Browsing Tag

farmer problem

ଭାରତ-ପାକିସ୍ତାନ ସୀମାରେ ହାଇ ଆଲର୍ଟ: ଫସଲ କାଟିନପାରି ଚାଷୀ ହନ୍ତସନ୍ତ

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏବେ ଭାରତ-ପାକିସ୍ତାନ ସୀମାରେ ହାଇ ଆଲର୍ଟ ଜାରି । ଚାଲିଛି ଗୁଳିଗୋଳା ବର୍ଷଣ । ପାକିସ୍ତାନ ଯୁଦ୍ଧ ବିରତିକୁ ଉଲ୍ଲଂଘନ କରି ଭାରତ ପଟକୁ ଗୁଳି ଚଳାଉଛି । ତେବେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ୱାଘା ସୀମା ନିକଟରେ ରହୁଥିବା…

ମଣ୍ଡିରେ ଧାନ କିଣା ନଯାଇ ମିଲରଙ୍କ ପାଖକୁ ପଠାଯାଉଛି, ସେଠାରେ ବିଭନ୍ନ ଆଳ ଦେଖାଇ ଚାଷୀଙ୍କୁ କରାଯାଉଛି ହଇରାଣ

ଗଜପତି: ବର୍ଷ ତମାମ ଖରା,ବର୍ଷା ଓ ଶୀତରେ ଖଟି କରିଥିବା ଫସଲ ଠିକ ଅମଳ ସମୟରେ ଦୈବୀ ଦୁର୍ବିପାକ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ହେଲେ ଏବେ ପ୍ରଶାସନିକ ଅବହେଳା ସେମାନଙ୍କୁ ସଂପୂର୍ଣ୍ଣ ଭାବେ ନିରାଶ କରିଛି । ଜିଲ୍ଲାରେ ପ୍ରତିବର୍ଷ ନଭେମ୍ବର ଶେଷ ସପ୍ତାହରେ ମଣ୍ଡି ଖୋଲାଯାଉଥିଲା…

ଛାରଖାର ହୋଇଗଲା ଚାଷୀର ବର୍ଷକର ଦାନା ପାଣି

ଭଞ୍ଜନଗର: ଆଖି ଆଗରେ ସବୁ କିଛି ଜଳି ଯାଉଥିଲା । ଯାହାକୁ ଦେଖି ଚେତାଶୂନ୍ୟ ହୋଇ ପଡ଼ୁଥିଲେ ଚାଷୀ ଭାଇ ଜଣକ । ନିଆଁ ଲିଭାଉ ଲିଭାଉ ଦମକଳ ପାଇପ୍ ରୁ ଅଚେତ ଚାଷୀଙ୍କ ମୁହଁକୁ ବାରମ୍ବାର ପାଣି ମାରୁଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଆଉ ନିଆଁ ଲିଭିଲା ବେଳକୁ, ସବୁକିଛି ହୋଇସାରିଥିଲା ପାଉଁଶ ।…

ଚାଷୀଙ୍କ ମନରେ ଦୁଃଖ ଦେଇଛି ଅଦିନିଆ ବର୍ଷା, ପରିବାର କେମିତି ଚଳାଇବେ ସେନେଇ ଘାରିଛି ଚିନ୍ତା

ପୁଷ ମାସର ଅଦିନିଆ ବର୍ଷା ଦେଇଛି ଚାଷୀଙ୍କ ମନରେ ଦୁଃଖ । ଆଉ କେଇଟା ଦିନରେ ଚାଷୀ କଟା ଧାନକୁ ଖଳାକୁ ଆଣି  ଅମଳ କରିଥାନ୍ତା । କିନ୍ତୁ ଅଦିନିଆ ବର୍ଷା ଚାଷୀର ବର୍ଷକର ଭାତ ହାଣ୍ଡିକୁ ଉଜାଡି ଦେଇଛି । ପୁଷ ମାସରେ ଲଗାଣ ବର୍ଷା ହେଲେ ଚାଷୀଙ୍କ କ୍ଷେତରେ ଥିବା ଫସଲକୁ କ୍ଷତି ପହଞ୍ଚେ । ଆଜି ଏହି…

ସାଟେଲାଇଟ୍ ସର୍ଭେରେ ଧରାପଡ଼ିଲା ନକଲି ଚାଷୀଙ୍କ ବଡ ଜାଲିଆତି, ଏବେ ଚିନ୍ତାରେ ଅସଲି ଚାଷୀ

କେନ୍ଦୁଝର: ନକଲି ଜମିରେ ନକଲି ଚାଷ । ଶ୍ମଶାନ, ଖେଳପଡିଆ, କୋଠାଘର, ପୋଖରୀ ହୁଡା ଦେଖାଇ ଧାନ ବିକ୍ରି ପାଇଁ ହୋଇଛି ପଞ୍ଜିକରଣ । ଏଭଳି ଜାଲିଆତି ସାଟେଲାଇଟ୍ ସର୍ଭେରୁ ଧରାପଡିଛି । ଏଭଳି ଜାଲିଆତି ଜଣାପଡିବା ପରେ ଅସଲି ଚାଷୀ ସେମାନଙ୍କ ଧାନ ବିକ୍ରୀ କରିବାକୁ ନେଇ ଚିନ୍ତାରେ ପଡିଛନ୍ତି ।…

ଏବେ ଶହ ଶହ ଏକର ଧାନ କ୍ଷେତ ପାଇଁ କାଳ ସାଜିଛି ଏହି ଫୁଲ

ପିପିଲି: ଆଖିକୁ ସୁନ୍ଦର ଦେଖା ଯାଉଥିବା ଏହି ପାଚିଲାଧାନ କ୍ଷେତ ଏବେ ଫୁଲ ମୟ । ଏହି ଫୁଲ ଏବେ କାଳ ସାଜିଛି ପାଚିଲା ଧାନ କ୍ଷେତର ଧାନ କେଣ୍ଡାକୁ । ପୂଜା କଳା ଚମ୍ପା ହଜାରେ ୧୮ ଭଳି ଅନେକ ପାଚିଲା ଧାନ କ୍ଷେତକୁ ଦେଖି ଚାଷୀ ଏବେ ଚିନ୍ତାରେ । ହାତ ଉଧାରୀ ହେଉ କି ବ୍ୟାଙ୍କ ଋଣ କରି…

କେତେବେଳେ ଅଦିନିଆ ବର୍ଷା ତ କେତେବେଳେ ଚକଡା ପୋକର ପ୍ରାଦୁର୍ଭାବ, ଭାରି ହନ୍ତସନ୍ତ ହେଉଛି ଚାଷୀ

ଦେବଗଡ: ବିଲରେ ଲହଡି ମାରୁଛି ସବୁଜ ଧାନ ଗଛ । କେଉଁଠି ଧାନ ଫୁଟି ବାହାରିଗଲାଣି ତ, ଆଉ କେଉଁଠି ବଡ କିସମ ଧାନ ବାହାରିବା ଅବସ୍ଥାରେ । ଚଳିତ ବର୍ଷ ଧାନ ଚାଷ ବିଳମ୍ୱ ବର୍ଷା ସତ୍ଵେ ବହୁ ଆଶା ସଞ୍ଚାର କରିଥିଲେ ଚାଷୀ । କେମିତି ଦିପଇସା ଭଲ ରୋଜଗାର ହେବ । ମାତ୍ର ବିଧିର ବିଧାନରେ ଅମଳକ୍ଷମ ଧାନ…

କେହି ଶୁଣିଲେନି, ନିଜ ଜମିର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଚାଷୀ

ପାଟଣାଗଡ଼ : ଚାଷ କାମ ଯାହାର କେଡେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର । ଏ ଉକ୍ତିଟି ଧୀରେ ଧୀରେ ଭୁଲ ପ୍ରମାଣିତ ହେବାକୁ ବସିଲାଣି। ଚାଷୀ ପାଇଁ ସବୁବେଳେ କେବଳ ଦୁଃଖ ହିଁ ଦୁଃଖ । କେତେବେଳେ ବର୍ଷା ତ କେତେବେଳେ ମରୁଡି ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଉଥିବା ବେଳେ ଚାଷୀଙ୍କୁ…

ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ନାହିଁ ନଥିବା କ୍ଷତି ସହୁଛନ୍ତି ହଜାର ହଜାର ଚାଷୀ, ବାହାରି ପାରୁନି ସମାଧାନର ସୂତ୍ର

ଯାଯପୁର(କେନ୍ୟୁଜ): ବଢ଼ିବଢ଼ି ଚାଲିଛି ଚାଷୀଙ୍କ ସମସ୍ୟା । ଯାଜପୁର ବରୀ ବ୍ଲକର ସାରନ୍ଦା ପାଟରୁ ପ୍ରତିବର୍ଷ ବନ୍ୟା ଜଳ ନିସ୍କାସନ ହେଉନଥିବାରୁ ଚାଷୀମାନେ ନାହିଁ ନଥିବା କ୍ଷତି ସହୁଛନ୍ତି । ଡ୍ରେନେଜ ବିଭାଗ ଏବଂ ପୂର୍ତ୍ତ ବିଭାଗ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁଁ ଏଭଳି ସମସ୍ୟା ଦେଖିବାକୁ…

ଉମରକୋଟ: ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ, ଟାର୍ଗେଟ୍‌ ନଥିବା କହି ଫେରାଇ ଦିଆଯାଉଛି ଚାଷୀଙ୍କୁ

ଉମରକୋଟ : ମଣ୍ଡିରେ ପଡି ରହିଛି ହଜାର ହଜାର ବସ୍ତା ଧାନ । ଟାର୍ଗେଟ୍‌ ନଥିବା କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । କିଛି ଚାଷୀଙ୍କୁ ଟୋକନ୍‌ ମିଳିନଥିବା ବେଳେ କିଛି ଚାଷୀଙ୍କୁ ଟୋକନ୍‌ ଥାଇ ମଧ୍ୟ ଧାନ କିଣା ଯାଇନାହିଁ । ଫଳରେ ଉମରକୋଟ ଅଞ୍ଚଳର ବହୁ ଚାଷୀ ଲ୍ୟାମ୍ପ୍‌ସ ଆଗରେ ହଟଗୋଳ କରିବା…

ପଦ୍ମପୁର: ଧାନ ବିକ୍ରିରେ ଅବ୍ୟବସ୍ଥା, ମଣ୍ଡିରେ ତାଲା ପକାଇଲେ ଚାଷୀ

ପଦ୍ମପୁର: ଧାନ ବିକ୍ରିରେ ଅବ୍ୟବସ୍ଥା । ମଣ୍ଡିରେ ତାଲା ପକାଇଲେ ଚାଷୀ । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଧାନ ମଣ୍ଡିରେ । ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ପ୍ରାୟ ୫୦ ହଜାର ବସ୍ତା ଧାନ । ମଣ୍ଡି ଦାୟିତ୍ୱରେ ଥିବା ସମବାୟ ସମିତି, ଆରଏମସି କର୍ମଚାରୀ…

ଭଗ୍ନ ଅବସ୍ଥାରେ ପଡିରହିଛି ନୂଆନଈ ଉପରେ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍: ହଇରାଣ ହେଉଛନ୍ତି ୧୦ଟି ପଂଚାୟତର ଶହ ଶହ…

ଚାନ୍ଦବାଲି : ଚାଷୀଙ୍କ କାମରେ ଆସୁନି ସ୍ଲୁଇସ ଗେଟ୍ । ଦୀର୍ଘ ବର୍ଷ ତଳେ ନିର୍ମାଣ କରାଯାଇଥିବା ସୁଇସଗେଟ ଭାଙ୍ଗିରୁଜି ଗଲାଣି । ହେଲେ ବିଭାଗୀୟ ଅ‌ଧିକାରୀଙ୍କ ଏଥିପ୍ରତି ନିଘା ନାହିଁ । ଫଳରେ ହଇରାଣ ହେଉଛନ୍ତି ଶହଶହ ଚାଷୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଂଚାୟତର ମନ୍ତେଇ…