୩୦୩୫କୋଟି ଟଙ୍କା ଦେଇ Giphyକୁ କିଣିଲା Facebook, ଏଣିକି ଇନ୍ସରଗ୍ରାମରେ ବି ମିଳିପାରିବ ସପୋର୍ଟ
ଏଭିତରେ ବିଶ୍ୱର ସବୁଠୁ ବଡ଼ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ସବୁଠୁ ବଡ ଆନିମେଟେଡ଼ ପିକ ବନଉଥିବା ଥିବା ୱେବସାଇଟ Giphyକୁ କିଣି ନେଇଛି । କହିରଖିବା ଉଚିତ ହେବକି, ଏବେକା ସମୟରେ ଏହି କମ୍ପାନୀ ବିଶ୍ୱରେ ସବୁଠୁ ଅଧିକ ସଂଖ୍ୟକ ଆନିମେଟେଡ଼ ଫଟୋ ବା ଜିଆଇଏଫ ନିର୍ମାଣ କରୁଛି । ଏଯାବତ …