Browsing Tag

father death

ତିନି ଛୁଆଙ୍କୁ ଏକା କରି ଚାଲିଗଲା ବାପା, ଏବେ ଏମାନଙ୍କୁ ଅନାଇବ କିଏ ?

କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖୁନି । ଦୁନିଆ କଣ ବୁଝିବା ଆଗରୁ ସବୁକିଛି ଶେଷ ହୋଇଗଲା । ଦଇବ ସହିଲାନି କୁନି କୁନି ପିଲାଙ୍କ ସୁଖ । ଆଉ ହସଖୁସିର ପରିବାର ଭିତରେ ହଠାତ ଆସିଲା ଦୁଃଖର କଳା ବାଦଲ । ନିମିଷକରେ ଶେଷ ହୋଇଗଲା ସବୁ କିଛି । ୩ଟି ଛୁଆଙ୍କ ମୁଣ୍ଡ ଉପରୁ ଉଠିଗଲା ବାପା ମା’ଙ୍କ ହାତ ।…

ଝିଅର ସଂଗୀତରେ ନାଚୁଥିବା ବେଳେ ବାପାଙ୍କୁ ଆସିଲା ହାର୍ଟଆଟାକ, ବିଦାଇ ହେବା ପରେ ବାପା ମୃତ ବୋଲି ଜାଣିଲା ଝିଅ

ଝିଅର ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି। ଆଉ ସଂଗୀତ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଗୀତ ବି ରେଡି। ହେଲେ ଈଶ୍ୱରଙ୍କର ଅଜବ ଲୀଳା। ଝିଅର ସଂଗୀତ ଉତ୍ସବରେ ସମସ୍ତେ ଖୁସିରେ ନାଚୁଥିବା ବେଳେ ବାପାକୁ ଆସିଲା ହାର୍ଟ ଆଟାକ। ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା। ତୁରନ୍ତ ତାଙ୍କୁ…

କୁଳାଙ୍ଗାର ପୁଅ : କାହିଁକି ଛେଳି ହଜେଇଲୁ କହିବାରୁ ବାପାକୁ ପିଟି ପିଟି କଲା ହତ୍ୟା

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ ଜଣକ ଏହି ଗ୍ରାମର ଭୁବନ ମୁଣ୍ଡା। ସୂଚନା ମୁତାବକ, ପୁଅ ଆକାଶ ମୁଣ୍ଡା ଛେଳି ଚରାଇବାକୁ ଜଙ୍ଗଲକୁ…

ଭଞ୍ଜନଗର ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା: ପୁଅଠାରୁ ଧକ୍କା ଖାଇ ବାପା ମୃତ

ଭଞ୍ଜନଗର(କେନ୍ଯୁଜ୍):ପୁଅଠାରୁ ଧକ୍କା ଖାଇ ଗୁରୁତର ହୋଇପଡିଥିବା ବାପା ମୃତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ବଡକୋଦଣ୍ଡା ଗ୍ରାମରେ ଅଭାବନୀୟ ଘଟଣା । ମୃତକ ହାଡୁବନ୍ଧୁ ନାୟକ । ସାହିର କିଛି ଯୁବକଙ୍କ ସହ ହାଡୁବନ୍ଧୁଙ୍କ ପୁଅର ମାଡପିଟ୍‌ ଚାଲିଥିଲା । ଅଟକାଇବାକୁ ଯାଇଥିବା ବେଳେ ପୁଅ…

ଜୀବନ ନେଲା ଝିଅ ବିବାହ, ପ୍ରଶାସନ ଚାଲାଣ କାଟିବାରୁ ଚିନ୍ତାରେ କନ୍ୟା ପିତା ମୃତ

ବାପାର ଜୀବନ ନେଲା ଝିଅ ବାହାଘର। କରୋନା କଟକଣା ନ ମାନି ଝିଅ ବାହାଘର କରିଥିବାରୁ ପ୍ରଶାସନ କାଟିଲା ଚାଲାଣ ଆଉ ସେହି ଚିନ୍ତାରେ ହିଁ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ। ଏଠାରେ କରୋନା ନିୟମ ପାଳନ ନ କରି ଝିଅ ବାହାଘର କରିଥିବା ବ୍ରଜମୋହନ…

ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା: ରାତି ଯାକ ମେଡିକାଲରେ ପଡ଼ିରହିଲା ଶବ

ସାଲେପୁର: ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା। ଯାହାଫଲରେ ରାତି ଯାକ ଶବ ପଡ଼ିରହିଲା ମେଡିକାଲରେ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଇସୁଙ୍ଗୁଡା ନିବସୀ ବିଷ୍ଣୁ ପ୍ରସାଦ ସିଂଙ୍କର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା।…

ହାର୍ଦ୍ଦିକ ପାଣ୍ଡ୍ଯାଙ୍କ ବାପାଙ୍କ ପରଲୋକ, ହୃଦଘାତରେ ଚାଲିଗଲା ଜୀବନ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯା ଏବଂ କୁନାଲ ପାଣ୍ଡ୍ଯାଙ୍କ ବାପାଙ୍କ ହୃଦଘାତରେ ପ୍ରାଣ ହରାଇଛନ୍ତି। ଆଜି ସକାଳ ସମୟରେ ହାର୍ଟ ଆଟାକ ହେବା ଫଳରେ ପ୍ରାଣ ହରାଇଛନ୍ତି। ଦୁଇ ଭାଇ ଏବେ ବଡୋଦରାରେ ସୟୈଦ ମୁସ୍ତାଫ ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟ ଖେଳୁଥିଲେ। ବାପାଙ୍କ ନିଧନ…

ଆନନ୍ଦପୁର ମଦନପୁର ଗାଁରେ ଚାଞ୍ଚଲ୍ୟ, ଯବାନ ପୁଅର ଆକ୍ରମଣରେ ବାପା ମୃତ

ଆନନ୍ଦପୁର: ଯବାନ ପୁଅର ଆକ୍ରମଣରେ ବାପା ମୃତ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ରାମଚନ୍ଦ୍ରପୁର ଥାନା ମଦନପୁର ଗାଁରେ । ଘରୋଇ କଳିକୁ ନେଇ ଆଇଟିବିପି ଯବାନ ରଞ୍ଜନ ଓଝା ବାପା ପ୍ରମୋଦ ଓଝାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ…