Browsing Tag

facts

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଜୀବନ

ସମଗ୍ର ଦେଶରେ ବର୍ତ୍ତମାନ ସମୟରେ ବାୟୁ ପ୍ରଦୂଷଣ ବୃଦ୍ଧି ହେବାର ଲାଗିଛି । ବାୟୁ ପ୍ରଦୂଷଣକୁ ରୋକିବାକୁ ହେଲେ ବହୁତ କିଛି କାମ କରିବାକୁ ପଡିଥାଏ । କିନ୍ତୁ ଆଜି କାଲିର ଲୋକମାନେ ପରିବେଶକୁ ସଫା ରଖିବା ବଦଳରେ, ଅପରିଷ୍କାର କରୁଛନ୍ତି । ଯାହା ଫଳରେ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବାକୁ…

ଭୂକମ୍ପ ପୂର୍ବରୁ ଅନୁମାନ କରିପାରେ ବିଲେଇ, ଦିଏ ଏପରି କିଛି ସଂକେତ

ଭୂକମ୍ପ ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହା ମାନବ ଜୀବନ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଥାଏ । ତଥାପି, ଭୂକମ୍ପ ଘଟିବାର ପୂର୍ବାନୁମାନ କରିବା ସହଜ ନୁହେଁ ଏବଂ ଏହା ଉପରେ ଅନୁସନ୍ଧାନ କରିବାବେଳେ ବୈଜ୍ଞାନିକମାନେ ଅନେକ ପ୍ରକାର ପରୀକ୍ଷା କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏପରି…

ଦୁନିଆର କେଉଁ ଦେଶରେ ସବୁଠାରୁ ଅଧିକ ସୁରକ୍ଷିତ ମହିଳା? ଜାଣନ୍ତୁ ଭାରତର ସ୍ଥିତି

ବିଶ୍ୱର ବିଭିନ୍ନ ଦେଶରେ ମହିଳାଙ୍କ ସୁରକ୍ଷା ପରିସ୍ଥିତି ଭିନ୍ନ ହୋଇଥାଏ । କେତେକ ଦେଶ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ ବୋଲି ବିବେଚନା କରାଯାଉଥିବାବେଳେ କେତେକ ସ୍ଥାନରେ ମହିଳାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଦୁନିଆର କେଉଁ…

କାହିଁକି ସମାନ ଆକାରର ହୋଇଥାଏ ବିମାନର ଝରକା ? ଜାଣନ୍ତୁ ଏହାକୁ ଡିଜାଇନ୍‌ କରିବା ପଛରେ ରହିଥିବା କାରଣ

ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ବିମାନର ଝରକା ସବୁବେଳେ ଛୋଟ ଏବଂ ସମାନ ଆକୃତିର କାହିଁକି ହୋଇଥାଏ ? ଏହି ପ୍ରଶ୍ନ ପ୍ରାୟତଃ ସବୁ ଲୋକଙ୍କ ମନରେ ଆସିଥାଏ । ଆପଣ ଯେଉଁ ବିମାନରେ ଯାତ୍ରା କରନ୍ତୁ ନା କାହିଁକି, ସବୁ ବିମାନର ଝରକା ପାଖାପାଖି ଏକା ଭଳି ଦେଖାଯାଏ । ସେଗୁଡ଼ିକୁ ଦେଖିଲା ପରେ,…

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ…

ଖଟ ଚଟାଣଠାରୁ ଉଚ୍ଚରେ ରହିଥାଏ କାହିଁକି, ଏହା ମଝିରେ ଥିବା ଜାଗାର ଉଦ୍ଦେଶ୍ୟ କ’ଣ?

ଆଜିକାଲି ମାର୍କେଟରେ ବିଭିନ୍ନ ଡିଜାଇନର ବେଡ ତିଆରି କରାଯାଉଛି । କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ବେଡ ଚଟାଣ ଠାରୁ ଉପରେ ହିଁ ରହିଥାଏ । ସେଥିପାଇଁ କେତେବେଳେ କିଛି ଜିନିଷ ଖଟ ତଳେ ପଡ଼ିଯାଏ ତ କେତେବେଳେ ବୟସ୍କ ଲୋକଙ୍କ ଜୋତା କିମ୍ବା ଚପଲ ରହିଥାଏ, ଲୋକଙ୍କୁ ନଇଁପଡି ବହୁତ କଷ୍ଟରେ ଏହାକୁ…

ଭୂତକୁ ସବୁବେଳେ ଧଳା ପୋଷାକରେ ହିଁ କାହିଁକି ଦେଖାଯାଏ, ଏହା ପଛର କାରଣ କ’ଣ?

ଆପଣ ବିଭିନ୍ନ ଫିଲ୍ମରେ ଭୂତ ଦେଖିଥିବେ କିମ୍ବା ନିଜ ଘରେ କାହାଠାରୁ ଭୂତର କାହାଣୀ ତ ନିଶ୍ଚୟ ଶୁଣିଥିବେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଦେଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ତେବେ ସେ ଫିଲ୍ମ ହେଉ ଅବା କୌଣସି ଟିଭି ଶୋ' ସବୁଆଡେ ଭୂତମାନଙ୍କୁ କେବଳ ଧଳା ପୋଷାକରେ…

Overthinkingର କୁପ୍ରଭାବ: ଜାଣନ୍ତୁ କିପରି ବନ୍ଦ କରିବେ Overthinking

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଓଭରଥିଙ୍କିଙ୍ଗର ସମସ୍ୟା ଦେଖିବାକୁ ମିଳୁଛି । ଆଜିକାଲିର ଦୁନିଆ ଯେଭଳି ହେଲାଣି ଶାନ୍ତିରେ ରହିବା ଲୋକ ବହୁତ କମ ଦେଖିବାକୁ ମିଳୁଛନ୍ତି । ଓଭରଥିଙ୍କିଙ୍ଗ ଏକ ମଣିଷକୁ ଭିତରୁ ଖାଲି କରିଦିଏ । ଯେଉଁ ଲୋକମାନେ ସବୁବେଳେ କିଛି ନା କିଛି ଭାବୁଥାନ୍ତି ଅର୍ଥାତ…

ଜାଣଛନ୍ତି କି ଗୋରଖ ଧନ୍ଦା କ’ଣ ? ଇତିହାସ ପୃଷ୍ଠାରେ ଏହା ବିଷୟରେ ଲୁଚିଛି ରହସ୍ୟ

ଆପଣମାନେ ଏପରି ଅନେକ ଶବ୍ଦ ଶୁଣିଥିବେ, ଯାହାର ମାନେ ଜାଣିନଥିବେ । ତେବେ ଆମେ ଆଜି ସେହିପରି ଏକ ଶବ୍ଦ ଗୋରଖ ଧନ୍ଦା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯଦି ଆପଣମାନେ ଗଜଲ ଶୁଣୁଥିବେ, ତେବେ ଆପଣ ନିଶ୍ଚୟ ପ୍ରସିଦ୍ଧ କାୱାଲ ନୁସରତ ଫତେହ ଅଲି ଖାନଙ୍କ ପ୍ରସିଦ୍ଧ ଗଜଲ ‘ତୁମ୍ ଏକ ଗୋରଖ ଧନ୍ଦା ହୋ’…

ଜାଣନ୍ତୁ ମିମିକ୍ରି କ’ଣ ? ଏହି ଶବ୍ଦ କେବେ ଏବଂ କିଏ ଆରମ୍ଭ କରିଥିଲେ

ନିକଟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିବା ଯୋଗୁଁ ଭାରତରେ ଅନେକ ଆଲୋଡ଼ନ ଦେଖାଦେଇଛି । ରାଜ୍ୟସଭାରୁ ନିଲମ୍ବିତ ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ଭାଷଣ ଦେଉଥିବା ଷ୍ଟାଇଲ୍‌କୁ ନକଲ କରିଥିଲେ । ସେହି କାରଣରୁ ଉପରାଷ୍ଟ୍ରପତି ବହୁତ ବିବ୍ରତ ହୋଇଯାଇଥିଲେ ।…

ଲୋକଙ୍କ ଆଖିର ରଙ୍ଗ ଅଲଗା ଅଲଗା କାହିଁକି ? ନୀଳ କଳା ଧୂସର ହେବା ପଛରେ କାରଣ କଣ ଜାଣନ୍ତୁ

ଆପଣ ନୋଟିସ୍‌ କରିଥିବେ ଯେ ସବୁ ବ୍ୟକ୍ତିଙ୍କ ଆଖିର ରଙ୍ଗ ଅଲଗା ଅଲଗା ଥାଏ। କାହାର ବ୍ରାଉନ ତ କାହାର କଳା ପୁଣି କାହା ଆଖିର ରଙ୍ଗ ନୀଳ। ଅନେକ ଲୋକଙ୍କର ଆଖିର ରଙ୍ଗ ଗାଢ଼ ଧୂସର ମଧ୍ୟ ହୋଇଥାଏ। ଏହିଭଳି ଭିନ୍ନ ଆଖି ଲୋକଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ଅନେକ ଲୋକ ଆଟ୍ରାକଟିଭ୍‌ ଦେଖାଯିବା ପାଇଁ…

ଫୋନ ବ୍ୟାଟେରୀକୁ ନେଇ ଏହି ଭୁଲ ତଥ୍ୟ, ଯାହା ଆପଣଙ୍କୁ ଲାଗିଥାଏ ଏକଦମ୍‌ ସତ, ଜାଣନ୍ତୁ

ଦୁନିଆରେ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ସହିତ ଡିଭାଇସର ବ୍ୟବହାର ଓ ମେଣ୍ଟେନାନ୍ସରେ ମଧ୍ୟ ବୃଦ୍ଧି ଘଟିଛି । ଏପରିସ୍ଥଳେ ଫୋନ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଉଛି "ବ୍ୟାଟେରୀ" । ଯଦିଓ ମୋବାଇଲ ଫୋନକୁ ନେଇ ଅନେକ ମିଥ୍ୟା ତଥ୍ୟ ଶୁଣିବାକୁ ମିଳିଥାଏ…