Browsing Tag

elon musk

ଏଲନ୍‌ ମସ୍କ ସେୟାର କଲେ X ହେଡ୍‌କ୍ୱାଟରର ଭିଡିଓ, ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ମନରେ କୌତୁହଳ

ଏଲନ୍ ମସ୍କ ‘ଟ୍ଵିଟର’ ସହିତ ପ୍ରତିଦିନ କିଛି ନା କିଛି ନୂଆ କରୁଛନ୍ତି। ନିକଟରେ ସେ ଟ୍ୱିଟରର ଲୋଗୋ ଏବଂ ଏହାର ଅଫିସିଆଲ୍ ହ୍ୟାଣ୍ଡେଲକୁ ବଦଳାଇ ଦେଇଥିଲେ, ଯାହାପରେ ଟ୍ୱିଟର ବର୍ତ୍ତମାନ ‘X’ ନାମରେ ଜଣାଯାଉଛି। ଆଉ ଏବେ ଏଲନ୍ ମସ୍କ ଏପରି କିଛି କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ X…

ଖୁବଶୀଘ୍ର ଉଡ଼ିଯିବ ଟ୍ଵିଟର ପକ୍ଷୀ, ମସ୍କ ସେୟାର କଲେ ନୂଆ ଲୋଗୋ

ଟ୍ଵିଟରରେ ବାରମ୍ବାର ପରିବର୍ତ୍ତନ କରାଯାଉଛି । ମସ୍କ ଅନେକ ସମୟରେ ପ୍ଲାଟଫର୍ମରେ କିଛି ନା କିଛି ପରିବର୍ତ୍ତନ କରି ଆସୁଛନ୍ତି । ତେବେ ନିକଟରେ ଫ୍ରି ୟୁଜର୍ସଙ୍କ ପାଇଁ DM ଲିମିଟ ଲଗାଇଛନ୍ତି, ଯାହା ଦ୍ୱାରା ସ୍ପାମକୁ ନିୟନ୍ତ୍ରଣ କରାଯାଇ ପାରିବ । ଏହା ପରେ ଫ୍ରି ୟୁଜର୍ସ କେବଳ ସୀମିତ…

Googleର କର୍ମଚାରୀ ୨ ଘଣ୍ଟା କାମ କରି ଆୟ କରନ୍ତି ୪.୧ କୋଟି ଟଙ୍କା! ଏହା ଦେଖି ଚମକି ପଡ଼ିଲେ ଏଲନ୍‌ ମସ୍କ

ଅଫିସ୍‌ରେ ଦିନକୁ ଅତି କମ୍‌ରେ ୭ରୁ ୮ ଘଣ୍ଟା ନିଶ୍ଚୟ କାମ କରିବାକୁ ପଡ଼ିଥାଏ। ଆଉ ଯଦି ଏହା ଉପରେ ଆପଣଙ୍କ ଦରମା ଲକ୍ଷେ ପାର୍‌ ଥାଏ, ତା’ ହେଲେ ନିହାତି କୁହାଯିବ ଆପଣ ଜଣେ ଭାଗ୍ୟବାନ ଏବଂ ପ୍ରତିଭାବାନ୍‌ ବ୍ୟକ୍ତି। କିନ୍ତୁ କ’ଣ ଜାଣିଛନ୍ତି, ଅଫିସ୍‌ରେ ମାତ୍ର ୨ ଘଣ୍ଟା କାମ କରି Googleର…

ଭାରତରେ ତିଆରି ହେବ Tesla Factory

ଆସିଲା ଏଲନ ମସ୍କକୁ ନେଇ ଆଉ ଏକ ବଡ଼ ଖବର। ଟେସଲା କାର କମ୍ପାନୀ ମୁଖ୍ୟ ଏଲନ ମସ୍କ ଏକ ନୂଆ ଘୋଷଣା କରିବାକୁ ଯାଉଛନ୍ତି। ଏଲନ ମସ୍କଙ୍କ କମ୍ପାନୀ ଟେସଲା ଇଣ୍ଡିଆନ ଇଲେକଟ୍ରିକ କାର ମାର୍କେଟରେ ନିଜର ବେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଯୋଜନା କରୁଛି। ଖୁବ ଶୀଘ୍ର ଭାରତରେ ଏହା ନିଜର…

Twitter କୁ ଟକ୍କର ଦେବ ”Threads App”

ମେଟା ଯାହାକୁ ଆଗରୁ ଫେସବୁକ ନାମରେ ଜଣାଯାଉଥିଲା ଏବେ ତାର ଆସୁଛି ନୂଆ ବିକଳ୍ପ । ଫେସବୁକ ବଦଳରେ ଆପଣ ଏବେ ଏହି ନୂଆ ଆପ୍‌ କୁ ବ୍ୟବହାର କରିବେ। ସୂଚନା ଅନୁସାରେ ଏହି ନୂଆ ଆପ୍‌ ର ନାମ Threads ରଖାଯାଇପାରେ। ଏହା ଇନଷ୍ଟାଗ୍ରାମର ନୂଆ ଆପ୍‌ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଟ୍ଵିଟର କୁ…

ଏଲନ୍ ମସ୍କଙ୍କ ନୂଆ ଆଦେଶ, ଲଗଇନ୍ ବିନା ଟ୍ୱିଟ ଦେଖିବା ମନା

ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଆସିଲା ଆଉ ଏକ ନୂଆ ନିୟମ। ଏଲନ୍ ମସ୍କ ଏକ ନୂଆ ଆଦେଶ ଜାରି କରିଛନ୍ତି। ଯେଉଁଥିରେ ସେ ତିନୋଟି ନିୟମ ବିଷୟରେ କହିଛନ୍ତି। ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟରରେ ପୋଷ୍ଟ ପଢିବା ପାଇଁ ମସ୍କ ଏକ ସୀମା ସ୍ଥିର କରିଛି। ଟ୍ୱିଟର ରେ ପୋଷ୍ଟ ପଢ଼ିବା ପାଇଁ ଲାଗିଲା ରୋକ ।…

ଆମେରିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଏଲନ ମସ୍କ, କହିଲେ- ମୁଁ ମୋଦିଙ୍କ ଫ୍ୟାନ୍‌

ନୂଆଦିଲ୍ଲୀ :  ୪ ଦିନିଆ ଗସ୍ତରେ ଯାଇ ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଟେସଲା ଓ ସ୍ପେସ୍‌ ଏକ୍ସ ସିଇଓ ଏଲନ ମସ୍କ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସାକ୍ଷାତ ପରେ…

ଏଲନ୍ ମସ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତ ପାଇଲେ ୧୪ ବର୍ଷ ବୟସର ଇଂଜିନିୟର

ଏଲନ୍‌ ମସ୍କଙ୍କ ‘ସ୍ପେସଏକ୍ସ’ ରେ ନିଯୁକ୍ତି ପାଇଛନ୍ତି ଜଣେ ୧୪ ବର୍ଷ ବୟସ୍କ ଇଂଜିନିୟର । ତାଙ୍କ ନାମ ହେଉଛି କୈରନ କାଜି । ସେ ‘ସ୍ପେସଏକ୍ସ’ ରେ ଜଣେ ସପ୍ଟେଓ୍ଵୟାର ଇଂଜିନିୟର ଭାବେ ନିଯୁକ୍ତି ପାଇଛନ୍ତି । ତେବେ ତାଙ୍କର ଏହି ନିଯୁକ୍ତି ବଡ଼ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ସେ ’ଟେକିନକାଲି…

ବିଶ୍ୱର ଧନୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କଲେ ଏଲନ ମସ୍କ, ଜାଣନ୍ତୁ ସମ୍ପୂର୍ଣ୍ଣ ତାଲିକା

(କେନ୍ୟୁଜ ବ୍ୟୁରୋ): ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ହୋଇଛି ବଡ଼ ପରିବର୍ତ୍ତନ । ବିଶ୍ୱର ସବୁଠାରୁ ଧନୀ ତାଲିକା ପ୍ରତିଯୋଗିତାରେ ପୁଣି ଥରେ ଏଲନ ମସ୍କ ନିଜର ସ୍ଥାନ ଅଧିକାର କରିଛନ୍ତି । ବର୍ନାର୍ଡ ଅର୍ନାଲ୍ଟଙ୍କୁ ପଛରେ ପକାଇ ଏଲନ ମସ୍କ ଏହି ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି ।…

ଟ୍ଵିଟରରେ ଅପଲୋଡ ହେବ ୨ ଘଣ୍ଟାର ଭିଡିଓ, ୟୁଜର କମେଣ୍ଟରେ ଲେଖିଲେ ‘welcome to Tweetube’

କେନ୍ୟୁଜ୍‌(ବ୍ୟୁରୋ): ଏଣିକି ଟ୍ଵିଟରରେ ଅପଲୋଡ ହେବ ୨ ଘଣ୍ଟାର ଭିଡିଓ । ଗୁୁରୁବାର ଟ୍ଵିଟର ସିଇଓ ଏଲନ ମସ୍କ ଏହି ଘୋଷଣା କରିଛନ୍ତି । ଏହି ମାଇକ୍ରୋବ୍ଲଗିଂ ସାଇଟର ଭେରିଫାଏଡ ୟୁଜର ଏଥର ୨ ଘଣ୍ଟାର ଲମ୍ବା ଭିଡିଓ ଅପଲୋଡ କରିପାରିବେ । ମସ୍କ ଟ୍ଵିଟକରି ଏହି ସୂଚନା ଦେଇଛନ୍ତି । ସର୍ବାଧିକ ୮…

ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ, ୬ ସପ୍ତାହ ଭିତରେ ପଦ ସମ୍ଭାଳିବେ ଜଣେ ମହିଳା

କେନ୍ୟୁଜ୍‌(ବ୍ୟୁରୋ): ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ । ମସ୍କ ଟ୍ଵିଟକରି ଜଣାଇଛନ୍ତି, ସେ ଏକ ନୂଆ ସିଇଓଙ୍କୁ ନିଯୁକ୍ତି ଦେଇଛନ୍ତି । ମସ୍କଙ୍କ ପରେ ସେ ଟ୍ଵିଟର ସିଇଓ ପଦ ସମ୍ଭାଳିବେ । ହେବାକୁ ଥିବା ସିଇଓଙ୍କ ନା କିନ୍ତୁ ମସ୍କ କହି ନାହାଁନ୍ତି । କିନ୍ତୁ ଟ୍ଵିଟ ଯୋଗେ ଏହା ସଙ୍କେତ…

ରାହୁଲ ଗାନ୍ଧିଙ୍କ ଠାରୁ ଯୋଗୀ ଏବଂ ବିରାଟଙ୍କ ଠାରୁ ଅମିତାଭଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଟ୍ଵିଟର ଆକାଉଣ୍ଟରୁ ହଟିଲା ବ୍ଲୁ…

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ଵିଟରର ସିଇଓ ଏଲନ ମସ୍କ ଟ୍ଵିଟରର ସମସ୍ତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦେଇଛନ୍ତି । ଟ୍ଵିଟରରେ ବ୍ଲୁ ଟିକ୍‌ ନିମନ୍ତେ ମାସକୁ ୯୦୦ ଟଙ୍କା ଦେବାକୁ ପଡିବ । ଆଉ ଏଥିପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ…