Browsing Tag

gas leak

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍ ଘଟଣା, ମୃତ୍ଯୁସଂଖ୍ଯା ୪କୁ ବୃଦ୍ଧି

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ । ଗ୍ୟାସ୍‌ ଲିକ୍‌ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ୪ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । ତେବେ କିଛି ସମୟ ପରେ ୨ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ…

ଭୁବନେଶ୍ବରର ଗଙ୍ଗନଗରରେ ଅଘଟଣ: ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ, ୨ ଗୁରୁତର

ଭୁବନେଶ୍ବର: ଗଙ୍ଗନଗରରେ ଅଗ୍ନିକାଣ୍ଡ। ଚୁଲାରୁ ଗ୍ୟାସ୍ ଲିକ୍ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଶୁଣିବାକୁ ମିଳିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଉଛନ୍ତି ରାଧା ବେହେରା,ଅର୍ଜୁନ ବେହେରା। ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା…

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୨ ମୃତ, ୧୫ କର୍ମଚାରୀ ଆହତ

ଉତ୍ତର ପ୍ରଦେଶ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଇଫକୋ ପ୍ଲାଣ୍ଟରେ ଗ୍ୟାସ ଲିକ୍‌,୨ ମୃତ। ୧୫ଜଣ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗ୍ୟାସ ଲିକ୍‌ ଏବେ ବନ୍ଦ ହୋଇଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣାଟି ଘଟିଛି। କାରଖାନାର ଗୋଟିଏ…

ଓଏମ୍‌ପି ଓଭର ବ୍ରିଜ୍‌ ଉପରେ କିଛି ଅଘଟଣ ଘଟିବା ପୂର୍ବରୁ….

କଟକ (କେ ନ୍ୟୁଜ୍‌) : ଠିକଣା ସମୟରେ ଲୋକେ ଦେଖିଲେ ଓ ଖବର ଦେଲେ । ଟ୍ରାଫିକ୍‌ ପୋଲିସ୍‌ର ତତ୍ପରତା ରକ୍ଷା କରିଦେଲା । ଆଉ ଏଡ଼ାଇ ଦିଆଯାଇ ପାରିଲା ଏକ ବଡ଼ ଅଘଟଣକୁ । ଆଜି ବିଶାଖାପଟଣାରୁ କଟକ ଆସୁଥିବା ଏକ ଅକ୍ସିଜେନ୍‌ ଗ୍ୟାସ ଥିବା କଣ୍ଟେନରରୁ ଗୋପାଳପୁର ଠାରେ ଗ୍ୟାସ ଲିକ କଲା । ରାସ୍ତାରେ…

ରୋଷେଇ କରୁଥିବା ବେଳେ ଗ୍ଯାସ୍ ଲିକ୍, ୪ ଗୁରୁତର

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ସଦର ଥାନା ଅନ୍ତର୍ଗତ ରସାଳପୁର ଅଞ୍ଚଳରେ ଗ୍ଯାସ ଲିକ୍ ହୋଇ ଅଗ୍ନିକାଣ୍ଡରେ ଚାଳ ଘର ପୋଡିବା ସହ ୪ଜଣ ଗୁରୁତର ହୋଇଛନ୍ତି। ୪ଜଣଙ୍କ ମଧ୍ଯରୁ ୨ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଜଣ ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।…

ଚାନ୍ଦବାଲି ସିନେମା ବଜାର ନିକଟରେ ଗ୍ୟାସ୍ ଲିକ୍ ହୋଇ ଭୟାବହ ଅଗ୍ନିକାଣ୍ଡ, ୮ଟି ପରିବାରର ୧୦ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସିନେମା ବଜାର ନିକଟରେ ଅଗ୍ନିକାଣ୍ଡରେ ୮ଟି ପରିବାରର ୧୦ବଖରା ଘର ପୋଡିବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ। ସୂଚନା ଅନୁସାରେ, ଗୀତରାଣୀ ନାମକ ଜଣେ ମହିଳା ମଧ୍ୟାନ୍ନରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ହଠାତ ନିଆଁ…

ତିନି କିମି ପର୍ଯ୍ୟନ୍ତ ବ୍ୟାପିଲା ବିଷାକ୍ତ ଗ୍ୟାସ, ୧୦ ମୃତ ୧୦୦୦ ହସ୍ପିଟାଲରେ ଭର୍ତ୍ତି ଏବଂ ୫ ହଜାରରୁ ଉର୍ଦ୍ଧ୍ବ ଲୋକ…

କରୋନାର ତାଣ୍ଡବ ବେଳେ ଏବେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣମର ଆର ଆର ଭେଙ୍କଟପୁରମ ଗାଁରେ ଥିବା ଏଲଜି ପଲିମର ଉଦ୍ୟୋଗରେ ରାସାୟନିକ ଗ୍ୟାସ ଲିକ ହୋଇଛି। ଯାହା ଫଳରେ ଜଣେ ଛୋଟ ଶିଶୁ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପାଖାପାଖି ୧୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ…