ଆଇପିଏଲ ୨୦୨୪ : RCB କୁ ବଡ ଝଟକା, ଅଧାରୁ ହାତ ଛାଡିଲେ ଗ୍ଲେନ ମ୍ୟାକ୍ସୱେଲ
ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅଧାରୁ ଆରସିବି ହାତ ଛାଡିଛନ୍ତି । ଆରସିବି ଆଇପିଏଲ୍ ୨୦୨୪ ସିଜିନରେ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଆଉ ଗୋଟିଏ ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍…