Browsing Tag

google

ଏବେ ଆଉ ମାଗଣାରେ ବ୍ୟବହାର କରିପାରିବେନି ଗୁଗଲର ଏହି ଆପ୍‌, ସବ୍‌ସ୍କ୍ରିପସନ୍‌ ପାଇଁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ

ଫଟୋର ବ୍ୟାକ୍‌ଅପ୍‌ ପାଇଁ ଆମେ ସାଧାରଣତଃ Google photos‌ ବ୍ୟବହାର କରିଥାଉ। ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ପ୍ରିଲୋଡେଡ୍‌ ମିଳିଥାଏ। ଏଥିରେ ଫଟୋକୁ ଏଡିଟ୍‌ କରିବା ସୁବିଧା ମଧ୍ୟ ରହିଥାଏ। ତେବେ ଏବେ ଏକ ନୂଆ ରିପୋର୍ଟରେ କୁହାଯାଇଛି ଯେ ଗୁଗଲ ଫଟୋଜ୍‌ ଆପ୍‌ରେ ଫଟୋକୁ ଏଡିଟ୍‌…

ଗୁଗଲ ପ୍ଲେ ଷ୍ଟୋରରୁ ପୁଣି ହଟିଲା ୩ଟି ନକଲି ଆପ୍‌, ଚୋରି କରୁଥିଲା ଛୋଟ ପିଲାଙ୍କ ତଥ୍ୟ

ଗୁଗଲ ପ୍ଲେ ଷ୍ଟୋରରେ ଆସିବା ପୂର୍ବରୁ ଆପ୍‌ଗୁଡ଼ିକ ଅନେକ ପ୍ରକାରର ସିକ୍ୟୁରିଟି ଚେକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଏହା ପରେ ବି କେତେକ ଆପ୍‌ ଏଠାରେ ପହଞ୍ଚିଯାଏ, ଯାହା ୟୁଜରଙ୍କ ପାଇଁ ହାନିକାରକ ହୋଇଥାଏ। ଏଭଳି ଆପ୍‌ ବିଷୟରେ ଜଣାପଡ଼ିବା ପରେ ଗୁଗୁଲ ଏହାକୁ ତୁରନ୍ତ ବ୍ୟାନ୍‌ କରିଥାଏ। ଏବେ…

Google ବନ୍ଦ କଲା ନିଜର ଲୋକପ୍ରିୟ ଆପ୍‌, ୨୦୧୧ରେ ହୋଇଥିଲା ଆରମ୍ଭ

Google ଦୀର୍ଘ ଦିନ ପରେ Google Play Musicକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ YouTube Music ଆରମ୍ଭ କରିବାବେଳେ ଏହା ବିଷୟରେ ଜଣାପଡ଼ିଯାଇଥିଲା। Google Play Music କୁ ୮ବର୍ଷ ତଳେ ୨୦୧୧ମସିହାରେ ଲଞ୍ଚ କରାଯାଇଥିଲା। କିଛି ସମୟ ଯାଏଁ ଏହାକୁ ଭିଟାରେ ରଖାଯାଇଥିଲା ଏବଂ…

ମିଛ ଖବର ପ୍ରଚାର କରୁଥିଲେ ସାବଧାନ, ୩୦୦୦ ନକଲି ୟୁଟ୍ୟୁବ୍‌ ଚ୍ୟାନେଲ ବନ୍ଦ କଲା Google

ମିଛ ଖବର ପ୍ରଚାର କରୁଥିବା ୩ ହଜାର ୟୁଟ୍ୟୁବ୍‌ ଚ୍ୟାନେଲକୁ ବନ୍ଦ କରିଛି ଗୁଗଲ। ଏହିସବୁ ଚ୍ୟାନେଲ ଉପରେ ଗତ କିଛି ଦିନ ହେବ ଗୁଗଲର ନଜର ଥିଲା। ଏହି ଆକାଉଣ୍ଟରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଗୁଗଲ କହିଛି ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌…

ଭୁଲିଯାଇଥିବା ଗୀତକୁ ମନେ ପକାଇଦେବ ଗୁଗଲର ଏହି ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

Google ନିଜର ସର୍ଚ୍ଚ ଟୁଲରେ ଏକ ନୂଆ ଫିଚର ‘hum to search’ ଆଡ୍‌ କରିଛି। ଏହା ସହାଯ୍ୟରେ ଆପଣ ଗୁଣୁଗୁଣାଉ ଥିବା କିମ୍ବା ହୁଇସିଲ୍‌ ବଜାଇ ଅଥବା ଗୀତ ଗାଇ ଗୁଗଲକୁ ସେହି ଗୀତ ବିଷୟରେ ଜଣାଇପାରିବେ। ବେଳେ ବେଳେ ଆପଣଙ୍କ ଏକ ଗୀତର ମ୍ୟୁଜିକ ମନେ ଥିଲେ ମଧ୍ୟ ଗୀତ ଭୁଲିଯାଇଥିବା ଆପଣ ନୋଟିସ…

Google ଲଞ୍ଚ୍‌ କଲା ‘ହୋଲ୍ଡ ଫର ମି’ ଫିଚର, ଏବେ କଲ ହୋଲ୍ଡରେ ରହିଲେ ଆଉ କରିବାକୁ ପଡ଼ିବନି ଅପେକ୍ଷା

ଯେକୌଣସି ଟୋଲ ଫ୍ରି ନମ୍ବରକୁ କଲ କଲେ ଆମକୁ ଘଣ୍ଟା ଘଣ୍ଟା ଧରି କଲ ଆସିଷ୍ଟାଣ୍ଟଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଖାସ୍‌ କରି କଷ୍ଟମର କେୟାରକୁ କଲ କରିବା ବେଳେ ଏହି ସମସ୍ୟା ଟିକେ ଅଧିକ ଦେଖାଯାଏ। କଲ ହୋଲ୍ଡରେ ରଖାଯାଇଥିବାରୁ ଆମର ଅନେକ ସମୟ ନଷ୍ଟ ହୋଇଥାଏ। କିନ୍ତୁ ଗୁଗଲର ନୂଆ ଫିଚର…

ନ୍ୟୁଜ ପବ୍ଲିଶର୍ସଙ୍କୁ ୧୦୦ କୋଟି ଡଲାରରୁ ବି ଅଧିକ ଟଙ୍କା ଦେବ ଗୁଗଲ, ଜାଣନ୍ତୁ କାହିଁକି

ଆଗାମୀ ତିନିବର୍ଷ ମଧ୍ୟରେ ନ୍ୟୁଜ୍ ଲାଇସେନ୍ସ (News Licensing) ପାଇଁ ପବ୍ଲିଶର୍ସମାନଙ୍କୁ ଟେକ୍ କମ୍ପାନୀ ଗୁଗୁଲ୍ 100 କୋଟି ଡଲାରରୁ ବି ଅଧିକ ଟଙ୍କା ଦେବ । ଗୁଗୁଲ ଏଥିପାଇଁ କେତେକ ଦେଶରେ 200 ପ୍ରକାଶକଙ୍କ ସହ ଏକ ଲାଇସେନ୍ସ ଚୁକ୍ତି କରିଛି । ସମୟ ସହିତ ଏହାର ପରିସର ଆହୁରି ବୃଦ୍ଧି…

ପୁଣିଥରେ ପ୍ଲେ-ଷ୍ଟୋରରୁ ୧୭ଟି ଆପ୍‌ ହଟାଇଲା Google, ଆପଣଙ୍କ ମୋବାଇଲରେ ନାହିଁ ତ ଏହି ଆପ୍ଲିକେସନ୍‌

ପ୍ଲେ-ଷ୍ଟୋରରେ ବଢ଼ୁଥିବା ମାଲାସିୟସ୍‌ ଆପ୍‌କୁ ନେଇ ଗୁଗଲ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜୋକର ମାଲାବେୟରରେ ପ୍ରଭାବିତ ହୋଇଥିବା ୧୭ଟି ଆପ୍‌କୁ ଟ୍ରାକ୍‌ କରି କମ୍ପାନୀ ଏହାକୁ ପ୍ଲେ ଷ୍ଟୋରରୁ ରିମୁଭ କରି ଦେଇଛି। ଯଦି ଏଥିରୁ କୌଣସି ଆପ୍‌ ଆପଣଙ୍କ ଫୋନ୍‌ରେ ରହିଛି ତେବେ ତୁରନ୍ତ ଅନ୍‌…

ଏବେ ବିନା ଟେନ୍‌ସନ୍‌ରେ ବ୍ୟବହାର କରନ୍ତୁ ଗୁଗଲ ଫଟୋ, ଏହି ଉପାୟ ପରେ ଲାଗିବନି କପି ରାଇଟ୍‌ ଷ୍ଟ୍ରାଇକ୍‌

ଗୁଗଲରେ ଆମେ ଦୁନିଆର ଯେକୌଣସି ଜିନିଷକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ଖୋଜିପାରୁଛେ। ଏମିତି କିଛି ଜିନିଷ ନାହିଁ ଯାହା ବିଷୟରେ ଗୁଗଲରେ ସୂଚନା ମିଳିପାରିବନାହିଁ। ଗୁଗଲ ସାହାଯ୍ୟରେ ପଢ଼ିବା, ଫଟୋ, ଗୀତ, ଭିଡିଓ ଆଦି ଅପ୍‌ଲୋଡ୍‌ କରିବା ଖୁବ୍‌ ସହଜ ହୋଇଛି। କିନ୍ତୁ ଏସବୁ ମଧ୍ୟରେ ଆମକୁ ଗୋଟିଏ…

ଭାରତୀୟ ଅଗଷ୍ଟରେ ସବୁଠୁ ଅଧିକ କ’ଣ ସର୍ଚ୍ଚ କରିଛନ୍ତି, ଖୁଲାସା କଲା Google

ବର୍ତ୍ତମାନ କରୋନା କାଳରେ ଦେଶରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କରୋନା ସଂକ୍ରମଣ ଥମିବାର ନାଁ ଧରୁନଥିବାରୁ ସମସ୍ତଙ୍କ ମୁଣ୍ଡବିନ୍ଧା ସାଜିଛି। କିନ୍ତୁ ଗୁଗଲର ସର୍ଚ୍ଚ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଲୋକମାନେ କରୋନା ପାଇଁ ଆଦୌ ଚିନ୍ତାରେ ନାହାନ୍ତି। ଗୁଗଲ ଅଗଷ୍ଟ ମାସର ସର୍ଚ୍ଚ…

Google କର୍ମଚାରୀମାନଙ୍କୁ ଦେଲା ସପ୍ତାହରେ ୩ ଦିନର weekly off, ଏହି କାରଣରୁ ନେଲା ନିଷ୍ପତ୍ତି

ବିଶ୍ୱର ପ୍ରମୁଖ ଟେକ କମ୍ପାନୀ ଗୁଗୁଲ ନିଜ କର୍ମଚାରୀମାନଙ୍କୁ ସପ୍ତାହକୁ ୩ ଦିନ weekly off ଦେବାକୁ ଘୋଷଣା କରିଛି। ଏବେ ସାରା ବିଶ୍ୱରେ କାମ କରୁଥିବା କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ଅଫ ମିଳିବ ଏବଂ ସୋମବାରଠାରୁ ଗୁରୁବାର ପର୍ଯ୍ୟନ୍ତ କାମ କରିବାକୁ…

Apple ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ନିଜ ସର୍ଚ୍ଚ ଇଞ୍ଜିନ, ଗୁଗୁଲ ସହ କରିବ କଡା ମୁକାବିଲା

ଟେକ୍ନୋଲୋଜି କ୍ଷେତ୍ରରେ ବରିଷ୍ଠ କମ୍ପାନୀ ଆପଲ ନିଜର ଏକ ସର୍ଚ୍ଚ ଇଂଜିନ କାମ କରିବା ନେଇ ଚେଷ୍ଟା ଚଳାଇଛି । ଖୁବଶୀଘ୍ର କମ୍ପାନୀ ଲଂଚ କରିବାକୁ ଯାଉଥିବା ସର୍ଚ୍ଚ ଇଂଜିନ ଗୁଗୁଲ ସର୍ଚ୍ଚ ଇଂଜିନ ସହ କଡା ମୁକାବିଲା କରିବାକୁ ଯାଉଛି । ଏବାବଦରେ ତଥ୍ୟ କମ୍ପାନୀର ଆଇଓଏସ 14 ବିଟା ବର୍ଜନରେ ଜାରି…