Below header
Browsing Tag

gold rate

ଲଗାତାର କିଛି ଦିନ ସୁନା କମିବା ପରେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଦାମ୍‌

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସୁନା ଭାରତୀୟ ବଜାରରେ କେତେକ ସ୍ଥାନରେ ସ୍ଥିର ରହିଥିବା ବେଳେ କେତେକ ସ୍ଥାନରେ ସାମାନ୍ୟ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । କେତେକ ସ୍ଥାନରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୭୬୦ ଟଙ୍କାରେ ପହଁଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦…

ପୁଣି ବଢିଲା ସୁନା ମୂଲ୍ୟ, କିନ୍ତୁ ଭୁବନେଶ୍ୱରରେ କମିଲା ସୁନା ଦର

ଲଗାତାର ଭାବେ ଗତ କିଛିଦିନ ହେଲା ସୁନା ଦାମ କମିବା ପରେ ପୁଣି ଏବେ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧, ୪୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୪୧୦ ଟଙ୍କାରେ ପହଁଚିଥିବା ଜଣାଯାଇଛି।…

ସୁନା ମୂଲ୍ୟରେ ଆସିଛି ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ସୁନା ଦାମ୍‌ ଗତ କିଛି ଦିନ ହେଲାଣି ହ୍ରାସ ପାଇଥିବା ବେଳେ ଆଜି ପୁଣି ବଢିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୫୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧,୮୬୦ରେ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଓଡିଶା ରାଜଧାନୀ…

ଜଲଦି କରନ୍ତୁ ଆଜି ହିଁ କିଣିଦିଅନ୍ତୁ ସୁନା, ପୁଣି କମିଗଲା ସୁନା ଦାମ୍‌

ଗତ କିଛି ଦିନ ହେବ ଦେଶରେ ସୁନା ଦାମ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଥିଲା। କିନ୍ତୁ ଗତ କାଲି ଠାରୁ ଏଥିରେ ସାମାନ୍ୟ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ବଜାରରେ ସୁନାର ଦାମ୍‌ ବଢିଚାଲିଥିବା ବେଳେ ଗତକାଲିଠାରୁ ଲୋକଙ୍କୁ କିଛି ଆଶ୍ୱସ୍ତୀ ମିଳିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା…

ସୁନା କିଣିବାକୁ ଚାହୁଁଥିଲେ ଏଇଠି ପଢ଼ନ୍ତୁ ଆଜି କେତେ ରହିଛି ସୁନା ଦାମ୍

କରୋନା ଆର୍ଥିକ ସଂକଟ ଭିତରେ ବଢ଼ିଚାଲିଛି ଦରଦାମ୍। ତେବେ ଏହାରି ମଧ୍ୟରେ ଆଜି ଆପଣଙ୍କ ପାଇଁ ସାମାନ୍ୟ ଆସ୍ୱସ୍ତିକର ଖବର। ଆଜି ସୁନାମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା 52,510 ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ…

ଗୋଟିଏ କ୍ଲିକରେ ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଆଉ ତୈଳ ଦର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ହ୍ରାସପାଇବା ଲଗାତର ୬ ଦିନ ଧରି ରହିଛି। ତୈଳ ମାର୍କେଟିଙ୍ଗ୍‌ କମ୍ପାନୀ ପେଟ୍ରୋଲ ଦାମରେ ଛଅ ପଇସା ଏବଂ ଡିଜେଲରେ ପାଞ୍ଚ ପଇସା ପ୍ରତି ଲିଟର ହ୍ରାସ କରିଛନ୍ତି। ସେହିପରି କରୋନା ଭାଇରସ କାରଣରୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲ ୧୩ ମାସ ତଳକୁ ଖସି…

ଆଗାମୀ ୬ ମାସ ଯାଏଁ ହୁ ହୁ ହୋଇ ବଢିବ ସୁନା ଦର, ଜାଣନ୍ତୁ ଏହା ପଛର କାରଣ

ଯେଉଁମାନେ ସୁନା କିଣିବା ପାଇଁ ଚିନ୍ତା କରୁଛନ୍ତି ତାଙ୍କ ପାଇଁ ଏକ ନିରାଶ ଜନକ ଖବର । କାରଣ ଆଗକୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ ସୁନା ଦର ହ୍ରାସ ପାଇବାର କୌଣସି ସମ୍ଭାବନା ଦେଖାଯାଉନାହିଁ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଆର୍ଥିକ ପରାମର୍ଶ ଦାତା ସୌମେୟ କାନ୍ତି ଘୋଷଙ୍କ ଅନୁଯାୟୀ, ଏବେକା…

ବଢିଚାଲିଛି ସୁନା ଦର, ୧୦ ଗ୍ରାମକୁ ୩୯ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ: ବଢିଚାଲିଛି ସୁନା ଦର। ନୂଆଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୭୫ ଟଙ୍କା ବୃଦ୍ଧି ପାଇ ୩୯,୬୭୦ ଟଙ୍କାରେ ପହଁଚିଛି। ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେବା ଏବଂ ଡଲାର ମୂଲ୍ୟ ବଢ଼ିବା ଯୋଗୁ ଦେଶ ଭିତରେ ସୁନା ଦର ବଢୁଥିବା ନେଇ କୁହାଯାଉଛି। ସେହିପରି, ରୁପା ମୂଲ୍ୟ…

ସୁନାର ଦର ଆଜି ୩୮,୪୭୦ ଟଙ୍କା ସର୍ବୋଚ୍ଚ ସ୍ତରରେ , ରୂପା ମଧ୍ୟ ଭାଙ୍ଗିଛି ରେକର୍ଡ

ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା ମଧ୍ୟରେ ଟ୍ରେଡ ବାର ହେବା କାରଣରୁ ନିବେଶକ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନାର ଦର ବଢ଼ାଉଛନ୍ତି…

ବଜେଟ୍ ବଢାଇଲା ମୂଲ୍ୟ, ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର

ଭୁବନେଶ୍ୱର : ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି । ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଛି । ସେହିପରି ଦିଲ୍ଲୀରେ ସୁନା ଦର ପାଖାପାଖି ୩୬ ହଜାର ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି…

ସୁନା-ରୂପା ଦାମରେ ଆଜି ଆସିଲା ଏହି ମାସର ବଡ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ନୂଆ ଦର

ସୁନା ଏବଂ ରୂପାର ଦର ବୃଦ୍ଧି ଥମିବାର ନାଁ ଧରୁନାହିଁ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସୁନା ଦର ୨୮୦ ଟଙ୍କା ବଢ଼ି ୩୫୯୫୦ ଟଙ୍କା ପ୍ରତି ଦଶ ଗ୍ରାମ ହୋଇଯାଇଛି। ସେହିଭଳି ରୂପାର ଦର ୪୨ ହଜାର ଟଙ୍କା ପାର କରିଛି। ଏକ୍ସପର୍ଟଙ୍କ କହିବାନୁଯାୟୀ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆସିଥିବା ଦର ବୃଦ୍ଧିର…

ଖୁସି ଖବର ! ଆଜି ଏତିକି ଟଙ୍କା ରହିଛି ସୁନା ଦର, ଶୀଘ୍ର ଜାଣନ୍ତୁ ନୂଆ ଦାମ୍‌

ନୂଆଦିଲ୍ଲୀ : ଇଣ୍ଟରନ୍ୟାସନାଲ ମାର୍କେଟରେ ଦାମ ହ୍ରାସ ଏବଂ ଘରୋଇ ସ୍ତର ଉପରେ ସୁସ୍ଥ ଦାବି କାରଣରୁ ବୁଧବାର ସୁନାର ଦାମ ହ୍ରାସ କରାଯାଇଛି। ରାଜଧାନୀ ଦିଲ୍ଲୀରେ ବୁଧବାର ଦିନ ସୁନାର ଦର ୭୦ ଟଙ୍କା ଖସି ୩୫,୦୦୦ ଟଙ୍କା ପ୍ରତି ଗ୍ରାମ ହୋଇଯାଇଛି। ସେହିଭଳି ରୂପାର ଦାମ ୬୦୦ ଟଙ୍କାରୁ ବଢ଼ି…