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟଗାଁର ଗୋଟିଏ ପରିବାରର ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । କୌଣସି କାରଣ ବଶତଃ ନିଜ ଘରେ ପୁଅ ନାରାୟଣ ନାହାକ(36)  ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇବା ପରେ ନିକଟରେ ଥିବା ମା ସଜନୀ…

ଅଶୁଭ ବୁଧବାର, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଆଘାତରେ ଚାଲିଗଲା ୫ଜଣଙ୍କ ଜୀବନ

ବିଜୁଳି ଆଘାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯାଇଛି ୫ଜଣଙ୍କ ଜୀବନ। ବଲାଙ୍ଗିର ଆଗଲପୁର ଗାଁରେ ବିଦ୍ୟୁତ୍‌ ତାରରେ ଲାଗି ଅକାଳରେ ପତିପତ୍ନୀଙ୍କ ମୃତ୍ୟୁ ଘଟିଛି। ଛାତ ଉପରେ ମହିଳା ଜଣକ ଲୁହା ତାରରେ ଲୁଗା ଶୁଖାଇବା ବେଳେ ବିଦ୍ୟୁତ ପ୍ରବାହିତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା…

ମାନବିକତା ଦେଖାଇଲେ ଡ୍ରାଇଭର, ଜଳନ୍ତା ମଣିଷକୁ ଉଦ୍ଧାର କରି ଦେଲେ ନୂଆ ଜୀବନ

ବାଲେଶ୍ୱର(କେନ୍ଯୁଜ୍): ମାନବିକତା ଦେଖାଇଲେ ଡ୍ରାଇଭର । ପରିସ୍ରା କରିବାକୁ ଯାଇ ବିଦ୍ୟୁତ ଆଘାତରେ ଛଟ ପଟ ହୋଇ ଜଳୁଥିବା ଅବସ୍ଥାରେ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ ସାହସର ସହ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି । ଆଜି ଦିନ ୧୦ ଟା ବେଳେ ରେମୁଣା ଗୋଲେଇ ନିକଟରେ…

ବାସୁଦେବପୁର: ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ ବାସୁଦେବପୁର ବ୍ଳକ ଜୀବନପୁର ଗାଁରେ ୧୧ କେଭି ବିଦ୍ୟୁତ ତାର ଛିଡି ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ନନ୍ଦପାଟଣା ଗାଁର ପ୍ରଶାନ୍ତ ଆଦକ । ବାହାଘର ପାଇଁ ହୋଇଥିବା ଟେଣ୍ଡ ଖୋଲିବାବେଳେ ବିଦ୍ୟୁତ ତାର ଛିଡି ଯାଇଥିଲା । ବିଦ୍ୟୁତ ଆଘାତରେ ଦୁଇଜଣ ଗୁରୁତର ହୋଇଥିଲେ । ଗୁରୁତର…

କେନ୍ଦୁଝର : ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ବିଦ୍ୟୁତ ତାର ଟାଣିବା ବେଳେ ଅଘଟଣ, ୫ ଗୁରୁତର

କେନ୍ଦୁଝର (କେନ୍ୟୁଜ୍) : ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ୫ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପଞ୍ଚାୟତ ଖେଣ୍ଡରା ଗାଁରେ । ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ବିଦ୍ୟୁତ ତାର ଟାଣିବା ବେଳେ ଏହି ଅଘଟଣ ଘଟିଛି । ଏତିକିବେଳେ ହଠାତ୍ ୧୧ କେଭି ବିଦ୍ୟୁତ ତାର…