Browsing Tag

Gangrape

ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ମହିଳା ଗଣଦୁଷ୍କର୍ମର ଶିକାର, ପୋଲିସ ସବଇନ୍ସପେକ୍ଟର ସମେତ ୭…

ସ୍ୱାମୀର ଅସହ୍ୟ ଯନ୍ତ୍ରଣା ସହି ନ ପାରି ଥାନାରେ ଅଭିଯୋଗ ପାଇଁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା । ହେଲେ ସେଠାରେ ପୋଲିସ ଏସଆଇ ଏବଂ ତାଙ୍କ ସାଙ୍ଗମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ହରିୟାଣା…

ନାବାଳିକାକୁ ଗଣଦୁଷ୍କର୍ମ କରିବା ପରେ ଡିଜେଲ ପକାଇ ଜୀବନ୍ତ ଜଳାଇଲେ ଦୁର୍ବୃତ୍ତ, ପୀଡିତାଙ୍କ ଅବସ୍ଥା ଗୁରୁତର

ଉତ୍ତରପ୍ରଦେଶରେ ପିଲିଭିତରେ ଜଣେ ୧୬ ବର୍ଷୀୟ ଦଳିତ ନାବାଳିକାକୁ ଘରେ ପଶି ଗଣଦୁଷ୍କର୍ମ କରିବା ପରେ ଡିଜେଲ ଢାଳି ନିଆଁ ଲଗାଇ ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣାରେ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ…

ସିଓଙ୍କ ଠାରୁ ଡିଆଇଜିଙ୍କ ପର୍ଯ୍ୟନ୍ତ କେହି ଶୁଣିଲେନି, ଶେଷରେ ନିରାଶ ହୋଇ ଜୀବନ ହାରିଲା ଗଣଦୁଷ୍କର୍ମ ପୀଡ଼ିତା…

ଉତ୍ତର ପ୍ରଦେଶ: ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ନିରାଶ ହୋଇ ଜୀବନ ହାରିଲା ଦୁଷ୍କର୍ମ ପୀଡ଼ିତା ନାବାଳିକା। ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣିନଥିଲେ। ଏଣୁ ବାଧ୍ୟ ହୋଇ ଦଉଡ଼ି ଦେଇଛି ଏହି ନିରୀହ ପୀଡ଼ିତା। ଉତ୍ତର ପ୍ରଦେଶର…

ଦିଲ୍ଲୀରେ ପୁଣି ଲଜ୍ଜା, ଚଳନ୍ତା କାରରେ ୩ ସାଙ୍ଗ ମିଶି ଲୁଟିଲେ ନାବାଳିକାର ଇଜ୍ଜତ; କଲେ ଭିଡିଓ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁଣି ଥରେ ଦିଲ୍ଲୀ ରାସ୍ତାରେ ଗଣଦୁଷ୍କର୍ମର ଶିକାର ହୋଇଛି ନାବାଳିକା। ଚଳନ୍ତା କାରରେ ସାଙ୍ଗମାନେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି। ଏହି ପୂରା ମାମଲାରେ ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ୩ ଯୁବକ ତାଙ୍କୁ…

ପ୍ରଥମେ ମହିଳାଙ୍କୁ ୬ ଜଣ ମିଶି କଲେ ଗଣଦୁଷ୍କର୍ମ, ଆଉ ତା’ ପରେ ୩୦୦ ଟଙ୍କାରେ ବିକିଲେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବନ୍ଦାୟୁ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରି ପୀଡିତାଙ୍କ ଭିଡିଓକୁ ମାତ୍ର ୩୦୦ ଟଙ୍କାରେ ବିକିଲେ ଅଭିଯୁକ୍ତ। ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଏଥିରେ ଦୁଇ ନାବାଳକ ମଧ୍ୟ ସାମିଲ ରହିଛନ୍ତି। ଯାହାଙ୍କ ବୟସ ୧୫ ଓ ୧୭ ବର୍ଷ।…

୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ, ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ

କଟକ ( କେନ୍ୟୁଜ) : ସାଲେପୁର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ୧୩ ବର୍ଷର ନାବାଳିକା ଝିଅକୁ ଦୁଇ ଜଣ ଅଭିଯୁକ୍ତ ଘରେ ଏକୁଟିଆ ଥିବା ଦେଖି ଦୁଷ୍କର୍ମ କରିଥିଲେ। ଏହି ଦୁଇ ଜଣ ଅଭିଯୁକ୍ତ ଯେପରି ଭାବେ ଦୁଷ୍କର୍ମ କରିଛନ୍ତି ଆପଣଙ୍କ ରକ୍ତ ଗରମ ହୋଇଯିବ।…

ୟୁପିରେ ନିର୍ଭୟାକାଣ୍ଡର ପୁନରାବୃତ୍ତି: ଗଣଦୁଷ୍କର୍ମ ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌, ଭାଙ୍ଗିଲେ ଗୋଡ଼

ନିର୍ଭୟାକାଣ୍ଡର ପୁନରାବୃତ୍ତି। ପୁଣିଥରେ ମହିଳାଙ୍କ ଉପରେ ହୋଇଛି ପାଶବିକ ଅତ୍ୟାଚାର। ଉତ୍ତର ପ୍ରଦେଶର ବଦାୟୁଁରେ ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ବୀଭତ୍ସ କାଣ୍ଡ ଦୋହରା ଯାଇଛି। ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ରଡ୍‌ ପୂରାଇ ଦେଇଛନ୍ତି ପିଶାଚ। ଫଳରେ…

ମିଳିଲାନି ନ୍ୟାୟ, ବାଧ୍ୟ ହୋଇ ଆତ୍ମହତ୍ୟା କଲେ ଗଣଦୁଷ୍କର୍ମ ପୀଡ଼ିତା

ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜଣେ ବିଏଏଲ୍‌ଏଲ୍‌ବିର ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ କିଛି ଦିନ ପୂର୍ବରୁ ଯୁବତୀଙ୍କ ପ୍ରେମିକ ଓ ତାଙ୍କର କିଛି ସାଙ୍ଗ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନ୍ୟାୟ ପାଇଁ ସେ ପୋଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ମାତ୍ର…

ଜୀବନ ନଷ୍ଟ କରିଦେଲା ସାଙ୍ଗ ! ନିଜ ବାର୍ଥଡେ ପାର୍ଟିରେ ଗଣ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ବନ୍ଧୁତାରେ ବିଷ ଦେଲା ବନ୍ଧୁ। ସାଙ୍ଗ କଲା ସାଙ୍ଗକୁ ଦୁଷ୍କର୍ମ। ନିଜ ବାର୍ଥଡେ ଦିନ ହିଁ ଗଣଦୁଷ୍କର୍ମର ଶିକାର ହେଲେ ବିୟୁଟସିଆନ। ଜନ୍ମଦିନ ପାର୍ଟିରେ ତାଙ୍କରି ନିଜ ସାଙ୍ଗ କଲେ ଦୁର୍ଷ୍କମ। ସଙ୍ଗମନଗରୀ ପ୍ରୟାଗରାଜର ଘୁମନଗଞ୍ଜ ଥାନା ଅଞ୍ଚଳରେ ଜଣେ ବିୟୁଟିସିଆନ୍‌ ଗ୍ୟାଙ୍ଗରେପର ଶିକାର…

ନାବାଳିକାକୁ ରାସ୍ତାରୁ ଟେକି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କଲେ ୪ ଯୁବକ, ପାଟି ଖୋଲିଲେ ଜୀବନରୁ ମାରି ଦେବାକୁ ଧମକ

ଥମିବାର ନାଁ ଧରୁନି ନାରୀ ନିର୍ଯାତନା। କେତେବେଳେ କୁନି ଝିଅ ତ ଆଉ କେତେବେଳେ ବୃଦ୍ଧାଙ୍କ ଉପରେ ହେଉଛି ପାଶବିକ ଅତ୍ୟାଚାର। ପୁରୁଷଙ୍କ ଡରରେ ଏବେ ଝିଅମାନେ ଘରୁ ବାହାରିବାକୁ ବି ଡରିଲେଣି। କିଏ ଜାଣିଛି କେତେବେଳେ ରାସ୍ତାରେ ଅପେକ୍ଷା କରି ରହିଥିବ ମଣିଷ ଶରୀର ଲୋଭୀ ରାକ୍ଷସ ଆଉ ନିରୋଳାରେ…

ବିବାହିତା ମହିଳା ହେଲେ ଗଣଦୁଷ୍କର୍ମର ଶିକାର ! ଭିଡିଓ ହେଲା ଭାଇରାଲ: ସ୍ୱାମୀ, ଶ୍ୱଶୁର ଏବଂ ଦେଢଶୁରଙ୍କ ନାମରେ ଅଭିଯୋଗ…

ଜୟପୁର ; ଅଲଭର ଜିଲ୍ଲା ଲକ୍ଷ୍ମଣଗଡରେ ପୁଣି ଜଣେ ବିବାହିତା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହି ମହିଳା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହେବା ପରେ ଗଣଦୁଷ୍କର୍ମ ଏବଂ ଅଶ୍ଳୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ପଡ଼ୋଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଲେ ଗଣଦୁଷ୍କର୍ମ ପୀଡ଼ିତା, ଦୁଇ ଭାଇଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା

କାନପୁରର ରାୟପୁରଓ୍ଵା ଅଞ୍ଚଳରେ ଶୁକ୍ରବାର ରାତିରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ପଡ଼େଶୀଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତଦେହ ଏକ କୋଠାରିରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ…