Browsing Tag

football

ଫୁଟବଲ ଟିମର ସଦସ୍ୟଙ୍କଠୁ ବି ଅଧିକ ରୋନାଲଡୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା, ବିପାଶା ବସୁଙ୍କ ସହ ବି ଥିଲା ଆଫେୟାର୍ସ

ଫୁଟବଲ ଜଗତର ଷ୍ଟାର ଖେଳାଳି ଭାବେ ପରିଚିତ ପର୍ତ୍ତୃଗାଲର କ୍ରିଷ୍ଟିୟାନୋ ରୋନାଲଡୋଙ୍କୁ କିଏ ବା ନ ଜାଣେ। ଖେଳ ଅପେକ୍ଷା ରୋନାଲଡୋ ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚିତ। ଫୁଟବଲ ଟିମରେ ୧୧ ଜଣ ଖେଳୁଥିବା ବେଳେ କ୍ରିଷ୍ଟିୟାନୋଙ୍କ ଗାର୍ଲଫ୍ରେଣ୍ଡ ସଂଖ୍ୟା ତା'ଠୁ ମଧ୍ୟ ଅଧିକ। ତାଙ୍କର…

Khelo India youth games 2020: ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲା ଓଡିଶା

କେନ୍ଯୁଜ୍ : ଖେଲୋ ଭାରତ ୟୁବା ଖେଲ ୨୦୨୦ ଅଣ୍ଡର-୧୭ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି ଓଡିଶା ଦଳ । ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକ ମ୍ଯାଚ୍ ରେ ଓଡିଶା ଏବଂ ପଞ୍ଜାବ ମୁହାଁମୁହିଁ ହୋଇଥିଲେ । ଏମିତି ଲାଗିଥିଲା କି ପଞ୍ଜାବ ବ୍ରୋଞ୍ଜ ପଦକ ଜିତିଯିବ କାରଣ ମ୍ଯାଚର ୪୮…

ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ଜାହିର କଲେ ଭାରତୀୟ ଫୁଟବଲ ଦଳ ଅଧିନାୟକ ସୁନୀଲ ଛେତ୍ରୀ

ପ୍ରତିବର୍ଷ ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢିଯାଏ । ପୁରା ଏନସିଆର ଅଞ୍ଚଳ ଗ୍ୟାସ ଚାମ୍ବରରେ ପୂରିଯାଏ । ଦିଲ୍ଲୀର ଜନ ସାଧାରଣ ବିଷାକ୍ତ ବାୟୁ ପ୍ରଭାବରେ ଅସ୍ତ ବ୍ୟସ୍ତ ହୋଇପଡନ୍ତି । ଏଥିରୁ ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବା ବାଦ ପଡନ୍ତେ କେମିତି । ଏଥି…

ବାପାଙ୍କ ମୃତ୍ୟୁର ୧୫ ବର୍ଷ ପରେ ତାଙ୍କ ଭିଡିଓ ଦେଖି କାନ୍ଦି ପକାଇଲେ ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡ,…

ଫୁଟବଲ ମୈଦାନ  ପର୍ତ୍ତୁଗାଲ ଖେଳାଳି କ୍ରିଷ୍ଟାୟାନୋ ରୋନାଲ୍ଡଙ୍କ ଖେଳର ଦର୍ଶକଙ୍କୁ ବେଶ୍ ରୋମାଞ୍ଚିତ କରିଥାଏ। ରୋନାଲ୍ଡଙ୍କ ଜୀବନେ ଅନେକ ଝଡ ଝଞ୍ଜା ପରେ ମଧ୍ୟ ତାଙ୍କ ମୁହଁରେ ସର୍ବଦା ହସ ଦେଖିବାକୁ ମିଳିଥାଏ।  ଏମିତି ହୃଦୟ ଖୋଲା ଖେଳାଳିଙ୍କର ଏବେ ଏକ ଟିଭି ସୋରେ ହୃଦୟ ଭାଙ୍ଗି ଯାଇଥିବାର…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି, ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ…

ଓଡ଼ିଶା ସିନିୟର ମହିଳା ଫୁଟବଲ ଟିମ୍‌ରେ କିସ୍‌ ଛାତ୍ରୀ ସଞ୍ଜୁକ୍ତା ତିର୍କି । ଭାରତୀୟ ଟିମରେ ଗୋଲକିପର ଭାବେ ଖେଳିବାକୁ ସଞ୍ଜୁକ୍ତା ମନୋନୀତ ହୋଇଛନ୍ତି । ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ୨୫ତମ ମହିଳା ଫୁଟବଲ ଚାମ୍ପିୟନସିପ୍‌ରେ ସେ ଭାଗ ନେବେ । ୧୦ରୁ ୨୪ ସେପ୍ଟେମ୍ବର ଯାଏ ଟୁର୍ଣ୍ଣାମେଣ୍ଟ…

ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି, ସୂଚନା ଦେଲେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଇଣ୍ଡିଆନ ସୁପର ଲିଗ୍‌ରେ ସାମିଲ ହୋଇଥିବା ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି । ଶୁଭମ୍‌ ଷଡଙ୍ଗୀ ଓ ଅଙ୍କିତ ଭୂୟାଁ ଓଡ଼ିଶା ଦଳରେ ସାମିଲ ହେବେ । ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏମାନଙ୍କ ବ୍ୟତୀୟ ଅନ୍ୟ କିଛି…

ଟାଟା ପକ୍ଷରୁ ଆୟୋଜିତ ହେଲା ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମ ସଂସ୍କରଣରେ ସୁକିନ୍ଦା ମିଡ଼ିଆ ଏକାଦଶ ଚମ୍ପିୟନ୍

ଯାଜପୁର ଟାଉନ: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲଟ୍-୨ ସ୍ପୋଟ୍ସ କମ୍ପେ୍ଲକ୍ସ ପଡ଼ିଆରେ ଆଜି ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ମିଡ଼ିଆ କପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁକିନ୍ଦା ମିଡ଼ିଆ ଏକାଦଶ ଫାଇନାଲ୍ ମ୍ୟାଚ ରେ ବ୍ୟାସନଗର ମିଡ଼ିଆ ଏକାଦଶକୁ ୪-୦ଗୋଲରେ ହରାଇ ଟାଟା ଷ୍ଟିଲ ମିଡ଼ିଆ ଫୁଟବଲ କପର ପ୍ରଥମ…

ମଇଦାନରେ ଦେଖିବାକୁ ମିଳିଲା ଅଭିଷେକ ଏବଂ ରଣବୀରଙ୍କ ଦୋସ୍ତାନା

ବଲିଉଡର ବହୁ ଷ୍ଟାର ଯାହାଙ୍କୁ ଫୁଟବଲ୍ ପ୍ରତି ଆଗ୍ରହ ରହିଛି। କେବଳ ଏହା ନୁହେଁ ଏହି ଷ୍ଟାର ମାନେ ପ୍ରାୟତଃ ରବିବାର ଦିନ ଗ୍ରାଉଣ୍ଡରେ ଏକାଠି ହୋଇ ମ୍ୟାଚ୍ ଖେଳିଥାନ୍ତି । ଏହି ସମୟରେ ସମସ୍ତଙ୍କ ଭିତରେ ଥିବା ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ । ଏହି ଷ୍ଟାରସ୍ ମାନେ ଏକ ଟିମ୍ ମଧ୍ୟ ବନେଇଛନ୍ତି…

ପ୍ରେଣ୍ଡସିପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିତିଲା ଅଫିସର୍ସ ଇଲେଭେନ

ଭୁବନେଶ୍ବର(କେନ୍ଯୁଜ୍) : ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଫ୍ରେଣ୍ଡସିପ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଅଫିସର୍ସ ଇଲେଭେନ ବିଜୟୀ । ଟାଟାଷ୍ଟିଲ୍ ଇଲେଭେନକୁ ୧-୦ରେ ହରାଇଛି । ଆଜି ଟାଟା ଷ୍ଟିଲ୍ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ । ଏଥିରେ…

ଆଜିଠୁ ଫିଫା ବିଶ୍ବ କପ୍ : ପ୍ରଥମ ମ୍ୟାଚରେ ରୁଷିଆ-ସାଉଦି ଆରବ ମୁକାବିଲା

ନୂଆଦିଲ୍ଲୀ : ଆଉ କେଇ ଘଣ୍ଟାର ଅେପକ୍ଷା । ରୁଷରୁ ସାରା ବିଶ୍ୱ ଦେଖିବ ଫୁଲବଲ୍‌ ମହାକୁମ୍ଭ । ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଫିଫା ଓ୍ଵାଲ୍ଡର୍କପ୍‌ । ରୁଷିଆରେ ପ୍ରଥମଥର ଆୟୋଜିତ ହେଉଥିବା ବିଶ୍ୱର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡେ ଫୁଟବଲ୍‌ ଫିଭ୍‌ର । ଶକ୍ତି ପ୍ରଦଶର୍ନ…