ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଅଣନିଶ୍ବାସୀ ହୋଇ ଚାଲିଗଲା ୩ ପିଲା ସମେତ ଜଣେ ମହିଳାଙ୍କ ଜୀବନ
ଗାଜିଆବାଦର ଲୋନୀରେ ଥିବା କଞ୍ଚନ ପାର୍କ କଲୋନୀରେ ବଡ଼ ଅଘଟଣ ଘଟିଛି । ଏଠାରେ ଥିବା ଏକ ଘରେ ନିଆଁ ଲାଗିବା ଯୋଗୁଁ ୩ ପିଲାଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଧୂଆଁ ଯୋଗୁଁ ଏମାନେ ଅଣନିଶ୍ବାସୀ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି । ଘଟଣା ସମୟରେ ଘରେ ୮ ଜଣ ଲୋକ ରହିଥିଲେ ।…