Browsing Tag

health tips

ଶରୀରରେ ଟକ୍ସିନର ମାତ୍ରା କମାଇବା ସହ ତ୍ୱଚାକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପିଅନ୍ତୁ ସେଓ-ଗାଜର-ବିଟ ଜୁସ

କରୋନ ଭାଇରସର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ଖାଇବା ପିଇବା ଉପରେ ମଧ୍ୟ ଅନେକ ସତର୍କ ରହୁଛନ୍ତି । ଏହି ସମୟରେ ସେହି ଫଳ ଆଦି ଖାଦ୍ୟ ଖାଇବା ଆବଶ୍ୟକ ଯାହା ଆପଣଙ୍କ ଶରୀରରେ ଇମ୍ୟୁନିଟି ବୁଷ୍ଟ କରିବ । ଏଥିପାଇଁ ଆପଣଙ୍କୁ ଏବିସି(ABC) ଡିଟକ୍ସ…

ବର୍ଷାଜଳ ସୌନ୍ଦର୍ଯ୍ୟର ଗନ୍ତାଘର, ଏମିତି ଉପାୟରେ ଷ୍ଟୋର କରି ପ୍ରତିଦିନ କରନ୍ତୁ ଉପଯୋଗ

ଅସହ୍ୟ ଗ୍ରୀଷ୍ମ ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀକୁ ଅପେକ୍ଷା କରିଥାନ୍ତି। କେଇ ବୁନ୍ଦା ବର୍ଷା ପାଣି ଦେହରେ ପଡ଼ିଗଲେ ମନ ପ୍ରଫୁଲ୍ଲିତ ହୋଇଉଠେ। ଏଥିରେ ଭିଜିବାକୁ ମନ କରିଥାଏ। କିନ୍ତୁ କ'ଣ ଆପଣ ଜାଣନ୍ତି କି, ଏହି ବର୍ଷା ପାଣିରେ ଲୁଚି ରହିଛି ସୌନ୍ଦର୍ଯ୍ୟର ରହସ୍ୟ? ହଁ, ଆପଣ…

ଆମ୍ବ ଖାଇବା ପରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ ଭୋଗିବାକୁ ପଡ଼ିବ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା

ଖରାଦିନେ ବଜାରରେ ଆମ୍ବ ବହୁତ ବିକ୍ରି ହୋଇଥାଏ। ଆମ୍ବ ଖାଇବାକୁ ବି ସମସ୍ତେ ପସନ୍ଦ କରିଥାନ୍ତି। ଏହା ସ୍ଵାଦରେ ଯେମିତି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ଅନେକ ଲୋକ ଭୋଜନ କଲା ବେଳେ ଆମ୍ବ ସେବନ କରିଥାନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ, ଆମ୍ବ ଖାଇବା ପରେ କେଉଁ…

କରୋନାରୁ ଏବେ ଏବେ ହୋଇଛନ୍ତି କି ସୁସ୍ଥ, ତ ଏହି ୧୦ଟି କଥା ଉପରେ ନିଶ୍ଚୟ ରଖନ୍ତୁ ଧ୍ୟାନ

ଯେଉଁ ଲୋକ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଜରୁରୀ। କାହିଁକିନା, ସମ୍ପୂର୍ଣ୍ଣ ଭାବେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ କିଛି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିପାରେ। ଯେମିତିକି, କରୋନାରୁ ରିକଭର ହୋଇଥିବା ଲୋକଙ୍କୁ ଅଧିକ ମାତ୍ରାରେ…

ଲବଙ୍ଗର ଅଧିକ ସେବନ ଶରୀର ପାଇଁ ହୋଇପାରେ କ୍ଷତିକାରକ, ଜାଣନ୍ତୁ  

ଶରୀରକୁ ସୁସ୍ଥ ରଖିବା ସହ ଶରୀରିକ ସମସ୍ୟାର ସମାଧାନ ପ।।ଇଁ ଘରୋଇ ଉପଚାର ହୋଇଥାଏ ସବୁଠୁ ବେଷ୍ଟ । ଗୋଟା ମସଲାକୁ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଏ । ଖାଦ୍ୟଠୁ ଆରମ୍ଭ କରି ଶାରୀରିକ ସମସ୍ୟା ସମାଧାନ ପାଇଁ  ଆମେ ଏହାକୁ ସେବନ କରିଥାଉ । ତେବେ  ଆପଣ ଜାଣିଛନ୍ତି କି ଏହାର ଅଧିକ ସେବନ…

ପ୍ରତିଦିନ କରନ୍ତୁ ଶଙ୍ଖନାଦ, ଏହା ଫୁସଫୁସକୁ ମଜଭୁତ କରିବା ସହ ତ୍ୱଚାକୁ ମଧ୍ୟ କରିଥାଏ ଉଜ୍ଜ୍ୱଳ

ହିନ୍ଦୁ ଧର୍ମରେ ଶଙ୍ଖନାଦର ବହୁତ ମହତ୍ତ୍ୱ ରହିଛି। ପୂଜାପାଠ ବେଳେ ନିଶ୍ଚିତ ଭାବେ ଶଙ୍ଖନାଦ କରାଯାଇଥାଏ। ଆପଣ ଜାଣନ୍ତି କି, ଏହାର ଧାର୍ମିକ ମହତ୍ତ୍ୱ ସାଙ୍ଗକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇଥାଏ। ଶଙ୍ଖନାଦ ଦ୍ୱାରା ଫୁସଫୁସ ମଜଭୁତ ହୋଇଥାଏ। ଏହାର ଆହୁରି ବି କେତେକ ଫାଇଦା…

କେବଳ ମୋଟାପଣ ଦୂର କରେନି, ବରଂ ଏହି ସବୁ ଫାଇଦା ବି ପହଞ୍ଚାଏ ଲେମ୍ବୁ ଓ ମହୁ ମିଶା ପାଣି, ସକାଳୁ ନିୟମିତ ଭାବେ ନିଶ୍ଚୟ…

ସାଧାରଣତଃ ଆମେ ଶୁଣିଛୁ କି, ସକାଳୁ ଉଠୁ ଉଠୁ ନଖଉଷୁମ ଗରମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଖୁବ ଫାଇଦା ମିଳିଥାଏ। ତେବେ ଗୋଟିଏ କଥା ଯାହା ସମସ୍ତେ କୁହନ୍ତି କି, ଏହାଦ୍ୱାରା ମୋଟାପଣ ହଟାଯାଇ ପାରିବ। କିନ୍ତୁ ଏହାଛଡ଼ା ଆହୁରି ବି କେତେକ ଫାଇଦା ରହିଛି, ଯାହା ଆମ ଶରୀରକୁ ମିଳିଥାଏ। ଆଜି…

କଲରା ଜୁସ ଶରୀରର ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ଫାଇଦା

କଲରା ଏକ ଏମିତି ପରିବା ଯାହା କାହାକୁ ପ୍ରାୟ ପସନ୍ଦ ଆସିନଥାଏ । ଏହା ପାଟିକୁ ସ୍ୱାଦ ଲାଗିନଥାଏ । କିନ୍ତୁ ଆପଣ ଜାଣନ୍ତି, ଏହା ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ପସନ୍ଦ ନଆସିବା ସତ୍ତ୍ୱେ ମଧ୍ୟ ଏହାକୁ ସମସ୍ତଙ୍କ ଘରେ ତିଆରି କରାଯାଏ । କାରଣ ଏହା ଶରୀର ପାଇଁ ମେଡିସିନ ସଦୃଶ୍ୟ କାମ କରେ…

ଅଧିକ ପାଣି ପଇବା ଦ୍ୱାରା ରକ୍ତଚାପ ଓ ହାର୍ଟଆଟାକ ଭଳି ସମସ୍ୟା ଦେଖାଯାଏ, ଜାଣନ୍ତୁ

ଆପଣ ସବୁବେଳେ ଶୁଣିଥିବେ ଶରୀର ପାଇଁ ପାଣି ଖୁବ ଜରୁରୀ । ତେଣୁ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ । ପ୍ରତିଦିନ ୨ରୁ୩ ଲିଟର ପାଣି ସମସ୍ତେ ପିିଇବା ଜରୁରୀ । କରୋନା ସମୟରେ ଏହା ନିତ୍ୟାନ୍ତ ଆବଶ୍ୟକ । ଶରୀରକୁ ଏହା ହାଇଡ୍ରେଟ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ପାଣି…

ଖରାଦିନେ ସେବନ କରନ୍ତୁ ପୁଦିନା, ଶରୀରକୁ ଥଣ୍ଡା ରଖିବା ସହ ଦେଇଥାଏ ଏହି ୮ଟି ଫାଇଦା

ପୁଦିନାକୁ ଆୟୁର୍ବେଦରେ ବହୁତ ପ୍ରଭାବଶାଳୀ ବୋଲି ଗଣାଯାଏ। ଏଥିରେ ସ୍ୱାଦ, ସୌନ୍ଦର୍ଯ୍ୟ ଓ ସୁଗନ୍ଧର ବହୁତ ଭଲ ସଙ୍ଗମ ରହିଛି। ପୁଦିନା ବିଷୟରେ କୁହାଯାଏ କି, ଏହା ୧୨ ମାସ ମଧ୍ୟରେ ଯେତେବେଳେ ବି ବ୍ୟବହାର କରାଯାଇ ପାରିବ। ଏହା ସବୁବେଳେ ସୁଗନ୍ଧ ଭରା ରହିଥାଏ। ପୁଦିନା ସ୍ୱାସ୍ଥ୍ୟ ପାଇଁ ବହୁତ…

ପିଆଜ କିମ୍ବା ରସୁଣ ଖାଇଛନ୍ତି ଆଉ ପାଟିରୁ ଗନ୍ଧ ବାହାରୁଛି, ତେବେ ଏମିତି ଉପାୟରୁ ବାସ୍ନାକୁ କରନ୍ତୁ ଦୂର

ଭୋଜନରେ ପିଆଜ ରସୁଣ ଖାଇଥିଲେ ପାଟିରୁ ଅଲଗା ତାର ବାସ୍ନା ବାହାରିଥାଏ। ଯାହାଦ୍ୱାରା ଆମ କାହା ସାମ୍ନାରେ କଥା ହେଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ତେଣୁ ଏହି ସମୟରେ ଟିକେ ଅସହଜ ମନେ ହୁଏ। ଲଜ୍ଜିତ ଅନୁଭବ ଭଳି ମଧ୍ୟ ଲାଗିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏହି ପାଠ୍ୟକ୍ରମରେ ଜଣାଇବୁ କେମିତି…

କରୋନା ସଂକ୍ରମିତ ହୋଇଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ଯ, ଠିକ୍ ହେବାକୁ ଲାଗିପାରେ ଅଧିକ ସମୟ

ଦେଶରେ କରୋନାର ଦ୍ବିତୀୟ ଲହର ଆତଙ୍କ ଖେଳାଇଛି। ପ୍ରତିଦିନ ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ସଂକ୍ରମିତ ହେବା ପରେ ଲୋକ ସବୁଠାରୁ ଅଧିକ ଧ୍ୟାନ ନିଜ ଇମ୍ଯୁନିଟ ସିଷ୍ଟମ କିମ୍ବା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଉପରେ ଧ୍ୟାନ ଦେବା ଉଚିତ। ଯେଉଁ ଲୋକ…