Below header
Browsing Tag

firing

ଆମେରିକା ସ୍କୁଲରେ ଗୁଳିକାଣ୍ଡ: ଯାଞ୍ଚ ଚାଲିଥିବା ବେଳେ ବ୍ୟାଗ୍‌ରୁ ବନ୍ଧୁକ କାଢ଼ି ୨ କର୍ମଚାରୀଙ୍କୁ ଆଖିବୁଜା ଗୁଳି କଲେ…

ଅନେକ ସମୟରେ ଆମେରିକାର ବିଭିନ୍ନ ସ୍ଥାନରୁ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥାଏ। ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ମଧ୍ୟ ଏହିପରି ଅନେକ ଘଟଣା ଘଟିଛି। ଏବେ ଆମେରିକାର କଲୋରାଡୋରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ର ସ୍କୁଲ କ୍ୟାମ୍ପସ୍‌ ଭିତରେ ଆଖିବୁଜା ଗୁଳି ଚଳାଇଛନ୍ତି।…

ସହିପାରିଲେନି ଖେଳରେ ପରାଜୟ, ଗୁଳି ଚଳାଇ ନେଲେ ୭ ଜଣଙ୍କ ଜୀବନ

ଖେଳରେ ହାରି ଯାଇ ରାଗରେ ଗୁଳି ଚଳାଇ ଦେଲେ ଦୁଇଜଣ ବ୍ୟକ୍ତି । ଆଉ ଚାଲିଗଲା ୭ ଜଣଙ୍କ ଜୀବନ। ବ୍ରାଜିଲର ମାଟୋଗ୍ରୋସୋ ରାଜ୍ୟର ସିନୋପ ସହରରେ ଏମିତି ଘଟଣା ଘଟିଛି । ଏଠାରେ ଏକ ପୁଲ ଗେମ୍ ଚାଲିଥିବା ବେଳେ ଏହି ଗୁଳିକାଣ୍ଡ ଘଟିଛି । ଦୁଇଜଣ ଲୋକ ସେଠାରେ ଉପସ୍ଥିତ ଥିବା ଦର୍ଶକଙ୍କ ଉପରକୁ…

ଆଠଗଡ଼ରେ ଗୁଳିମାଡ଼: ୩ ଗୁରୁତର, କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଆହତଙ୍କ ଦେହରେ ବାଜିଛି ୮ ରାଉଣ୍ଡ ଗୁଳି।।ଦୀନବନ୍ଧୁ ନାୟକ,ବଂଶୀଧର ନାୟକଙ୍କ ଦେହରେ ୩ ଟି ଲେଖାଏଁ…

କାଲିଫର୍ଣ୍ଣିଆ ଗୁଳିକାଣ୍ଡ : ୧୦ ଜଣଙ୍କୁ ମାରିବା ପରେ ନିଜକୁ ଗୁଳି କଲା ସନ୍ଦିଗ୍ଧ, ଭ୍ୟାନରୁ ମୃତଦେହ ଉଦ୍ଧାର

ଆମେରିକାର କାଲିଫର୍ଣ୍ଣିଆର ମଣ୍ଟେରୀ ପାର୍କରେ ହୋଇଥିବା ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ପରିଚୟ ମିଳିଛି । ଚୀନ ନବବର୍ଷ ପାଳନ ଅବସରରେ ଡ୍ୟାନ୍ସ କ୍ଲବରେ ଗୁଳି ଚଳାଇ ହତ୍ୟା କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ୭୨ ବର୍ଷୀୟ ବୃଦ୍ଧ ହୁଉ କାନ୍ ସ୍ରାନ୍। ୧୦ ଜଣଙ୍କୁ ମାରିବା ପରେ ବୃଦ୍ଧ ଜଣକ…

କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟରୀ ପାର୍କରେ ଆଖିବୁଜା ଗୁଳିଚାଳନା: ୧୦ ମୃତ, ୧୬ରୁ ଅଧିକ ଆହତ

ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ମେଣ୍ଟରୀ ପାର୍କରେ ଆଖିବୁଜା ଗୁଳିଚାଳନା ହୋଇଛି। ଏଥିରେ ଅତିକମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଚୀନ ନବବର୍ଷ ସମାରୋହ ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚୀନ ନବବର୍ଷ ଅବସରରେ ଶନିବାର…

ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ରୋଷେଇ କରୁଥିବା ବେଳେ ଅତର୍କିତ ଗୁଳି ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ

ଦେବଗଡ଼(କେନ୍ୟୁଜ୍): ଘରେ ପଶି ମହିଳାଙ୍କୁ ଗୁଳିମାଡ଼ । ରୋଷେଇ କରୁଥିବା ବେଳେ ଅତର୍କିତ ଗୁଳି ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ବାରକୋଟ ଥାନା କଦଗୋଡ଼ା ଗାଁରେ। ଗୁରୁତର ମହିଳା ଜଣକ ରୁକ୍ମଣୀ ମହନ୍ତ। ତାଙ୍କ ଗୋଡ଼ରେ…

ପାକିସ୍ତାନ ଏବଂ ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଇଂଲଣ୍ଡ ଟିମ୍‌ ରହୁଥିବା ହୋଟେଲ ବାହାରେ ଗୁଳିକାଣ୍ଡ, ଭୟଭୀତ ଖେଳାଳି

ଇଂଲଣ୍ଡ ଟିମ୍‌ ୧୭ ବର୍ଷ ପରେ ଟେଷ୍ଟ ସିରିଜ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଛି। ଆଉ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଇଂଲଣ୍ଡ ଟିମ୍‌ ରହୁଥିବା ହୋଟେଲ ବାହାରେ ଫାୟାରିଂ ହୋଇଛି। ଇଂଲଣ୍ଡ ଟିମ୍‌ ରହୁଥିବା ହୋଟେଲର ମାତ୍ର ୧ କିମି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…

ଗାଁରେ ବର୍ଷୁଛି ଗୁଳି, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ ଖୁଣ୍ଟୁଣି ଥାନା ନୂଆଶାସନ ଗାଁରେ ଗୁଳି ବର୍ଷାକୁ ନେଇ ଚର୍ଚ୍ଚା ଜୋର । ଘଟଣା ସମ୍ପର୍କରେ କଟକ ଗ୍ରାମାଞ୍ଚଳ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହାର ଅନୁଧ୍ୟାନ ପାଇଁ ଏସପିଙ୍କୁ କହିଛନ୍ତି…

ଇରାନ ମାର୍କେଟରେ ହିଜାବ ବିରୋଧୀ ଆନ୍ଦୋଳନରେ ଆଖିବୁଜା ଗୁଳିମାଡ଼; ୫ ମୃତ, ୧୦ ଆହତ

ଇରାନ ମାର୍କେଟରେ ଆଖିବୁଜା ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ୫ ଜଣ ଲୋକଙ୍କର ପ୍ରାଣ ଚାଲିଯାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୋଲିସ କର୍ମଚରୀ ମଧ୍ୟସାମିଲ ରହିଛନ୍ତି। ଏହି ଆକ୍ରମଣ ଇରାନର ପଶ୍ଚିମ ସହରର ଇଜେହ ସହରରେ ହୋଇଛି । ତେବେ ଏହା ଆତଙ୍କବାଦୀ ଆକ୍ରମଣ…

ଢେଙ୍କାନାଳ: ତାଳବାହଳସ୍ଥିତ ଟାଟାଷ୍ଟିଲ ନିକଟରେ ଗୁଳିକାଣ୍ଡ, ଜଣେ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ମେରାମଣ୍ଡଳୀର ତାଳବାହଳସ୍ଥିତ ଟାଟାଷ୍ଟିଲ ପାଚେରୀ କଡ଼ରେ ଗୁଳିକାଣ୍ଡ । ଘଟଣା ସ୍ଥଳରେ ଜଣେ ଗୁରୁତର । ଗୁଳିକାଣ୍ଡର କାରଣ ଏଯାବତ ଅସ୍ପଷ୍ଟ ରହିଛି । ଗୁରତର ଜଣକ ବିହାର ଅଂଚଳର ରବି ସିଂ ବୋଲି ଜଣାପଡିଛି । ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟଡାକ୍ତରଖାନାରେ ଭର୍ତ୍ତି…

ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ, ଗୁଳି ଓ ବନ୍ଧୁକ ଜବତ

ରାଉରକେଲା(କେନ୍ୟୁଜ୍):ରାଉରକେଲା ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗିରଫ । ଗୁଳି ଓ ବନ୍ଧୁକ ଜବତ । ଅଭିଯୁକ୍ତ ଅଜିତ୍‌ ଓରାମଙ୍କୁ ଗିରଫ କରିଛି ପୋଲିସ୍‌ । ଆଜି ସକାଳେ ଜଲଦା ଫାଣ୍ଡି ଏରିଆରେ ଅଜିତ୍‌ ଲୁଚିଥିବା ଖବର ପାଇବା ପରେ ଚଢାଉ କରିଥିଲା ପୋଲିସ୍‌ । ପୋଲିସ ସହ ଗୁଳି ବିନିମୟ ବେଳେ…

ଆମେରିକାର ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା, ଶିକ୍ଷକ ଓ ଛାତ୍ରୀ ମୃତ

ଆମେରିକାର ସେଣ୍ଟ ଲୁଇସ ହାଇସ୍କୁଲରେ ଗୁଳିକାଣ୍ଡ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ସ୍କୁଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଳିକାଣ୍ଡ ଘଟଣାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗୁଳି କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଆମେରିକାରେ ଗୁଳିକାଣ୍ଡ ଘଟଣା…