Browsing Tag

england

ଦୁନିଆରେ ଏମିତି ବି ଅଛନ୍ତି ଲୋକ : ପ୍ରଥମେ କମ୍ବଳ ସହିତ ପ୍ରେମ, ଆଉ ବିବାହ କରିବା ପରେ ଏମିତି ରଖୁଛନ୍ତି ସମ୍ବନ୍ଧ

କମ୍ବଳ ସହିତ ମହିଳାଙ୍କ ବିବାହ। କଥାଟି ଶୁଣି ଆଶ୍ଚର୍ଯ୍ଯ ହୋଇଗଲେ କି ? ଆପଣ ଭାବୁଥିବେ ଶୀତ ଦିନ ଆସିଲେ ଆମେ ସମସ୍ତେ କମ୍ବଳ ଘୋଡି ହୋଇ ଶୋଇଥାଉ। କିନ୍ତୁ ଏହା ସହିତ କେମିତି ବା କିଏ ବିବାହ କରିପାରେ। କଥାଟି ଟିକେ ଅଡୁଆ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଘଟଣା ଇଂଲଣ୍ଡରେ ଦେଖିବାକୁ ମିଳିଛି।…

ରକ୍ଷକ ସାଜିଲା ଭକ୍ଷକ, ୮ ନବଜାତକଙ୍କୁ ଏମିତି ନୃଂଶସ ଭାବେ ହତ୍ଯା କଲା ନର୍ସ, ଜାଣନ୍ତୁ ପୂରା ଘଟଣା

ଇଂଲଣ୍ଡରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ପଢିଲା ପରେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଯିବ। ଏଠାରେ ଥିବା ଏକ ହସପିଟାଲରେ ବ୍ରିଟିଶ ମହିଳା ସ୍ବାସ୍ଥ୍ଯକର୍ମୀଙ୍କ ଉପରେ ୮ ଜଣ ନବଜାତକକୁ ମାରିବା ସହିତ ଅନ୍ଯ ୧୦ ଜଣ ଲୋକଙ୍କୁ ମାରିଥିବା ଅଭିଯୋଗ ହୋଇଛି। କିନ୍ତୁ ନର୍ସ ଜଣକ ଏହି ୮…

୫୮ ଅକ୍ଷର ବିଶିଷ୍ଟ ଏହି ସହରର ନାମ, ଜାଣନ୍ତୁ ଦୁନିଆର କିଛି ଅଦ୍ଭୁତ ସହରର ନାମ

ବିଶ୍ୱରେ ଅନେକ ମହାଦେଶ ଏବଂ ଦେଶ ରହିଛି। ଯାହାର ଅଲଗା ଅଲଗା ନାମ ରହିଛି। ବିଶ୍ୱର ଏମିତି କିଛି ଦେଶରେ କିଛି ସହରର ଅଦ୍ଭୁତ ନାମ ମଧ୍ୟ ରହିଛି। ଆପଣ ରହୁଥିବା ସହରର ନାମ ହୁଏତ ୧୦ଟି ଅକ୍ଷର କିମ୍ବା ଅଧିକରେ ୧୫ଟି ଅକ୍ଷରରେ ରହିଥିବ କିମ୍ବା ଆପଣ ଏହା ବିଷୟରେ ଜାଣିଥିବେ। କିନ୍ତୁ ଏପରି ଏକ ସହର…

୫ ବର୍ଷୀୟ ଦିବ୍ୟାଙ୍ଗ ୧୦ କିମି ଚାଲି ହସପିଟାଲ ପାଇଁ ଯୋଗାଡ କଲା ୯ କୋଟି ଟଙ୍କା

କରୋନା ଭାଇରସ ପରେ ଲୋକେ ହସପିଟାଲ ପାଇଁ ଟଙ୍କା ଯୋଗାଡ କରିବାରେ ଲାଗିପଡିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥିନ ଦୌଡୁଛି ତ ଆଉ କିଏ ସାଇକେଲିଂ ଆଉ କିଏ ଅନଲାଇନ ମାଧ୍ୟମରେ ଟଙ୍କା ଯୋଗାଡ କରୁଛି। ଆଉ ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର ଦିବ୍ୟାଙ୍ଗ ବାଳକ ଟୋନି ହଡଗେଲ। ଯାହା ଏବେ…

ଚୀନୀ ରେସ୍ତୋରାଁରୁ ମଗାଇଥିଲେ ନନଭେଜ କିନ୍ତୁ ଖାଇବାରୁ ବାହାରିଲା ଏପରି କିଛି ଯାହା ଦେଖିଲେ ଆପଣ ବି କରିପାରିବେନି…

କରୋନା ପାଇଁ ଏବେ ସାରା ବିଶ୍ଵ ଆତଙ୍କିତ । ଚୀନର ବୁହାନ ସହରରୁ ବ୍ୟାପିଥିବା କରୋନା ଆଜି ସାରା ବିଶ୍ଵକୁ ନିଜ କବଳରେ ନେଇ ସାରିଛି । କୁହାଯାଉଛି ଯେ ବାଦୁଡ଼ି ବା ଅନ୍ୟ ଯିବା ଖାଇବା ଦ୍ୱାରା ଏହି ଭାଇରସ ବ୍ୟାପିଛି । ତେବେ ଚୀନରେ ଅତ୍ୟଧିକ ନନଭେଜ ଖାଉଥିବା ଯୋଗୁଁ ଏପରି ହୋଇଥିବା କିଛି ଲୋକ…

ଘର ରଙ୍ଗ କରି ଶ୍ରମିକଙ୍କ ପାଉଣା ଦେଲେନି ଘର ମାଲିକ, ନିରାଶ ଶ୍ରମିକ ଆପଣାଇଲେ ଏଭଳି ଉପାୟ

ଆପଣ ଅନେକ ଥର ଦେଖିଥିବେ କି, ଅନେକ ସମୟରେକିଛି ଲୋକ ନିଜ କାମ ପାଇଁ ଆପଣଙ୍କ ପାଖରେ ଏପଟସେପଟ ହୁଅନ୍ତି। ତାଙ୍କ କାମ ସରିଗଲେ ପାରିଶ୍ରମିକ ଦେବାକୁ ମଧ୍ୟ କୁଣ୍ଠାବୋଧ କରନ୍ତି। ଏମିତି ଏକ ଘଟଣା ବ୍ରିଟିଶ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ଵରରେ ଘଟିଛି। ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର…

ସାବତ ବାପାର ପାପ, ଏମିତି କୁକର୍ମ କରୁଥିଲା ଯାହାକୁ ଶୁଣିବା ମାତ୍ରେ କାନରେ ହାତ ଦେଇଦେବେ

ବାପା । ଯାହାର ତୁଳନା ଆକାଶ ସହ କରାଯାଇଛି। ଯିଏ ସନ୍ତାନକୁ ଶିକ୍ଷିତ କରିବାକୁ ଯାଇ ନିଜର ସବୁ କିଛି ଉତ୍ସର୍ଗ କରିଦଏ। ନିଜ ରକ୍ତରୁ ଜନ୍ମିତ ସନ୍ତାନକୁ ମଣିଷ ପରି ମଣିଷଟିଏ କରିବା ପାଇଁ ଅହରହ ବାପା ହିଁ ବ୍ୟଗ୍ର ଥାଏ । ବିଶେଷ କରି ପୁଅ ଅପକ୍ଷୋ ଝିଅଟିର ବେଶି ଯତ୍ନ ନିଏ ବାପା। ହେଲେ…

ବିଶ୍ବକପ୍ ହାରିବା ଟିମକୁ ମିଳିଥାଏ କେତେ ଟଙ୍କା ? ବିଜେତାକୁ ବି ମିଳେ ନାହିଁ ଟ୍ରଫି . . . ଅଜବ ଏ ଆଇସିସି ନିୟମ

କିଏ ହେବ ବିଶ୍ୱକପ୍ ଚାମ୍ପିଅନ୍? ନୂଆ ବିଜେତା ଦେଖିବ ସାରା ବିଶ୍ୱ। ଆଜି କ୍ରିକେଟର ମକ୍କା ଲର୍ଡସରେ ଦର୍ଶନ ଦେଖିବେ ୨୦୧୯ ବିଶ୍ୱକପର ଫାଇନାଲ୍ ମୁକାବିଲା। ଟାଇଟଲ୍ ପାଇଁ ଲଢ଼ିବେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ଯିଏ ଜିତିବ ପ୍ରଥମ ଥର ହେବ କ୍ରିକେଟ ବିଶ୍ୱବିଜେତା । ବିଶ୍ୱବିଜୟୀ ହେବା…

ଇଂଲଣ୍ଡରେ ଅଟକି ରହିଛି ମେନ୍‌ ଇନ୍‌ ବ୍ଲୁ , ମିଳୁନି ଫ୍ଲାଇଟ୍‌ ଟିକେଟ୍‌

ଇଂଲଣ୍ଡରେ ଅଟକି ରହିଛି ଟିମ୍‌ ଇଣ୍ଡିଆ। ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରି ପାରିନି ବିସିସିଆଇ। ନ୍ୟୁଜିଲାଣ୍ଡଠାରୁ ସେମି ଲଢ଼େଇରେ ହାରିବା ପରେ ଅଯଥାରେ ଚାରି ଦିନ ହେଲାଣି ମଞ୍ଚେଷ୍ଟରରେ ଖେଳାଳି ଓ ଅଫିସିଆଲ ରହିଛନ୍ତି। ସେପଟେ ଆଇପିଏଲ୍‌ ପ୍ଲେ ଅଫ୍‌ ଷ୍ଟାଇଲରେ ବିଶ୍ୱକପ୍‌ ନକ୍‌ ଆଉଟ୍‌…

ଇଂଲଣ୍ଡର ଘାତକ ବୋଲିଂ, ମୈଦାନରେ ଲହୁଲୁହାଣ କଙ୍ଗାରୁ ଦଳ . . . ପଟି ବନ୍ଧା ଖେଳାଳିଙ୍କୁ ଦେଖି ମନେ ପଡିଲା କୁମ୍ବଲେଙ୍କ…

ଚାଲିଛି ବିଶ୍ବକପ୍ ଦ୍ବିତୀୟ ସେମିଫାଇନାଲ୍ । ଇଂଲଣ୍ଡ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ପ୍ରଥମ ବଲ୍ରେ ଓକ୍ସଙ୍କୁ ଚୌକା ମାରି ଓ୍ଵାର୍ଣ୍ଣର୍ ଭଲ ଆରମ୍ଭ କରିଥିଲେ । ହେଲେ ଦ୍ୱିତୀୟ ଓଭର୍ର ପ୍ରଥମ ବଲରେ ଅଷ୍ଟ୍ରେଲିଆ ଅଧିନାୟକ ଅରୋନ୍ ଫିଞ୍ଚ୍ଙ୍କୁ ଏଲବିଡବଲ୍ୟୁ କରି…

ଖେଳୁଥିଲା ହିନ୍ଦୁସ୍ତାନ, ବିଜୟ ପ୍ରାର୍ଥନା କରୁଥିଲା ପାକିସ୍ତାନ ହେଲେ ପାକ୍‌ର ସେମିଫାଇନାଲ୍ ଆଶାରେ ସର୍ଜିକାଲ୍…

ଖେଳୁଥିଲା ହିନ୍ଦୁସ୍ତାନ କିନ୍ତୁ ବିଜୟ ପାଇଁ ପ୍ରାର୍ଥନା କରୁଥିଲା ପାକିସ୍ତାନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ଇଂଲଣ୍ଡ ଏବଂ ଭାରତ ମୁକାବିଲାରେ । ହେଲେ ପାକର ପ୍ରାର୍ଥନା ପ୍ରାର୍ଥନାରେ ହିଁ ରହିଗଲା । ଆଉ ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ ଅଟକାଇ ଦେଲା ଇଂଲଣ୍ଡ । ଟିମ୍…

ବିଶ୍ବକପରେ ମୋର୍ଗାନଙ୍କ ବିସ୍ଫୋରକ ବ୍ୟାଟିଂ, ଆଫଗାନିସ୍ତାନକୁ ୧୫୦ ରନରେ ହରାଇ ମ୍ୟାଚ୍ ହାତେଇଲା ଇଂଲଣ୍ଡ

ବିଶ୍ବକପରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟିଂ । ରନର ପାହାଡ ଆଗରେ ଆଣ୍ଠେଇ ପଡିଲା ଆଫଗାନିସ୍ତାନ । ଆଫଗାନିସ୍ତାନକୁ ୧୫୦ ରନରେ ହରାଇଲା ଟିମ୍ ଇଂଲଣ୍ଡ । ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ କରିଥିଲା ୩୯୭ ରନ୍ । ତେବେ ୩୯୮ର…