ମୋଦି ସରକାରଙ୍କ ହସ୍ତକ୍ଷେପ ପରେ ଏଲନ ମସ୍କଙ୍କ କମ୍ପାନୀର ନିଷ୍ପତ୍ତି, ୩୫୦୦ପୋଷ୍ଟ ବ୍ଲକ୍, ୬୦୦ ଆକାଉଣ୍ଟ ଡିଲିଟ
ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟକୁ ନେଇ କମ୍ପାନୀ ନିଜର ଭୁଲ ସ୍ୱୀକାର କରିଛି । ଭାରତୀୟ ଆଇନ ଅନୁଯାୟୀ କମ୍ପାନୀ କାମ କରିବ ବୋଲି ନିଷ୍ପତ୍ତି ନେଇଛି । ପୂର୍ବରୁ ଏକ୍ସରେ ଆପତ୍ତିଜନକ ଫଟୋ ପ୍ରସଙ୍ଗରେ କେନ୍ଦ୍ର ସରକାର ଚେତାବନୀ ଦେଇଥିଲେ । ଯାହାକୁ ନେଇ…