Below header
Browsing Tag

elon musk

ଆଜିଠୁ ଟ୍ଵିଇଟରରେ ବ୍ଲୁଟିକ୍‌ ପାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ମାସିକ ମସ୍କ ନେବେ ୯୦୦

କେନ୍ୟୁଜ୍‌(ବ୍ୟୁରୋ): ଆଜିଠୁ ଟ୍ଵିଟର ଆକାଉଣ୍ଟରୁ ହଟିଯିବ ବ୍ଲୁଟିକ୍‌ । ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ପୂର୍ବରୁ ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ । ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍‌ର ଲାଭ ମିଳିବ ନାହିଁ ।…

ପୁଣି ଚର୍ଚ୍ଚାରେ ଟ୍ବିଟର: ନୀଳ ପକ୍ଷୀ ବଦଳରେ `ଡଗି’ ହେଲା ନୂଆ ଲୋଗୋ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଟ୍ବିଟର । ଉଡିଗଲା ପକ୍ଷୀ, ଆସିଲା ଡଗି । ବଦଳିଲା ଟ୍ଵିଟର ଲୋଗୋ। ନୀଳ ପକ୍ଷୀ ବଦଳରେ ଡଗି ଚିହ୍ନ ହେଲା ଲୋଗୋ। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ଏଲନ୍ ମସ୍କ କିଣିବା ପରେ ଲଗାତାର ଚର୍ଚ୍ଚା ଜାରି ରହିଛି । ଟ୍ବିଟର ଫିଚର୍ସକୁ ବାରମ୍ବାର ପରିବର୍ତ୍ତନ…

ପୋଷା କୁକୁର ଫ୍ଲୋକୀ ଟ୍ଵିଇଟର ନୂଆ ସିଇଓ, ଟ୍ଵିଟକରି ମସ୍କ ଲେଖିଲେ The new CEO of Twitter is amazing

କେନୁଜ୍‌(ବ୍ୟୁରୋ): ଆପଣ କେବେ କୌଣସି ପଶୁକୁ ଏକ କମ୍ପାନୀର ସିଇଓ ହେବାର ଦେଖିଛନ୍ତି? ନିହାତି ଭାବେ ଆପଣ କେବେବି ଦେଖି ନଥିବେ । କଣ କେବେ ଏକ ପୋଷା କୁକୁରକୁ କମ୍ପାନୀର ସିଇଓ ହେବାକଥା ଶୁଣିଛନ୍ତି? ଏହାବି ଶୁଣି ନଥିବେ? କୁକୁର କଣ କେବେ କୌଣସି କମ୍ପାନୀର ସିଇଓ ହୋଇପାରେ! ଏଇଆ ହିଁ ଆପଣ…

ଷ୍ଟାରଲିଙ୍କ୍‌ ସାହାଯ୍ୟରେ ଡ୍ରୋନ୍‌ ଉଡାଇ ପାରିବନି ୟୁକ୍ରେନ, ସ୍ପେସ୍‌ଏକ୍ସ ସୀମିତ କଲା ବିଧା

ନୂଆଦିଲ୍ଲୀ : ଷ୍ଟାର ଲିଙ୍କ ସାହାଯ୍ୟ ନେଇ ଡ୍ରୋନ୍‌ ଉଡାଇ ପାରିବନି ୟୁକ୍ରେନ। ଏଲନ ମସ୍କଙ୍କ ସ୍ପେସ୍‌ ଏକ୍ସ ଷ୍ଟାର ଲିଙ୍କ ସୁବିଧାକୁ ସୀମିତ କରି ଦେଇଛି। ରୁଷ ଆକ୍ରମଣ ପରଠାରୁ ୟୁକ୍ରେନକୁ ଇଣ୍ଟରନେଟ୍‌ ସୁବିଧା ଯୋଗାଇବାକୁ ହଜାର ହଜାର ସଂଖ୍ୟାରେ ଷ୍ଟାର ଲିଙ୍କ ସୁବିଧା ଦେଇଛି ସ୍ପେସ୍‌…

ଏଲନ୍‌ ମସ୍କ କଲେ ବଡ଼ ଘୋଷଣା! ଆସନ୍ତା ମାସରେ SpaceX ଲଞ୍ଚ୍‌ କରିବ ଶକ୍ତିଶାଳୀ ରକେଟ୍‌ ‘ଷ୍ଟାରସିପ୍‌’

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ ପୁଣି ଥରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ସ୍ପେସ୍ ଏକ୍ସ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚରେ ଷ୍ଟାରସିପ୍ ରକେଟ୍ ଲଞ୍ଚ୍‌ କରିବ। ଏଲନ୍ ମସ୍କ ନିଜ ଟ୍ୱିଟରେ ଏହା ଆଡ଼କୁ ଈଶାରା କରିଛନ୍ତି। ସେ ଶନିବାର ଏ ନେଇ ଟ୍ଵିଟ୍‌…

ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ! ପୋଲ୍ ମାଧ୍ୟମରେ ୟୁଜର୍ସଙ୍କୁ ପଚାରିଲେ ପ୍ରଶ୍ନ

କେନ୍ୟୁଜ୍: ଟ୍ଵିଟରର ସିଇଓ ପଦ ଛାଡ଼ିବେ କି ଏଲନ ମସ୍କ ? ପୂର୍ବରୁ ପୋଲ୍ ମାଧ୍ୟମରେ ବଡ଼ ବଡ଼ ନିଷ୍ପିତି ନେଉଥିବା ମସ୍କ ପୁଣି ପୋଲରେ ୟୁଜର୍ସଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି । ଟ୍ଵିଟର ସିଇଓ ପଦ ଛାଡ଼ିବେ କି ବୋଲି ୟୁଜର୍ସଙ୍କୁ ମସ୍କ ପ୍ରଶ୍ନ ପଚାରିଛନ୍ତି । ଯାହା ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ…

ଏଲନ ମସ୍କଙ୍କଠାରୁ ଛଡ଼ାଇ ନେଲେ ନମ୍ବର ୧ର ମୁକୁଟ; ଏବେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ,…

ବିଶ୍ୱର ଟପ୍‌-୧୦ ଅରବପତି ତାଲିକାରେ ସବୁଠାରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏବେ ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ନାହାନ୍ତି, ବରଂ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ଫ୍ରାନ୍ସର ଖ୍ୟାତନାମା ବ୍ୟବସାୟୀ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଧନ ତାଲିକାରେ ମସ୍କଙ୍କୁ ପଛରେ ପକାଇ…

ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ବେଡ୍‌ରୁମ୍‌କୁ ନେଇ ପୁଣି ବିବାଦରେ ଏଲନ୍‌ ମସ୍କ, ଯାଞ୍ଚ ଆରମ୍ଭ

ଟ୍ଵିଟରକୁ ନିଜ ଅଧୀନକୁ ନେବା ପରେ ଏଲନ୍‌ ମସ୍କ ଏଥିରେ ବହୁତ ପରିବର୍ତ୍ତନ କରିଛନ୍ତି । ଏବେବି ତାଙ୍କର ପରିବର୍ତ୍ତନ ଅଭିଯାନ ବଜାୟ ରହିଛି । ନିଟକରେ ସେ ଟ୍ଵିଟର ଅଫିସ୍‌ରେ କିଛି ଅଦଳ ବଦଳ କରିଥିବା ସୂଚନା ଆସିଛି । ସାନଫ୍ରାନସିସ୍କୋରେ ଥିବା ଟ୍ଵିଟର ମୁଖ୍ୟ କାର୍ଯ୍ୟାଳୟରେ ଏମିତି…

ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! କହିଲେ, ‘କେହି ବି ମୋତେ ଗୁଳି ମାରିପାରେ, ଖୋଲା କାର୍‌ରେ କୁଆଡ଼େ ଯାଇପାରିବି ନାହିଁ’

ଟ୍ୱିଟରର ନୂଆ ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ତାଙ୍କ ଜୀବନ ଚାଲିଯିବାର ଭୟ ଘାରୁଛି। ମସ୍କ ଦାବି କରିଛନ୍ତି କି, ତାଙ୍କ ସହିତ କିଛି ଖରାପ ହେବାକୁ ଯାଉଛି କିମ୍ବା ତାଙ୍କୁ ଗୁଳି କରାଯିବାର ଭୟ ରହିଛି। ଟ୍ୱିଟର ସ୍ପେସରେ ଦୁଇ ଘଣ୍ଟାର ଲମ୍ବା ଅଡିଓ ଚାଟ୍‌ରେ ମସ୍କ…

୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଡୋନାଲଡ ଟ୍ରମ୍ପ, ଆକାଉଣ୍ଟ ରିଷ୍ଟୋର କଲେ ଏଲନ ମସ୍କ

ଆମେରିକା: ଟ୍ରମ୍ପ ଇଜ୍‌ ବ୍ୟାକ୍‌ । ୨୨ ମାସ ପରେ ପୁଣି ଟ୍ଵିିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ତାଙ୍କ ଟ୍ଵିଟର ଆକାଉଣ୍ଟକୁ ରିଷ୍ଟୋର କରିଛନ୍ତି ଟ୍ଵିଟରର ନୂଆ ମାଲିକ ଏଲନ ମସ୍କ । ଟ୍ଵିଟ୍‌ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି। ଟ୍ଵିଟର ଦାୟିତ୍ୱ ଗ୍ରହଣ…

ଏଲନ ମସ୍କ ଟ୍ଵିଟର ଅଫିସ୍‌ କରିଦେଲେ ବନ୍ଦ! ଶହ ଶହ କର୍ମଚାରୀ ଛାଡ଼ିଲେ ଚାକିରି

ଟ୍ୱିଟରର ବର୍ତ୍ତମାନ ସ୍ଥିତି ଠିକ୍‌ ନାହିଁ। ଟ୍ୱିଟରର ନୂଆ ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ଏବେ ଟ୍ୱିଟର କର୍ମଚାରୀମାନଙ୍କୁ କହିଛି ଯେ କମ୍ପାନୀର ସମସ୍ତ ଅଫିସ୍‌ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ଟ୍ୱିଟର ମୁଖ୍ୟ ମସ୍କ…

ଟ୍ଵିଟର ଲୋଗୋରେ ଥିବା ନୀଳ ପକ୍ଷୀର ନାମ Larry T Bird, ଜାଣନ୍ତୁ କେମିତି ରଖାଗଲା ଏହାର ନାମ ?

୨୦୦୬ରେ ଲଞ୍ଚ ହୋଇଥିଲା ଟ୍ଵିଟର। ସାଧାରଣଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ଵିଟରର ବ୍ୟବହାର କରୁଛନ୍ତି। ହେଲେ ଟ୍ଵିଟର ବ୍ୟବହାର କରୁଥିବା ୟୁଜର୍ସଙ୍କ ମଧ୍ୟରେ ବହୁତ କମ୍‌ ଲୋକେ ହୁଏତ ଟ୍ଵିଟର ଲୋଗୋର ଚଢେଇ ବିଷୟରେ କମ୍‌ ଜାଣିଥିବେ। ତେବେ ଟ୍ଵିଟରର ଲୋଗୋରେ…