Browsing Tag

ganja

ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୩ ମହିଳା ଗଞ୍ଜେଇ ବେପାରୀ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୩ ମହିଳା ଗଞ୍ଜେଇ ବେପାରୀ ଗିରଫ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସେମାନଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଜବତ ହୋଇଛି ୩୦ କେଜି ଓଜନର ଗଞ୍ଜେଇ । ଗିରଫ ମହିଳାମାନେ ହେଲେ କୋଲକାତାର ସିଆ ଶର୍ମା, ମାର୍ଜିନା ବିବି ଓ କନ୍ଧମାଳର ସରସ୍ୱତୀ ନାୟକ ।…

କୋରାପୁଟ: ପିଚୁ ଟ୍ୟାଙ୍କରରୁ ୩୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପିଚୁ ଟ୍ୟାଙ୍କରରୁ ୩୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ୨୭ ନମ୍ବର ଜାତୀୟ ରାଜପଥର କୁଟୁଗାଁ ଛକ ନିକଟରେ ସେମିଳିଗୁଡ଼ା ପୋଲିସ ଗଞ୍ଜେଇ ଜବତ କରିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳରୁ ବିହାରକୁ ପିଚୁ ଟ୍ୟାଙ୍କରରେ ୬୭୫ କେଜି ଗଞ୍ଜେଇ ଚାଲାଣ…

୪୯ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କଲା ଉମରକୋଟ ପୋଲିସ୍, ୪ ଚାଲାଣକାରୀ ଗିରଫ

ଉମରକୋଟ: ଚାରି ଜଣ ଗଞ୍ଜେଇ ଚାଲାଣକାରୀଙ୍କ ଗିରଫ ସହ ସାତ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଉମରକୋଟ ପୋଲିସ । ଏଥିସହ ୪ ବାଇକ ଜବତ ହୋଇଛି । ସୂଚନା ଅନୁସାରେ ଗତ ରାତିରେ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ ପୋଲିସ ଚାନ୍ଦିୟାବେଡା ଗାଁର ରବିନାରାୟଣ ସମରଥଙ୍କ ଘରେ ଅଚାନକ ଚଢ଼ାଉ କରି…

ଲମତାପୁଟ ପୋଲିସକୁ ସଫଳତା: ଚୋରା ଚାଲାଣବେଳେ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ : ଲମତାପୁଟ ପୋଲିସକୁ ସଫଳତା। ଚୋରା ଗଞ୍ଜେଇ ଚାଲାଣ ବେଳେ ଗାଡି ସହ ୬ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାସହ ଜଣଙ୍କୁ ଗିରଫ କରିଛି ପୋଲିସ୍। ଆନ୍ଧ୍ର ସୀମାନ୍ତବର୍ତି ଅଂଚଳରୁ ଲମତାପୁଟ ଦେଇ ଜୟପୁର ଅଭିମୁଖେ ଚାଲାଣ କରାଯାଉଥିବାବେଳେ ଡକରିପୁଟ ନିକଟରୁ ପୋଲିସ ଜବତ କରିଥିଲା।…

ରାୟଗଡ଼ା ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ । ବିଷମକଟକ ଏସ୍‌ଡିପିଓ ନେତୃତ୍ୱରେ ଏକ ଟିମ୍‌ ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି। ଯାଞ୍ଚ ବେଳେ ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦…

ମଙ୍ଗୁଳି ଛକ ନକଟରେ କାର ଭିତରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ, ୨ ଅଭିଯୁକ୍ତ ଅଟକ

କଟକ: ପୁଣି ଜବତ ହେଲା ଗଞ୍ଜେଇ । ଏକ କ୍ୟୁଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ। ଏକ କାର ଭିତରୁ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ୍। ସୂଚନା ଥାଉକି, କଟକ ଅବକାରୀ ଫ୍ଲାୟିଙ୍ଗ ସ୍କ୍ବାର୍ଡ ପକ୍ଷରୁ ମଙ୍ଗୁଳି ଛକରୁ ଏହି ଗଞ୍ଜେଇ ଜବତ…

ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ

ମାଲକାନଗିରି: ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ। ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗାଡି ଜାଳିଦେଇଛନ୍ତି। ମାଲକାନଗିରି ଚଲାନଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ପୋଲିସ ହାତରେ…

ଚୋରା ଚାଲାଣ ବେଳେ କଟକ ବାଲିକୁଦା ଛକରୁ ୨୨ କେଜି ଗଞ୍ଜେଇ ଜବତ, ୩ଗିରଫ

କଟକ : ଚୋରା ଚାଲାଣ ବେଳେ ୨୨ କେଜି ଗଞ୍ଜେଇ ଜବତ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାଡ । ଭୋର ୬ଟା ସମୟରେ କଟକ ବାଲିକୁଦା ଛକ ନିକଟରେ ଏହାକୁ ଜବତ କରାଯାଇଛି । ଏକ ଆଲଟୋ କାରରେ ଗଞ୍ଜେଇ ଯାଉଥିବା ଖବର ପାଇଁ ଅବକାରୀ ବିଭାଗ ଚଢ଼ାଉ କରିଥିଲା । ଗାଡି ଭିତରୁ ୩ ଅଭିଯୁକ୍ତଙ୍କୁ ଗିରଫ…

ଘର ଭିତରୁ ପାଖାପାଖି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କଳାହାଣ୍ଡି ବଲଦିଆମାଲ ଗାଁର ଗଜାନନ ଗିରଫ

ଭବାନୀପାଟଣା (କେ ନ୍ୟୁଜ୍‌) : ଘର ଭିତରୁ ଜବତ ହେଲା ପ୍ରାୟ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଲଦିଆମାଲ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଗ୍ରାମର ଗଜାନନ ମେହେରଙ୍କ ଘରୁ ୧ କ୍ୱିଣ୍ଟାଲ ୮୨କେଜି ନୀଳ ଜହର ଜବତ ହୋଇଛି । ଏହାର ମୂଲ୍ୟ…

ଭୁବନେଶ୍ୱର ଝାରପଡାରୁ ୮୩ କେଜି ଗଞ୍ଜେଇ ଜବତ, ୪ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡା କେନାଲ ରୋଡରେ ଗଞ୍ଜେଇ ବିକ୍ରୀ ଅଭିଯୋଗରେ କମିସନରେଟ୍ ପୋଲିସ ଦ୍ୱାରା ୪ ଜଣଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, କମିସନରେଟ୍ ପୋଲିସ୍ ଏବଂ ଲକ୍ଷ୍ମୀସାଗର ପୋଲିସର କୁଇକ୍ ଆକ୍ସନ୍ ଟିମ୍ ଆଜି ଏକ ସ୍ଥାନରେ ମିଳିତ ଚଢାଉ କରିଥିଲେ । ଚଢାଉ ସମୟରେ ଚାରି ଜଣ…

କନ୍ଧମାଳ: ସ୍କୁଟିରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ, ଡ଼ିକିରୁ ୮ କେଜି ଓଜନର ଜବତ

କନ୍ଧମାଳ(କେ ନ୍ୟୁଜ): ଦିନ କୁ ଦିନ କନ୍ଧମାଳରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି l ଗଞ୍ଜେଇ ମାଫିଆ ବାଲିଗୁଡା ଓ ନୂଆଗାଁ ଥାନା ଅଂଚଳରୁ ବାହାରକୁ ଚାଲାଣ କରିଥାନ୍ତି l ବିଭିନ୍ନ ସମୟରେ ପୋଲିସ ହାତରେ ଧରା ପଡିବା ସହ ବ୍ୟବହୃତ ଗାଡି ମଧ୍ୟ ସିଜ କରିଥାଏ ପୋଲିସ l କିନ୍ତୁ ଗଞ୍ଜେଇ…

ବାଲିଗୁଡ଼ା: ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ, ୧୭ କୋଟିରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା : ୧୭ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ । ଅପରେସନ୍‌ ଗଞ୍ଜେଇ ନଷ୍ଟ ଅଭିଯାନରେ ଚଢାଉ କରି ୧ ଲକ୍ଷ ୭୫ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି । ପୋଲିସ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ବାଲିଗୁଡ଼ା ଥାନା ସିନ୍ଦିରୀ ଗାଁ, ନୀଳିପଡ଼ା,…