Below header
Browsing Tag

hanuman

ମଙ୍ଗଳବାର ଦିନ ଭୁଲରେ କରନ୍ତୁ ନାହିଁ ଏହିସବୁ କାମ, ନଚେତ ହନୁମାନ ହୋଇଯିବେ କ୍ରୋଧିତ

ସପ୍ତାହର ଆଜିର ଦିନ ମାନେ ମଙ୍ଗଳବାରକୁ ବିଶେଷ ଭାବେ ସଙ୍କଟମୋଚନଙ୍କୁ ସମର୍ପିତ କରାଯାଇଛି। ଏହିଦିନ ହନୁମାନଙ୍କର ଓଷା ମଧ୍ୟ କରାଯାଏ। ତେଣୁ ଏହିଦିନ କିଛି କାମକୁ ଶାସ୍ତ୍ରରେ ବର୍ଜନ କରାଯାଇଛି। ଏହିିଦିନ ଭୁଲରେ ବି କିଛି ଏମିତି କାମ କରନ୍ତୁ ନାହିଁ, ଯାହାଦ୍ୱାରା ସଙ୍କଟମୋଚନ କ୍ରୋଧିତ…

ଆଜିବି ଜୀବିତ ଅଛନ୍ତି ଭଗବାନ ଶିବଙ୍କ ଏହି ଦୁଇଟି ଅବତାର, ଜାଣନ୍ତୁ ଏହା ପଛର କାହାଣୀ

ପୁରାଣ ଶାସ୍ତ୍ରର ବର୍ଣ୍ଣନାକୁ ଧ୍ୟାନ ଦେଲେ ଜଣାପଡେ ଯେ ପୃଥିବୀ ପୃଷ୍ଠରେ ଅଧର୍ମକୁ ନାଶ କରି ଧର୍ମ ସ୍ଥାପନା କରିବା ପାଇଁ ଭଗବାନ ଅବତାର ନେଇଥାନ୍ତି। ଭଗବାନ ବିଷ୍ଣୁ ଓ ପ୍ରଭୁ ଭୋଳାନାଥ ସଂସାରରେ ଧର୍ମ ସ୍ଥାପନା ପାଇଁ ଅନେକ ଅବତାର ନେଇଛନ୍ତି। ଏବେର ଯୁଗ ହେଉଛି କଳିଯୁଗ। ଶାସ୍ତ୍ରରେ…

ଇଣ୍ଟରଭ୍ୟୁରେ ପାସ୍‌ ହେବାକୁ ପଞ୍ଚମୁଖୀ ହନୁମାନଙ୍କୁ ଭୋଗ ଲଗାନ୍ତୁ ଏହି ଫଳ, ତୁରନ୍ତ ମିଳିବ ଚାକିରି

ହିନ୍ଦୁ ଧର୍ମରେ ମହାବୀର ବଜରଙ୍ଗୀ ବା ହନୁମାନଙ୍କୁ ସବୁ ସଙ୍କଟରୁ ମୁକ୍ତି ଦେଉଥିବା ଭଗବାନ ବୋଲି କୁହାଯାଏ। ଶାସ୍ତ୍ର ମୁତାବକ, କଳିଯୁଗରେ ହନୁମାନଙ୍କୁ ପୂଜା କଲେ ସବୁ ସଙ୍କଟ ଦୂର ହୋଇଥାଏ ଓ ସଫଳତା ମିଳେ। ହନୁମାନଙ୍କ ପଞ୍ଚମୁଖୀ ଅବତାରରେ ପ୍ରଥମ ମୁହଁ ବାନର, ଦ୍ୱିତୀୟ ଗରୁଡ଼, ତୃତୀୟ ବରାହ,…

ହନୁମାନ ଲେଖିଥିଲେ ପ୍ରଥମ ରାମାୟଣ , କିନ୍ତୁ ଏହି କାରଣରୁ ସମୁଦ୍ରରେ ଦେଇଥିଲେ ଫିଙ୍ଗି

ସଙ୍କଟ ମୋଚକ ହେଲେ ମହାବୀର ହନୁମାନ । ତାଙ୍କ ଶକ୍ତି ଓ ଭକ୍ତି ସହିତ ସମସ୍ତେ ପରିଚିତ । କୁହାଯାଏ ମହାବୀରଙ୍କୁ ଭକ୍ତି ମନରେ ପୂଜା କଲେ ଭକ୍ତ ଖାଲି ହାତରେ ଫେରେନି । ହନୁମାନଙ୍କୁ ଏମିତିରେ ତ ସବୁଦିନ ପୂଜା କରାଯାଏ । ହେଲେ ଶନିବାର ଓ ମଙ୍ଗଳବାର ହନୁମାନଜୀଙ୍କ ବିଶେଷ ପୂଜା କରାଯାଏ । ତେଣୁ…

ମଙ୍ଗଳବାର ଦିନ କାହାକୁ ଦିଅନ୍ତୁ ନାହିଁ ଉଧାର, ନଚେତ୍‌ ଜୀବନ ସାରା ହେବେ ହଇରାଣ

ମଙ୍ଗଳବାର ଦିନ ମଙ୍ଗଳ ଗ୍ରହର ଦିନ ବୋଲି କୁହାଯାଏ। ଏହି ଦିନ ହନୁମାନଙ୍କ ପୂଜା କରାଯାଏ। ମଙ୍ଗଳବାର ଦିନ ସଂପୂର୍ଣ୍ଣ ବିଧି ବିଧାନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ। କିନ୍ତୁ ଏମିତି କିଛି କାମ ଆମେ ଅଜାଣରେ କରିଥାଉ, ତାହା ଯୋଗୁଁ ଜୀବନ ଉପରେ ଖରାପ ପ୍ରଭାବ…

ସ୍ଵପ୍ନରେ ହନୁମାନଙ୍କ ପଞ୍ଚମୁଖୀ ରୂପ ଦେଖିବା ଦେଇଥାଏ ଏହି ସଂକେତ, ଜାଣନ୍ତୁ ଏହା ଶୁଭ ନା ଅଶୁଭ

ମଣିଷ ନିଦ୍ରାବସ୍ତାରେ ସ୍ବପ୍ନ ଦେଖେ। ବେଳେ ବେଳେ ଆମେ ଭଗବାନଙ୍କ ସ୍ବପ୍ନ ବି ଦେଖିଥାଉ। ତେବେ ପ୍ରତ୍ୟେକ ସ୍ବପ୍ନର କିଛି ମହତ୍ୱ ଥାଏ। ହନୁମାନ ଭଗବାନଙ୍କୁ ସ୍ବପ୍ନରେ ଦେଖିବା କିଛି ବିଶେଷ ସଂକେତ ଦେଇଥାଏ। ହନୁମାନଙ୍କୁ ପୂଜା କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ…

ଦୁନିଆର ଏମିତି ଏକ ମନ୍ଦିର ଯେଉଁଠି ଭକ୍ତଙ୍କୁ ଦିଆଯାଏନି ମନ୍ଦିରର ପ୍ରସାଦ

ଭାରତରେ ଭଗବାନ ରାମଙ୍କ ସବୁଠୁ ବଡ଼ ଭକ୍ତ ସଙ୍କଟମୋଚନ ହନୁମାନଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି। ଶ୍ରୀରାମ ଭକ୍ତ ହନୁମାନଙ୍କ ଅନେକ ନାମରେ ପୂଜା ପାଇଥାନ୍ତି। ଦୁନିଆରେ ସଙ୍କଟମୋଚନକୁ ନେଇ ଭକ୍ତଙ୍କ ଭାବାବେଗ ଓ ବିଶ୍ୱାସ ସ୍ୱତନ୍ତ୍ର ରହିଛି। ମାନ୍ୟତା ଅନୁଯାୟୀ, ହନୁମାନଙ୍କ ପୂଜା କରିବା…

ମଙ୍ଗଳବାର ଦିନ ଲାଲ ଫୁଲ ଦେଇ ଶ୍ରୀ ହନୁମାନଙ୍କୁ କରନ୍ତୁ ପୂଜା, ଦୂର ହେବ ସବୁ ସଙ୍କଟ

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନ ଜଣେ ଜଣେ ଭଗବାନଙ୍କୁ ସମର୍ପିତ ହୋଇଥାଏ। ଆଜି ମଙ୍ଗଳବାର ହନୁମାନଙ୍କ ବାର। ଆଜିର ଦିନରେ ହନୁମାନଙ୍କ ପୂଜା ଆରାଧନା କଲେ ଭଗବାନ ଶ୍ରୀରାମ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ହନୁମାନଙ୍କୁ ବଜରଙ୍ଗବଲୀ, ସଙ୍କଟ ମୋଚନ ଓ ପବନପୁତ୍ର ହନୁମାନ ବୋଲି ମଧ୍ୟ…

ଭଗବାନ ବିଷ୍ଣୁ ଓ ହନୁମାନଙ୍କ ପୂଜା କରିବା ପାଇଁ ମଙ୍ଗଳବାର ପଡ଼ୁଛି ଅଦ୍ଭୁତ ସଂଯୋଗ, ଏମିତି କରନ୍ତୁ ଆରାଧନା

ମାର୍ଚ୍ଚ ୯ ତାରିଖ ମଙ୍ଗଳବାର ଦିନ ଫାଲଗୁନ୍‌ କୃଷ୍ଣ ପକ୍ଷର ଏକାଦଶୀ ତିଥି ପଡ଼ୁଛି। ମଙ୍ଗଳବାର ଏକାଦଶୀ ପଡ଼ୁଥିବାରୁ ଏହି ଦିନର ମହତ୍ତ୍ୱ ଆହୁରି ବଢ଼ିଯାଉଛି। ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ ହୋଇଥିବା ବେଳେ ଏକାଦଶୀ ତିଥିରେ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। କଠିନ…

କେବଳ ହନୁମାନ ଚାଳିଶା ନୁହେଁ, ବଜରଙ୍ଗ ବାଣ ପାଠ କରିବା ଦ୍ୱାରା ମଧ୍ୟ ପ୍ରସନ୍ନ ହୁଅନ୍ତି ମହାବୀର; ଜାଣନ୍ତୁ ଏହାକୁ ପାଠ…

ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ମହାବୀର ହନୁମାନ। କଳିଯୁଗରେ ମଧ୍ୟ ପବନ ସୁତ ପୃଥିବୀରେ ବିରାଜମାନ। ହନୁମାନଙ୍କ ଆରାଧନା କଲେ ସବୁ ପ୍ରକାର ଭୟ ଦୂର ହୋଇଥାଏ। ହନୁମାନଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସେହିଭଳି ଯେଉଁମାନେ ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତି…

ହନୁମାନଙ୍କ କାନ୍ଧରେ ବସି ରାମ-ଲକ୍ଷ୍ମଣ ପାର ହୋଇଥିଲେ ସମୁଦ୍ର, ଜାଣନ୍ତୁ କେମିତି ହୋଇଥିଲା ଏହି ସିନ୍‌ର ସୁଟିଂ

କରୋନା ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କୋଟି କୋଟି ଟଙ୍କା କ୍ଷତି ହେଉଥିବା ବେଳେ ଦୂରଦର୍ଶନ କିନ୍ତୁ ଫାଇଦାରେ ଚାଲିଛି। କାରଣ ଦୂରଦର୍ଶନରେ ଟେଲିକାଷ୍ଟ ହେଉଥିବା ପୁରୁଣା ପୌରାଣିକ ସିରିୟଲର ଟିଆର୍‌ପି ଏବେ ଆକାଶଛୁଆଁ। ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରଥମେ ଦୂରଦର୍ଶନର ସମସ୍ତ ରେକର୍ଡ…

ଦିଲ୍ଲୀରେ ଆପ୍‌ର ଜୟ ଜୟକାର, ନେତା ବୋଲିଲେ ଗୀତ ‘ହନୁମାନ କା ବଜଗୟା ଡଙ୍କା ପାଖଣ୍ଡିୟୋଁ କି ଜଲଗୟି ଲଙ୍କା’

ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସବୁଠାରୁ ବେଶି ମୁହାଁମୁହିଁ ହୋଇଥିଲେ ଆପ୍‌ ଓ ବିଜେପି । ଦୁଇ ଦଳର ନେତା ପରସ୍ପରକୁ ତୀବ୍ର ସମାଲୋଚନା କରିବା ସହ ମଉକା ପାଇଲେ ଗୋଡ଼ ଟଣାଟଣି କରିବାକୁ ମଧ୍ୟ ପଛାଉ ନଥିଲେ । ଏସବୁ ଭିତରେ ଟାଣି ହୋଇଗଲେ ପ୍ରଭୁ ହନୁମାନ । ବଜରଙ୍ଗବଲିଙ୍କୁ…