Browsing Tag

flower

ବସନ୍ତ ଋତୁର ଦୃଶ୍ୟ ଖୁବ ନିଆରା, ପଳାଶ ଫୁଲର ରଙ୍ଗରେ ରଙ୍ଗାୟିତ ଧରଣୀ ରାଣୀ

ବଣ ଜଙ୍ଗଲ ଘେରା କୋରାପୁଟ ଜିଲ୍ଲା ସୌନ୍ଦର୍ଯ୍ୟର ଗନ୍ତା ଘର ଏବଂ ପ୍ରକୃତିର ବରଦାନ ସଦୃଶ । ବର୍ଷକ ଯାକର ୬ଟି ଋତୁରେ ପ୍ରକୃତିର ଆଶୀର୍ବାଦରୁ ସବୁ ସମୟରେ କିଛି ନା କିଛି ମନଲୋଭା ଦୃଶ୍ୟ ଦେଖିବାକୁ ମିଳେ ସେ ଗାଁ ହେଉ କି ଜଙ୍ଗଲ ହେଉ । ଗୋଟିଏ ପଟେ ବସନ୍ତ ଋତୁକୁ ସ୍ୱାଗତ ଜଣାଇବା ପାଇଁ ସଜେଇ…

ଗଛରେ ଝୁଲୁଛି ପେନ୍ଥା ପେନ୍ଥା ପଳାସ ଫୁଲ, ଲାଲ ରଙ୍ଗରେ ରଙ୍ଗୀନ ହୋଇଛି ଧରଣୀ ରାଣୀ

ସୁବର୍ଣ୍ଣପୁର (କେନ୍ୟୁଜ): ଋତୁରାଜ ବସନ୍ତ ଆଗମନରେ ଚାରି ଆଡ଼େ ଶୋଭା ପାଉଛି ପଳାସ ଫୁଲ । ପ୍ରକୃତି ଓ ପରିବେଶ ମଧ୍ୟରେ ରହିଛି ନିବିଡ ସମ୍ପର୍କ । ପଳାସ ଫୁଲର ରଙ୍ଗର ମାଧୁର୍ଯ୍ୟ ଧରାପୃଷ୍ଠରେ ଭରିଦେଇଛି ସୌନ୍ଦର୍ଯ୍ୟ । ଲାଲ ରଙ୍ଗର ଏହି ପଳାସ ଫୁଲ ସତେ ଯେମିତି ଧରିତ୍ରୀ ରାଣୀର ମଥାର ସିନ୍ଦୁର…

ଏହି ଫୁଲର ତେଲ କେଶ ମୂଳକୁ ମଜବୁତ କରେ, ୨ ସପ୍ତାହ ମଧ୍ୟରେ କେଶ ଝଡ଼ିବା କମ୍‌ କରିଥାଏ

ସଜନା ସାଗ ଖାଇବାକୁ ସମସ୍ତେ ବହୁତ୍‌ ପସନ୍ଦ କରିଥାଆନ୍ତି । ସଜନା ଶାଗ ଭଳି ସ୍ୱାସ୍ଥ୍ୟ ପାଇଁ ଉପକାରୀ ସଜନା ଫୁଲ । ଲହି ଦିନରେ ସଜନା ଶାଗ ପ୍ରଚୁର ପରିମାଣରେ ମିଳିଥାଏ । ଏହା ଏକ ପନିପରିବା ଯାହା ଶରୀରରେ ଡାଇବେଟିସ୍‌ ସନ୍ତୁଳନ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ସଜନା ଶାଗରେ ଅନେକ…

ତ୍ୱଚାରେ ଉଜ୍ଜ୍ୱଳତା ଆଣିବ ଫୁଲରେ ତିଆରି ଫେସ୍‌ ମାସ୍କ, ଜାଣନ୍ତୁ ବ୍ୟବହାର କରିବେ କେଉଁ ଫୁଲ

ଅନେକ ଲୋକଙ୍କୁ ଗାର୍ଡେନିଙ୍ଗ କରିବା ପାଇଁ ବହୁତ ଭଲ ଲାଗେ । ତେଣୁ ସେମାନେ ନିଜ ଘର ବଗିଚାରେ ଅନେକ ପ୍ରକାରର ଫୁଲ ଲଗାନ୍ତି । କିନ୍ତୁ ଏହି ଫୁଲଗୁଡ଼ିକ କେବଳ ଆପଣଙ୍କ ବଗିଚାର ସୌନ୍ଦର୍ଯ୍ୟକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ଚେହେରାକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ । ଆପଣ ଏହି ଫୁଲକୁ…

ପେଟ ପାଇଁ ସାହାରା ଏହି ଫୁଲ ତୋଡ଼ା

ରାତି ପ୍ରାୟ ୩ଟା ହେବ । ଶୂନ୍‌ ଶାନ୍‌ ରାସ୍ତାରେ ଯୁଆଡେ ଆଖି ବୁଲାଇଲେ ଖାଁ ଖାଁ ଲାଗୁଥିଲା । ସାରାସହର ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିଲା ପରେ ଶୋଇ ପଡ଼ିଥିଲା ନିଘୋଡ଼ ନିଦରେ l ଜରି ପ୍ଲାଷ୍ଟିକ ଗୋଟାଳି ନିଜ ବସ୍ତା ଧରି ଜରି ପ୍ଲାଷ୍ଟିକ ଗୋଟାଇବାରେ ବ୍ୟସ୍ତ ଥିଲା l…

ଦୁନିଆର ସବୁଠାରୁ ବଡ଼ ଫୁଲ, ଅନ୍ୟ ଗ୍ରହର ଜୀବ ପରି ଦେଖାଯାଏ ଏହି ଫୁଲ

ଦୁନିଆରେ ପାଖାପାଖି ୪ ଲକ୍ଷ ଭିନ୍ନ ଭିନ୍ନ ପ୍ରଜାତିର ଗଛ ଦେଖିବାକୁ ମିଳେ । ଏହି ଗଛମାନଙ୍କ ମଧ୍ୟରୁ ଫୁଲ ଗଛ ୭୦ ପ୍ରତିଶତ ରହିଛି । ଏଥି ମଧ୍ୟରୁ କିଛି ସୁଗନ୍ଧ ଦେଇଥାଏ ଏବଂ ଅନ୍ୟ କିଛି ଫୁଲ ଗଛରେ ଔଷଧୀୟ ଗୁଣ ରହିଥାଏ । କିନ୍ତୁ ଏହି ସମସ୍ତ ଫୁଲ ମଧ୍ୟରୁ ଏକ ବଡ଼ ଫୁଲ ରହିଛି । ଯାହା ଅନ୍ୟ…

ଗଛ ସବୁଜ ଥାଏ କିନ୍ତୁ ଫୁଲ କାହିଁକି ଅଲଗା ରଙ୍ଗର ହୋଇଥାଏ, ଜାଣନ୍ତୁ ଏମିତି ହେବା ପଛର କାରଣ କଣ?

ଫୁଲ, ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସହିତ ତାଙ୍କର ସବୁ ଫଙ୍କସନ୍‌ କିମ୍ବା ପୂଜା ପାର୍ବଣ ହେଉ ଫୁଲ ସବୁଥିରେ ସାମିଲ ରହିଥାଏ। କୌଣସି ବଡ ପର୍ବ ହେଉ କିମ୍ବା ଘରର ପୂଜା ପାଠ ହେଉ, ଫୁଲର ବହୁତ ଖାସ୍‌ ମହତ୍ତ୍ୱ ରହିଛି। ଏଥିରେ ମଧ୍ୟ ଅଲଗା ଅଲଗା ଅବସରରେ ଅଲଗା ଅଲଗା ରଙ୍ଗର ଫୁଲର…

ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଗଙ୍ଗଶିଉଳୀ ଫୁଲ, ମିଳିବ ଶୀଘ୍ର ଫାଇଦା ଓ ପୂରଣ ହେବ ଆପଣଙ୍କର ସବୁ ମନୋକାମନା

ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ଧନ ଲାଭ ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି। ମାତା ଲକ୍ଷ୍ମୀ ଥରେ ପ୍ରସନ୍ନ ହୋଇଗଲେ ନିଜ ଭକ୍ତଙ୍କ ପାଖରେ କେବେ ବି ଧନର ଅଭାବ କରିନଥାନ୍ତି। ପ୍ରତ୍ୟେକ ଦେବଦେବୀଙ୍କର ପ୍ରିୟ ଫୁଲ, ଭୋଗ ରହିଛି । ଯାହାକୁ ଆମେ ନେଇ ସେହି…

ଭୁଲରେ ବି ଘରେ ରଖନ୍ତୁନି ଏମିତିକା ଫୁଲ, ଦେଖାଦେବ ଆର୍ଥିକ ସଙ୍କଟ

ବାସ୍ତୁ ଅନୁସାରେ ସବୁ କାମ କରିବା ଶୁଭ ହୋଇଥାଏ ବୋଲି କାହିଁ କେଉଁ ଯୁଗରୁ ବିଶ୍ୱାସ ରହି ଆସିଛି। ବାସ୍ତୁ ନିୟମ ଅନୁସାରେ ଯଦି ଘର ତିଆରି କରାଯାଏ, ତେବେ କେବେ ବି ଘରକୁ ବିପଦ କିମ୍ବା ଆର୍ଥିକ ସଙ୍କଟ ଆସି ନଥାଏ। ସେହିଭଳି ଘରର କାନ୍ଥ ବାଡ଼ରେ ମଧ୍ୟ ବାସ୍ତୁ ଅନୁସାରେ ଚିତ୍ର ଓ ପେଣ୍ଟିଂ କରିବା…

ପୂଜା କରିବା ସମୟରେ ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଫୁଲ ଅର୍ପଣ କରିବା ଉଚିତ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି…