Browsing Tag

facebook

ହ୍ୟାକ ହେଲା ଫେସବୁକର ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ

ଶୁକ୍ରବାର ସନ୍ଧ୍ୟାରେ ହ୍ୟାକ ହୋଇଛି ଫେସବୁକର ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ । ତେବେ ଏହାକୁ OurMine ଗ୍ରୁପ ହ୍ୟାକ କରିଛି ବୋଲି ଦାବି କରିଛି । ଏହି ଗୃପର କହିବା ଅନୁଯାୟୀ ସେ ଗତ ସପ୍ତାହରେ NFL ଓ ESPNର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ହ୍ୟାକ କରିଥିଲା । ଯଦିଓ ହ୍ୟାକ କରାଯାଇଥିବା…

ଅଭିଭାବକଙ୍କୁ ପିଲାଙ୍କ ମେସେଞ୍ଜର ଉପରେ ନଜର ରଖିବାର ଅଧିକାର ଦେଲା ଫେସବୁକ

ତେର ବର୍ଷରୁ କମ ବୟସର ପିଲାଙ୍କ ଫେସବୁକ ମେସେଜିଙ୍ଗ ଆପ ଉପରେ ବର୍ତ୍ତମାନ ତାଙ୍କ ବାପା ମା' ନଜର ରଖିପାରିବେ । ପିଲାମାନଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ପରେ ଫେସବୁକ ମଙ୍ଗଳବାରକୁ ନୂଆ ଟୁଲ ଓ ଫିଚର ଜାରି କରାଯାଇଛି ଯେଉଁଥିରେ ଏପରି ବ୍ୟବସ୍ଥା କରାଯାଇଛି । ପିଲାମାନଙ୍କୁ…

ଏବେ କଷ୍ଟ ହେବ ଫେସବୁକ୍‌, ହ୍ଵାଟ୍ସଆପ୍‌ ଏବଂ ଟିକଟକ୍‌ର ବ୍ୟବହାର, ଆସୁଛି ନୂଆ ନିୟମ

ଏବେ ଆପଣଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବା କଷ୍ଟକର ହୋଇପାରେ। କେନ୍ଦ୍ର ସରକାର ଦେଶରେ ଥିବା ସମସ୍ତ ସୋସିଆଲ ମିଡିଆ ଫେସବୁକ୍‌ (Facebook) ହ୍ଵାଟ୍ସଆପ୍‌ (WhatsApp), ଇନଷ୍ଟାଗ୍ରାମ (Instagram), ଟ୍ଵିଟର (Twitter) , ଏବଂ ଟିକଟକ୍‌ (Tik Tok) ଆକାଉଣ୍ଟ ଖୋଲିବା ନିୟମକୁ ସକ୍ତ…

ରାଜନୈତିକ ବିଜ୍ଞାପନ ପାଇଁ ପଦକ୍ଷେପ ଗ୍ରହଣ କଲା ଫେସ୍‌ବୁକ୍‌, ଅପଡେଟ୍‌ ହେଲା ପ୍ରାଇଭେସି ଚେକ୍‌ଅପ୍‌ ଟୁଲ୍‌

ଫେସ୍‌ବୁକ୍‌ ପୁଣି ଥରେ ଆଉ ଏକ ନୂଆ ଫିଚର ଅପଡେଟ୍‌ କରିଛି। ୨୦୨୦ ନଭେମ୍ବରରେ ହେବାକୁ ଥିବା ଆମେରିକା ନିର୍ବାଚନ ପୂର୍ବରୁ ଫେସ୍‌ବୁକ୍‌ ୟୁଜର୍ସଙ୍କ ଲାଗି ପ୍ରାଇଭେସି ଚେକ୍‌ଅପ୍‌ ଟୁଲ୍‌କୁ ଅପଡେଟ୍‌ କରିଛି। ଏହି ପରିବର୍ତ୍ତନ ରାଜନୈତିକ ବିଜ୍ଞାପନକୁ ଦୃଷ୍ଟିରେ ରଖି କରାଯାଇଛି। ଯେଉଁ…

ଆଣ୍ଡ୍ରଏଡ଼କୁ ଟକ୍କର ଦେବାପାଇଁ ଫେସବୁକ ଆଣୁଛି ନିଜର ଅପରେଟିଙ୍ଗ ସିଷ୍ଟମ

ଦୁନିଆର ସବୁଠାରୁ ପପୁଲାର ସୋସିଆଲ ନେଟୱର୍କିଙ୍ଗ ସାଇଟ ଫେସବୁକ ଅତିଶୀଘ୍ର ନିଜର ଅପରେଟିଙ୍ଗ ସିଷ୍ଟମ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି । ଆଣ୍ଡ୍ରଏଡ଼ ଉପରେ ନିଜର ନିର୍ଭରତା କମ କରିବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଛି । ଏପରି କରିବାର କାରଣ ହେଉଛି ଫେସବୁକର ଫ୍ୟୁଚର ହାର୍ଡ଼ୱେୟାର…

ଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ଆଉଟ୍‌ ହେଲା ଫେସବୁକ୍‌, ଜାଣନ୍ତୁ ଚଳିତବର୍ଷ କେତେ ରହିଛି ଏହାର ରେଟିଙ୍ଗ୍‌

ଫେସବୁକ୍‌ ସର୍ବଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ବାହାରକୁ ବାହାରି ଯାଇଛି । ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ନେଟଓ୍ଵାର୍କ କମ୍ପାନୀ ଗ୍ଳାସଡୋରର ୨୦୨୦ ସୂଚୀରେ ତଳକୁ ଖସିଆସି ୨୩ସ୍ଥାନରେ ପହଁଚି ଯାଇଛି ଫେସବୁକ୍‌ । ଗତବର୍ଷ ଫେସବୁକ୍‌ ୭ମ ସ୍ଥାନରେ ରହିଥିଲା । କମ୍ପାନୀର ସ୍ଥାନ…

ଆଇଆଇଆଇଟି ଛାତ୍ରୀଙ୍କ ଉପରେ ଫେସ୍‌ବୁକ୍‌ ଢାଳିଲା ସୁନା କଳସ, ମିଳିଲା ୧.୫୫ କୋଟି ଟଙ୍କାର ପ୍ୟାକେଜ୍‌

ଆଇଆଇଆଇଟି ଦିଲ୍ଲୀ ଛାତ୍ରୀଙ୍କୁ ମିଳିଛି ସଫଳତା। ଫେସବୁକ ଦେଲା ୧ କୋଟି ୫୫ ଲକ୍ଷ ଟଙ୍କାର ଚାକିରି ଅଫର। ଏଠାରେ ପଢ଼ୁଥିବା ବିଟେକ ସାଇନ୍ସ ଆଣ୍ଡ ଇଂଜିନିୟରିଂର ଛାତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସବୁକ ଏଭଳି ଏକ ଚାକିରିର ଅଫର ଦେଇଛି। ଅର୍ଥାତ ମାସକୁ ଏହି ଛାତ୍ରୀଙ୍କୁ ପ୍ରାୟ ୧୩…

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ବିବାଦ, ପ୍ରାଇଭେସି ଉପରେ ହସ୍ତକ୍ଷେପ ବୋଲି କହିଲା ଆମେରିକୀୟ କୋର୍ଟ

ଫେସବୁକର ଫେସ ସ୍କାନ ଟେକ୍ନୋଲୋଜି ଉପରେ ଉଠିଥିବା ବିବାଦ ଥମିବାର ନାଁ ନେଉନି । ଡାଟା ଦୁରୁପଯୋଗ ମାମଲାରେ ଫେସବୁକର ଅପିଲକୁ ନାମଞ୍ଜୁର କରିଦେଇଛି ଆମେରିକାର ଇଲିନୋଇସ ରାଜ୍ୟର କୋର୍ଟ । ଇଲିନୋଇସର ଲୋକେ ଫେସବୁକ ଉପରେ ୨.୪୮ ଲକ୍ଷ କୋଟି ଟଙ୍କାର କେସ କରିଛନ୍ତି। ଏହାସହ ପଢନ୍ତୁ ଯେକୌଣସି…

ଫେସବୁକକୁ ପଞ୍ଚମସ୍ତମ୍ଭ କହିଲେ ଜୁକରବର୍ଗ, ସୋସିଆଲ ମିଡିଆ କାରଣରୁ ଲୋକଙ୍କ ହାତରେ ରହୁଛି କ୍ଷମତା

ଫେସବୁକର ଫାଉଣ୍ଡର ଏବଂ ସିଇଓ ମାର୍କ ଜୁକରବର୍ଗ ଫେସବୁକକୁ ଦୁନିଆର ପଞ୍ଚମ ସ୍ତମ୍ଭ ବୋଲି କହିଛନ୍ତି । ଜୁକରବର୍ଗଙ୍କ କହିବା ଅନୁଯାୟୀ ସୋସିଆଲ ମିଡ଼ିଆ କାରଣରୁ ଆଜି ଜଣେ ସାଧାରଣ ଲୋକ ହାତରେ କ୍ଷମତା ରହିପାରୁଛି । ଲୋକମାନେ ନିଜର ମତକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସାରା ଦୁନିଆ ପାଖରେ…

ଫେସବୁକ ଲାଇକ୍ସ ଲୋକଙ୍କ ମାନସିକତା ଉପରେ କିପରି ପ୍ରଭାବ ପକାଇଥାଏ, ଆସନ୍ତୁ ଜାଣିବେ

ସୋସିଆଲ ମିଡ଼ିଆ ଫେସବୁକ ବିଷୟରେ କିଏ ବା ନ ଜାଣେ । ଆଜିକାଲି ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଫେସବୁକ ବିଷୟରେ ଅବଗତ । ପ୍ରାୟ ସବୁ ପିଢ଼ି ଦିନର ଅଧିକାଂଶ ସମୟ ଏହି ସୋସିଆଲ ମିଡିଆରେ ହିଁ କାଟିଥାନ୍ତି । କିନ୍ତୁ ଜାଣନ୍ତିକି ସୋସିଆଲ ମିଡ଼ିଆ ଦୁନିଆର ରାଜା ଜଣା ଯାଉଥିବା ଫେସବୁକର…

ଇନଷ୍ଟାଗ୍ରାମ ଆଣିବାକୁ ଯାଉଛି ନୂଆ ଫିଚର, ଶପିଂ ପୂର୍ବରୁ ଟ୍ରାଏ କରିପାରିବେ ପ୍ରଡକ୍ଟ

ଫଟୋ ସେୟାରିଂ ଆପ ଇନଷ୍ଟାଗ୍ରାମ ନିଜର ୟୁଜର୍ସମାନଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ଏକ ନୂଆ ଶପିଂ ଫିଚର ଆଣିବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ଯେକୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଏହାକୁ ଟ୍ରାଏ ମଧ୍ୟ କରିପାରିବେ । ଏହି ଫିଚରର ବ୍ୟବହାର ଆପଣ କେବଳ ଇନଷ୍ଟାଗ୍ରାମ ଶପିଂ…

ଫେସବୁକ ୧୦ ହଜାରରୁ ଅଧିକ ଆପ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ ଏହା ପଛରେ ଥିବା କାରଣ 

ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ନିଜର ପ୍ଲାଟଫର୍ମରୁ ୧୦ ହଜାରରୁ ଅଧିକ ଆପ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି। କମ୍ପାନୀ କେମ୍ବ୍ରିଜ ଆନାଲିଟିକାକୁ ନଜରରେ ରଖି ଏପରି ଏକ ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ୨୦୧୮ ମସିହାରେ କେମ୍ବ୍ରିଜ ଆନାଲିଟିକା ଉପରେ ୟୁଜର୍ସ ମାନଙ୍କର ଡାଟା ସେଲ କରିବାର…