Browsing Tag

gujurat

ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେକାର, କୋଲକାତାକୁ ୮ ରନରେ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ

କେନ୍ୟୁଜ୍(ବ୍ୟୁରୋ): ବେକାର ଗଲା ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ । କୋଲକାତାକୁ ୮ ରନରେ ହରାଇ ଶୀର୍ଷରେ ଗୁଜରାଟ ଟାଇଟନ୍ସ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ବାଜି ମାରିନେଇଛି । କୋଲକାତା ନାଇଟ ରାଇଡର୍ସକୁ ୮ ରନରେ…

ଗୁଜରାଟର ଅର୍ଗାନିକ କମ୍ପାନୀରେ ବଡ ଧରଣର ବିସ୍ଫୋରଣ, ୬ ମୃତ

ଗୁଜରାଟର ଭରୁଚରେ ବଡ ଧରଣର ବିସ୍ଫୋରଣ। ଏକ ଅର୍ଗାନିକ କମ୍ପାନୀରେ ନିଆଁ ଲାଗିବା କାରଣରୁ ୬ ଲୋକଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଅର୍ଗାନିକ କମ୍ପାନୀରେ ଏତେ ଜୋରରେ ବିସ୍ଫୋରଣ ହୋଇଥିଲା…

ବିନା ମୂର୍ତ୍ତିରେ ଏହି ମନ୍ଦିରରେ ହୋଇଥାଏ ଅମ୍ବାଜୀଙ୍କ ପୂଜା, ଆଖିରେ ପଟି ବାନ୍ଧି କରାଯାଏ ପୂଜାର୍ଚ୍ଚନା

ଗୁଜୁରାଟର ବଣାସକାଣ୍ଠାରେ ଅବସ୍ଥିତ ମାଆ ଅମ୍ବାଜୀ ମନ୍ଦିର। ଦେଶର ସବୁଠୁ ପ୍ରମୁଖ ମନ୍ଦିର ମଧ୍ୟରୁ ଏହା ହେଉଛି ଏକ। ଏହି ମନ୍ଦିର ଖାସ୍‌ ରୂପେ ଦୁର୍ଗା ମାତା ମାନେ ଅମ୍ବା ଦେବୀଙ୍କୁ ସମର୍ପିତ କରାଯାଇଛି। ଏହି ମନ୍ଦିରକୁ ନେଇ ମଧ୍ୟ ଅନେକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ କି ଏହି ସ୍ଥାନରେ…

୯୨ ପିଲର ଖୁଣ୍ଟିରେ ତିଆରି ହେବ ଉମିିୟାଧାମ ମନ୍ଦିର, ବ୍ୟବହାର ହେବନି ଲୁହାକଣ୍ଟା

ଗୁଜୁରାଟରେ ଖୁବ ଶୀଘ୍ର ଉମିଆ ମାତାଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଉମିଆ ମାତା ହେଉଛନ୍ତି ଗୁଜୁରାଟର କଡ଼ବା ପାଟିଦାରୀ କୃଷକ ସମ୍ପ୍ରଦାୟର କୁଳଦେବୀ। ଉମିୟା ଧାମରେ ଏହି ମନ୍ଦିରଟି ତିଆରି ହେବାକୁ ଯାଉଛି। ଏହାକୁ ତିଆରି କରିବା ପାଇଁ ଖର୍ଚ୍ଚ ହେବ ମୋଟ ୧୫ ଶହ କୋଟି ଟଙ୍କା। ଭିଡ଼ିଓ…

ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ’ର ପ୍ରମୋସନ ପାଇଁ ସାବରମତୀ ଆଶ୍ରମରେ ପହଞ୍ଚିଲେ ସଲମାନ ଖାନ, ଚରଖା ଚଲାଇଲେ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ରିଲିଜ୍ ହୋଇସାରିଛି । ସିନେମା ହଲରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଭଲ ଆୟ କରିନାହିଁ। ଏସବୁ ସତ୍ତ୍ୱେ ‘ଅନ୍ତିମ’ ଫିଲ୍ମର ପ୍ରମୋସନ…

କ୍ଷୀର ବିକ୍ରି କରି ୧.୧୦ କୋଟି ଟଙ୍କାର ଲାଭ, ଜାଣନ୍ତୁ ନବଲ ବେନଙ୍କ ସଫଳତାର ରହସ୍ୟ

କରୋନା ମହାମାରୀ ସବୁ ବ୍ୟବସ୍ଥା ଉପରେ ଖରାପ ପ୍ରଭାବ ପକାଇଛି । ଲୋକଙ୍କ ଜୀବିକା ଏଥିରେ ଭାରି ମାତ୍ରାରେ ପ୍ରଭାବିତ ହୋଇଛି । ଅନେକଙ୍କ କାମ ମଧ୍ୟ ଛଡାଇନେଇଛି ଏହି କରୋନା । କିନ୍ତୁ ଏହି ସମୟରେ ଗୁଜୁରାଟର ବଣାସକାଣ୍ଠାରେ ୬୨ ବର୍ଷୀୟ ମହିଳା ଏମିତି କିଛି କରାଇ ଦେଖେଇଛନ୍ତି, ଯାହା ଏବେ…

ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ : ମହିଳା କନେଷ୍ଟବଳ ସୁନୀତା

ମୁଁ ସରକାରଙ୍କ ଚାକିରି କରୁଛି, କାହା ବାପାର ନୁହେଁ। ମୁଁ ସେମିତି ନୁହେଁ, ଯିଏକି ମନ୍ତ୍ରୀମାନଙ୍କର ଚାକର ହୋଇ କାମ କରେ। ଏ ୟୁନିଫର୍ମ ମୋତେ ତୋ ବାପା ଦେଇନି। ସୁନୀତା, ଏବେ ଚର୍ଚ୍ଚାରେ। ସୁନୀତା ସେହି ମହିଳା କନେଷ୍ଟବଳ, ଯିଏକି ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅ ନିୟମ ଭାଙ୍ଗିବାରୁ…

ଗୁଜରାଟ କେମିକାଲ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗୁଜରାଟ ଅହମଦାବାଦର ଖମ୍ବାଟ ତାଲୁକା ଆନନ୍ଦ ଅଞ୍ଚଳରେ ଏକ କେମିକାଲ ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।…

ଡାଏପର ଫ୍ୟାକ୍ଟ୍ରିରେ ଲାଗିଲା ଭୀଷଣ ନିଆଁ, ଆଖି ପିଛୁଳାକେ ନେଲା ଭୟଙ୍କର ରୂପ

ଗୁଜୁରାଟର ସାନନ୍ଦ ଅଞ୍ଚଳରେ ଥିବା GIDC (ଗୁଜୁରାଟ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ୍) ର ଏକ କାରଖାନାରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ସୂଚନା ଅନୁଯାୟୀ, ସାନନ୍ଦସ୍ଥିତ GIDC କାରଖାନାରେ ନିଆଁ ଲାଗିଯାଇଥିଲା ଏବଂ ଏଠାରେ ଡାଏପର…

ଗୁଜରାଟ: ଯଶସ୍ବୀ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ ମୃତ ୩୨ ଆହତ

ସୁରାଟ: ଗୁଜରାଟର ଭରୁଚ ଜିଲ୍ଲାର ଦହେଜ ଇଣ୍ଡଷ୍ଟ୍ରୀଆଲ ଅଞ୍ଚଳରେ ଥିବା ଯଶସ୍ବୀ କେମିକାଲ ପ୍ରାଇଭେଟ୍ ଲିମିଟେଡରେ ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ବିସ୍ଫୋରଣ। କମ୍ପାନୀର ଷ୍ଟୋରେଜ୍ ଏରିଆରେ ମଧ୍ୟାହ୍ନ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ଏହି ବିସ୍ଫୋରଣରେ ଚାଲିଯାଇଛି ୫ ଜଣଙ୍କର ଜୀବନ। ଆହତ…

କରୋନା ଯୋଦ୍ଧାଙ୍କୁ କରୋନା ! ଗୁଜରାଟରେ ୭ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ

ଗୁଜରାଟ:  କରୋନା ଯୋଦ୍ଧାଙ୍କୁ କରୋନା । ଗୁଜରାଟ ବାରଣାସୀରେ ଗତକାଲି ଆସିଥିବା ପଜିଟିଭ୍‌ ମଧ୍ୟରୁ ୭ଜଣ ପୋଲିସ ଅଛନ୍ତି । ଏମାନେ ସମସ୍ତେ ଗୋଟିଏ ସ୍ଥାନରେ କାମ କରୁଥିବା ନେଇ ସୂଚନା ମିଳିଛି । ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

ଏଟିଏମ୍‍ରୁ ମଧ୍ୟ ବ୍ୟାପୁଛି ସଂକ୍ରମଣ ! ତିନି ଯବାନ ଏଟିଏମରୁ ସଂକ୍ରମିତ ହେବାରୁ କ୍ୱାରେଣ୍ଟାଇନରେ ଗଲେ ୨୮ ଲୋକ

କରୋନା ଦିନକୁ ଦିନ ବ୍ୟାପିବାରରେ ଲାଗିଛି । ଏଥିପାଇଁ ଭାରତରେ ଲକଡାଉନ ଚାଲିଥିବା ବେଳେ କିଛି ଜରୁରୀକାଳିନୀ ସେବା ଖୋଲା ରହିଛି । କିନ୍ତୁ ବ୍ୟାଙ୍କ ଏଟିଏମରୁ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି । ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ…