Browsing Tag

farmer suicide

ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା, ୮ ମାସ ଭିତରେ ଜୀବନ ହାରିଛନ୍ତି ୧୮୭୫ କୃଷକ

ମୁମ୍ବାଇ: ମହାରାଷ୍ଟ୍ରରେ ମୁଣ୍ଡ ବିନ୍ଧା ବଢ଼ାଇଛି ଚାଷୀ ଆତ୍ମହତ୍ୟା। ଖବର ମୁତାବକ, ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୦୦ରୁ ଅଧିକ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ହାରୁଛନ୍ତି। ଜଣାପଡ଼ିଛି ଯେ ଅଧିକାଂଶ କୃଷକ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ବିଶେଷ କଥା ହେଉଛି ମହାବିକାଶ…

ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ହେଲା ନଷ୍ଟ, ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ

ଯାଜପୁର ଟାଉନ(କେନ୍ୟୁଜ୍):  ଋଣ ଭାର ସହି ନ ପାରି ଜୀବନ ହାରିଲେ ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ଜରୀ ନାଉବାଙ୍କ ଗାଁର ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ…

କୃଷି ଆଇନ୍‌କୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ଆତ୍ମହତ୍ୟା, ଫାଶୀ ଦେଇ ହାରିଲେ ଜୀବନ

କେନ୍ଦ୍ରର ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକମାନେ ପାଖାପାଖି ବର୍ଷେ ହେଲାଣି ଦିଲ୍ଲୀ-ପଞ୍ଜାବ ସିନ୍ଧୁ ବର୍ଡରରେ ଆନ୍ଦୋଳନରେ ବସିଛନ୍ତି। ଆଜି ଏହି ସିନ୍ଧୁ ବର୍ଡରରେ ଜଣେ କୃଷକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା କୃଷକଙ୍କ ନାଁ ଗୁରୁପ୍ରୀତ ସିଂହ ଓ ତାଙ୍କ ଘର…

ଯାଜପୁର ଟାଉନ: ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ମିଳୁନି କ୍ଷତିପୂରଣ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ…

ଯାଜପୁର ଟାଉନ: ଯାଜପୁର ବିଂଝାରପୁର ବ୍ଲକ ବରପଦା ଗ୍ରାମର ମୃତ ଚାଷୀ ରମାକାନ୍ତ ମଲିକ ଚାଷୀ ବୋଲି ସ୍ୱିକାର କରିବା ଏବଂ ତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ନବ…

ଆତ୍ମହତ୍ଯା ପରେ ବି ଚାଷୀ ପରିବାରକୁ ଅଣଦେଖା: ସରକାରୀ ସହାୟତା ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ…

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ବରପାଦା ଗ୍ରାମର ଭାଗ ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁକୁ ଚାଷୀ ଆତ୍ମହତ୍ୟା ବୋଲି ପ୍ରଶାସନ ସ୍ୱିକାର କରିବା ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଲଗାଣ ବର୍ଷା ଓ…

ଚାଷୀଙ୍କ ଅଭିନବ ଆତ୍ମହତ୍ୟା, ବ୍ୟାଙ୍କ୍‌ ଆଗରେ ଦେଲେ ଦଉଡ଼ି

ଚାଷୀ ଆତ୍ମହତ୍ୟା ଦେଶରେ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଉତ୍ତର ପ୍ରଦେଶ ଶହାରନପୁରରେ ଶନିବାର ଜଣେ ଚାଷୀ ଅଭିନବ ଭାବରେ ଆତ୍ମହତ୍ୟା କରିଛନ୍ତି । ଋଣ ବୋଝରେ ବୁଡ଼ିଥିବା ଚାଷୀ ଜଣକ ଶେଷରେ ବ୍ୟାଙ୍କ୍‌ ଆଗରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ୍‌…

କେନ୍ଦ୍ରାପଡ଼ା ରାଜନଗରରେ ଚାଷୀ ଆତ୍ମହତ୍ୟାକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଶବ ରଖି, ଟାୟାର ଜାଳି ରାସ୍ତା ରୋକ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗରରେ ଚାଷୀ ଆତ୍ମହତ୍ୟାକୁ ନେଇ ଉତ୍ତେଜନା। କ୍ଷତିପୂରଣ ଦାବିରେ ପରିବାର ଓ ଗ୍ରାମବାସୀ ରାଜନଗର ଗୋପାଳପୁର ଛକଠାରେ ଶବ ରଖି, ଟାୟାର ଜାଳି ରାସ୍ତା ରୋକ କରିଥିଲେ। ତିନି ଘଣ୍ଟା ରାସ୍ତା ରୋକ୍‌ ହୋଇଥିଲା। ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ…

ଯାଜପୁର ଟାଉନ: ଋଣ ଚିନ୍ତା ଓ ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର ଟାଉନ: ଋଣ ଚିନ୍ତା ଓ ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାହାସପୁର ପଂଚାୟତର ଗୋବିନ୍ଦପୁର ଗାଁର ବିରସେନ ଓଝା ଆତ୍ମହତ୍ୟା କରିଛନ୍ତି । ନିଜ ପତ୍ନିଙ୍କ ଶାଢ଼ିରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବିରସେନଙ୍କ ପତ୍ନି କିଛି ଦିନ ହେଲା ଘର ଛାଡି…

ପୁଣି ଟିଟିଲାଗଡରେ ଚାଷୀ ଆତ୍ମହତ୍ୟା, ଋଣ ବୋଝ ପରିଶୋଧ ନ କରିପାରି ବେକରେ ଲଗାଇଲେ ରଶି

ଟିଟିଲାଗଡ (କେନ୍ୟୁଜ୍): ଟିଟିଲାଗଡରେ ଅଭାବନୀୟ ଘଟଣା । ଋଣ ବୋଝ ପରିଶୋଧ ନ କରିପାରି ଜଗୁଆ ପଞ୍ଚାୟତ ଦର୍ଲୋ ଗାଁର ଯୁବ ଚାଷୀ ଘାସିରାମ ମାଝି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଘାସିରାମ ଏକର ଏକର ଜମିରେ ଚାଷ କରିଥିଲେ । ଏଥିପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ…

ବଲାଙ୍ଗିର : ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ବଲାଙ୍ଗିର (କେନ୍ୟୁଜ୍) : ପୁଣି ଚାଷୀ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଫସଲ ଭଲ ନହେବାରୁ ବଲାଙ୍ଗିର ତୁରେକେଲା ବ୍ଲକ କୁଲିଆଦରୋ ଗାଁର ଭଗତ ସଗରିଆ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭଗତ ହାତ ଉଧାର କରି ଜମିରେ କପା ଚାଷ କରିଥିଲେ। ତେବେ ଫସଲ ଭଲ ନେବାରୁ ସେ ଚିନ୍ତାଗ୍ରସ୍ତ ହୋଇ କୀଟନାଶକ ପିଇ…