Browsing Tag

Gautam Adani

କରମଣ୍ଡଳ ଦୁର୍ଘଟଣାରେ ଗୌତମ ଅଦାନୀଙ୍କ ବଡ଼ ଘୋଷଣା, ଗ୍ରହଣ କରିବେ ମୃତକଙ୍କ ପିଲାମାନଙ୍କ ପାଠପଢ଼ା ଦାୟିତ୍ୱ

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣାରେ ଗୌତମ ଅଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ଦୁର୍ଘଟଣାରେ ମା’, ବାପାଙ୍କୁ ହରାଇଥିବା ପିଲାମାନଙ୍କ ଶିକ୍ଷାର ଦାୟିତ୍ୱ ଅଦାନୀ ଗ୍ରୁପ୍ ଗ୍ରହଣ କରିବ। କହି ରଖୁଛୁ ଯେ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାୟ ୨୭୫ ଜଣ ଯାତ୍ରୀ ପ୍ରାଣ…

ଗୌତମ ଆଦାନୀଙ୍କ ବୋହୂ ହେବାକୁ ଯାଉଛନ୍ତି ଦିଭା ଜୈମିନ ଶାହ, ସରିଲା ସାନପୁଅ ଜିତ୍‌ ଆଦାନୀଙ୍କ ନିର୍ବନ୍ଧ

ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ଘରେ ପୁଣିଥରେ ଶାହାନାଇ ବାଜିବାକୁ ଯାଉଛି। ତାଙ୍କ ସାନପୁଅ ଜିତ ଆଦାନୀଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ରିପୋର୍ଟ ମୁତାବକ, ଜଣାଶୁଣା ହୀରା ବ୍ୟବସାୟୀଙ୍କ ଝିଅ ଦିଭା ଜୈମିନ ଶାହ ଏବେ ଆଦାନୀ ପରିବାରରେ ସାନ ବୋହୂ ଭାବରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।…

ହିଣ୍ଡେନବର୍ଗ – ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ

କେନ୍ୟୁଜ୍‌(ବ୍ୟୁରୋ): ହିଣ୍ଡେନବର୍ଗ – ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅଭୟ ମନୋହର ସାପ୍ରେଙ୍କ ନେତୃତ୍ୱରେ କମିଟି ଗଠନ ହୋଇଛି ।…

କ୍ଷୟ ହେଉଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ, ହରାଇଲାଣି ୮ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ : କ୍ଷୟ ହେବାରେ ଲାଗିଛି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ। ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ୧୦୦ ବିଲିୟନ ଡଲାର ବା ପ୍ରାୟ ୮ ଲକ୍ଷ କୋଟିରୁ ଅଧିକ ହରାଇଲାଣି ଆଦାନୀ ଗ୍ରୁପ। କେବଳ ଫ୍ଲାଗସିପ୍‌ ଆଦାନୀ ଏଣ୍ଟର ପ୍ରାଇଜେସ୍‌ ୨୬ ବିଲିଅନ ଡଲାର ହରାଇଛି। ଗୋଟିଏ…

ଦୁନିଆର ବଡ଼ ଧନୀ ଗୌତମ ଅଦାନୀ ଓ ଏଲନ୍‌ ମସ୍କଙ୍କୁ ଲାଗିଲା ବଡ଼ ଝଟ୍‌କା, ଗୋଟିଏ ଦିନରେ ହରାଇଲେ ୨ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଳୀ : ଭାରତ ସମେତ ବିଶ୍ୱ ସେୟାର ବଜାରରେ ବଡ଼ ପତନ ଘଟିଛି । ସୋମବାର ଶେୟାର ବଜାରରେ ଆସିଥିବା ପତନ କାରଣରୁ ଏହି ଦୁଇ ଧନୀ ବ୍ୟକ୍ତିଙ୍କୁ ଲାଗିଛି ବଡ଼ ଝଟ୍‌କା । ଉଭୟ ଆରବପତି ଗୋଟିଏ ଦିନରେ ୨ ଲକ୍ଷ କୋଟି ଟଙ୍କା ହରାଇଥିବା ଜଣାଯାଇଛି । ମସ୍କଙ୍କ କମ୍ପାନୀ ଟେସ୍ଲାର ସେୟାର ହ୍ରାସ…

ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତିଙ୍କୁ ଲାଗିଲା ଝଟକା : ଦିନକରେ ଏଲନ୍‌ ମସ୍କ ସହିଲେ ୮୫ ହଜାର କୋଟି ଟଙ୍କାର କ୍ଷତି,…

ନୂଆଦିଲ୍ଲୀ : ବିଶ୍ବର ସବୁଠୁ ବଡ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଏବଂ ଟପ୍‌ ୧୦ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧୨. ୪୧ ବିଲିୟନ ଡ଼ଲାର ହ୍ରାସ ପାଇଛି। କେବଳ ସେତିକି ନୁହେଁ ମୁକେଶ ଅମ୍ବାନୀ ମଧ୍ୟ ଏକ ବଡ଼ କ୍ଷତି ସହିଛନ୍ତି। ସମ୍ପତ୍ତି ହ୍ରାସର କାରଣ ହେଉଛି ଟେସଲା ,…

NDTV କିଣିବେ ଗୌତମ ଆଦାନୀ, ୨୯.୧୮ ପ୍ରତିଶତ ଷ୍ଟକ ଅଧିଗ୍ରହଣ କରିବା ନେଇ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ : NDTV ମିଡ଼ିଆ ଅଂଶଧନ କିଣିବେ ଗୌତମ ଆଦାନୀ। NDTVର ୨୯.୧୮ ପ୍ରତିଶତ ଷ୍ଟକ ଅଧିଗ୍ରହଣ କରିବା ନେଇ ଆଦାନୀଙ୍କ କମ୍ପାନୀ ଘୋଷଣା କରିଛି। ଅନ୍ୟପଟେ ଓପନ ଅଫର ଜରିଆରେ କମ୍ପାନି ଆଉ ୨୬ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ ଏଏମଜି ମିଡିଆ ନେଟୱର୍କ ଲିମିଟେଡ୍‌। ଏହିପରି ଭାବେ NDTVରେ…