Browsing Tag

ganja

ଗଜପତି ତିଲ୍ଲୀକର ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ, ୧୨ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା: ଗଜପତି ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଅନୁଗୁର ପଞ୍ଚାୟତ ତିଲ୍ଲୀକର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ୬୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଏକ ଲକ୍ଷ ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ…

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କଲା ବାଲିଗୁଡା ପୋଲିସ୍

ବାଲିଗୁଡା: ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ ବେଆଇନ ଗଂଜେଇ ଚାଷ ନଷ୍ଟ କରିଛି ବାଲିଗୁଡା ପୋଲିସ । ଅପରେସନ ଗଂଜେଇ ନଷ୍ଟ ଅଭିଯାନରେ ଚଢ଼ାଉ କରି ଏକ ଲକ୍ଷ ୫୫ହଜାର ଗଂଜେଇ ଗଛକୁ କାଟି ପୋଡି ଦିଆଯାଇଛି । ବାଲିଗୁଡା ଥାନା ବାଦିକେତା ଅଂଚଳରେ ବେଆଇନ ଗଂଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗର ମିଳିତ…

କୋରାପୁଟ: ବୋଲେରୋ ଗାଡ଼ି ଭିତରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେ ନ୍ୟୁଜ): ପୋଲିସ ହାତରେ ଧରା ପଡିଲେ ଏକ ବଡ ଗଞ୍ଜେଇ ଚାଲାଣ ର‍୍ୟାକେଟ୍ ‌। କୋରାପୁଟରୁ ପୁଣି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ହନୁମାଳ ଛକରୁ ପ୍ରାୟ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ମାଛକୁଣ୍ଡ ପୋଲିସ ଓ ବିଏ୍‌ଏଫ୍‌ର ମିଳିତ ଚଢାଉରେ ଏକ…

ଦାରିଙ୍ଗିବାଡି: ଚୋରା ଚାଲାଣ ବେଳେ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ

ଦାରିଙ୍ଗିବାଡି: ଦାରିଙ୍ଗିବାଡି ଥାନା କିରୀକୁଟି ପଞ୍ଚାୟତର ଆଦିବାସୀ କଲେନୀ ସାହିରେ ଦୁଇଜଣ ଯୁବକ ରାସ୍ତାର ପାଶ୍ୱରେ ଗଞ୍ଜେଇ ରଖି ବାହାରକୁ ଚାଳନ କରିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ଉକ୍ତ ଯୁବକଙ୍କ ବିଷୟରେ ସୂଚନା ପାଇ ଚତୁରତା ସହିତ ଦାରିଙ୍ଗବାଡି ପୋଲିସ ଘଟଣା…

କୋରାପୁଟ ମାଝିଗୁଡା ଛକ ନିକଟରେ ୨କୁଇଣ୍ଟାଲ ଗଞ୍ଜେଇ ସହ ୪ଟି ବାଇକ ଜବତ କଲା ବୈପାରିଗୁଡା ପୋଲିସ୍, ୨ ମାଫିଆ ଗିରଫ

କୋରାପୁଟ : ପୋଲିସକୁ ଚକମା ଦେଇ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ରୋଡ ମାଝିଗୁଡା ଛକ ନିକଟରେ ପୋଲିସ ଚେକିଂ କରୁଥିବା ବେଳେ ଧରାପଡିଛନ୍ତି ଗଞ୍ଜେଇ ମାଫିଆ । ବୈପାରିଗୁଡା ପୋଲିସ ଦ୍ୱାରା ୨କୁଇଣ୍ଟାଲ ଗଞ୍ଜେଇ ଓ ୪ଟି ବାଇକ ଜବତ ହୋଇଛି । ଘଟଣାରେ…

କୋରାପୁଟ: ପିକଅପ ଭ୍ୟାନରୁ ୭ କ୍ବିଣ୍ଟାଲ ଓଜନର ଗଂଜେଇ ଜବତ କଲା ମାଛକୁଣ୍ଡ ପୋଲିସ

କୋରାପୁଟ: କୋରାପୁଟ ପୋଲିସକୁ ପୁଣି ଥରେ ଆଉ ଏକ ବଡ ସଫଳତା ମିଳିଛି । ମାଛକୁଣ୍ଡ ପୋଲିସ ଦ୍ବାରା ବିପୁଳ ପରିମାଣର ଗଂଜେଇ ଜବତ ହୋଇଛି । ଭୋର ସମୟରେ ଏକ ପିକଅପ ଭ୍ୟାନରେ ବିପୁଳ ପରିମାଣର ଗଂଜେଇ ଚାଲାଣ କରାଯାଉ ଥିବାବେଳେ ମାଟାମପୁଟ ନିକଟରେ ପୋଲିସ ଦ୍ୱାରା ଧରାପଡ଼ିଥିଲେ । ଗାଡି ସହ ପ୍ରାୟ ୭…

ଭୁବନେଶ୍ୱର ଖଣ୍ଡଗିରି ଛକରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ୯୫ କେଜି ଗଞ୍ଜେଇ ଜବତ । ଅବକାରୀ ମୋବାଇଲ ସ୍କ୍ଵାଡ ଭୁବନେଶ୍ୱର ଖଣ୍ଡଗିରି ଛକରୁ ଗଞ୍ଜେଇ ଭର୍ତ୍ତି ବୋଲେରୋ ଗାଡ଼ି ଜବତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ । ଏହାସହ ଏଥିରେ ଜଣଙ୍କୁ…

ସୋରଡା: ଜରାଉ ଛକ ନିକଟରୁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଜରାଉ ଛକ ଠାରେ ଏସ୍ ଆଇ ଅରତତ୍ରଣ ଯାନୀଙ୍କ ଦ୍ଵାରା ବ୍ଲକିଙ୍ଗ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲେ । ସେଥିରେ ଗଞ୍ଜେଇ ଥିବା ଜାଣି ଥାନା ପରିସରକୁ ଆଣିଥିଲେ । ରବିବାର ଅପରାହ୍ନ…

ମୋହନା: କଣ୍ଟେନର ସହ ୩କୋଟି ଟଙ୍କାର ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ଆର ଉଦୟଗିରି ପୋଲିସଙ୍କୁ ମିଳିଛି ଏକ ବଡ ସଫଳତା । ଗଜପତି–ରାୟଗଡା ସୀମାନ୍ତ ଅଞ୍ଚଳରୁ ୧୦କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବିହାରର ଗାଡି ଡ୍ରାଇଭର ଧରମ୍‌ କୁ ଗିରଫ କରିଛନ୍ତି । ସୂଚନା…

ଡ୍ରଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ ରିୟା, କହିଲେ ‘ସୁଶାନ୍ତ ବେଳେବେଳେ ଗଞ୍ଜେଇ ଟାଣୁଥିଲେ, କିନ୍ତୁ …’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ମୁହାଁଉଛି। ଏବେ ଏହି ମାମଲାରେ ରିୟାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଛି ପୋଳିସ। ତେବେ ଏହି ମାମଲାରେ ଆଜି ପୁଣିଥରେ ଏନ୍‌ସିବି ରିୟାଙ୍କୁ ଜେରା କରୁଛି। ଜେରା ବେଳେ ରିୟା…

ଗଜପତି ଜିଲ୍ଲାରୁ ପୁଣି କୋଟିଏ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଗିରଫ

ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏବଂ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ପୃଥକ ସ୍ଥାନରୁ ୨୦ କ୍ୱିଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିବା ସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ୬ ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇ ମୂଲ୍ୟ କୋଟିଏ ୨୦ ଲକ୍ଷ…

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ

ମୋହନା: ଶୌଚାଳୟ ଝରକା କାଚ ଭାଙ୍ଗି ପୋଲିସ୍ ହେପାଜତରୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ । ଅଭିଯୁକ୍ତ ଜଣଙ୍କ ହେଲା ପୁରୀ ସଦର ଥାନା ଅଞ୍ଚଳର ପ୍ରମୋଦ ମଲ୍ଲିକ୍‌ । ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ପ୍ରମୋଦକୁ ଗିରଫ କରିଥିଲା ଗଜପତି ଜିଲ୍ଲା ଆର…