Browsing Tag

heart attack

ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଆସିଲା ଦୁଇ ଦୁଇ ଥର ହାର୍ଟଆଟାକ, ସହଯାତ୍ରୀ ବଞ୍ଚାଇଦେଲେ ଜୀବନ

କରୋନା ମହାମାରୀ ଆସିବା ପରଠାରୁ ପ୍ରତିଦିନ କିଛି ନା କିଛି ଲୋକ ହୃଦଘାତର ଶିକାର ହେଉଛନ୍ତି। ବହୁତ କମ୍‌ ବୟସରେ କିଛି ଲୋକ ଚାଲିଯାଉଛନ୍ତି । କେଉଁଠି ନାଚୁଥିବା ବେଳେ ତ ଆଉ କେଉଁଠି ବସିଥିବା ବେଳେ, ଆଉ କେଉଁଠି ଚାଲୁଥିବା ବେଳେ। ଏମିତି ଅନେକ ଭିଡିଓ ମଧ୍ୟ ଆପଣ ଦେଖିଛନ୍ତି । ତେବେ ଏମିତି ଏକ…

ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ସ୍ପଷ୍ଟ

ପାରାଦୀପ (କେନ୍ୟୁଜ): ହୃଦ୍‌ଘାତରେ ରୁଷ ନାଗରିକ ସର୍ଗେଇ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଏଥିରେ ହୃଦ୍‌ଘାତରେ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଗତ ମଙ୍ଗଳବାର ପାରାଦୀପ ବନ୍ଦର…

ହାର୍ଟ ଆଟାକ୍‌ ରେ ହେଉଥିବା ମୃତ୍ୟୁକୁ ନେଇ ଡାକ୍ତର ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ, କରୋନା ସହ ହୋଇପାରେ ସମ୍ବନ୍ଧ

ଦେଶରେ ଏବେ ଅଚାନକ ହାର୍ଟ ଆଟାକରେ ମୃତ୍ୟୁ ହେବା ମାମଲା ସଂଖ୍ୟା ବୃଦ୍ଧି ପାଇଥିବା ନେଇ ଜଣାଡିିଛି । କେବେ ପାର୍ଟିରେ ନାଚୁଥିବା ବେଳେ ତ କେବେ ଖେଳୁଥିବା ସମୟରେ, ତ କେବେ ଜିମରେ ଅଚାନକ ହାର୍ଟ ଆଟାକ ହେବା ଯୋଗୁ ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ପ୍ରତି ବର୍ଗର ଲୋକେ ଏହି ସ୍ଥିତିରେ…

ସଙ୍ଗୀତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁ କରୁ ମହିଳାଙ୍କୁ ଆସିଲା ହୃଦଘାତ; ଷ୍ଟେଜ୍‌ ଉପରେ ହିଁ ଟଳି ପଡ଼ିଲେ…ଦେଖନ୍ତୁ…

ନାଚୁଥିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁ ହେବାର ଅନେକ ମାମଲା ସାମ୍ନାକୁ ଆସି ସାରିଛି। ଏବେ ମଧ୍ୟପ୍ରଦେଶର ସିଓ୍ଵନିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି କି, ଜଣେ ମହିଳା ସଙ୍ଗୀତ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ହଠାତ୍‌ ମଞ୍ଚ ଉପରେ ଟଳି ପଡ଼ୁଛନ୍ତି,…

ଝିଅର ସଂଗୀତରେ ନାଚୁଥିବା ବେଳେ ବାପାଙ୍କୁ ଆସିଲା ହାର୍ଟଆଟାକ, ବିଦାଇ ହେବା ପରେ ବାପା ମୃତ ବୋଲି ଜାଣିଲା ଝିଅ

ଝିଅର ବାହାଘର ପାଇଁ ସବୁ ପ୍ରସ୍ତୁତି ସରିଛି। ଆଉ ସଂଗୀତ ଉତ୍ସବରେ ଡ୍ୟାନ୍ସ କରିବା ପାଇଁ ଗୀତ ବି ରେଡି। ହେଲେ ଈଶ୍ୱରଙ୍କର ଅଜବ ଲୀଳା। ଝିଅର ସଂଗୀତ ଉତ୍ସବରେ ସମସ୍ତେ ଖୁସିରେ ନାଚୁଥିବା ବେଳେ ବାପାକୁ ଆସିଲା ହାର୍ଟ ଆଟାକ। ଆଉ ଖୁସିର ମାହୋଲ ଦୁଃଖରେ ପରିଣତ ହୋଇଗଲା। ତୁରନ୍ତ ତାଙ୍କୁ…

କ୍ରିକେଟ୍ ଖେଳିବା ସମୟରେ ଅଘଟଣ : ରନ ପାଇଁ ଦୌଡ଼ୁ ଦୌଡ଼ୁ ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଖକାନପୁର ଜିଲ୍ଲାର ବିଲହୌରରେ ଜଣେ ୧୬ ବର୍ଷର ବାଳକର ମୃତ୍ୟୁ ହୋଇଛି ଯାହାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ଅନୁସାରେ କ୍ରିକେଟ୍ ମ୍ୟାଚ୍ ସମୟରେ ଜଣେ ୧୬ ବର୍ଷର ବାଳକ ରନ ନେବାକୁ ଦୌଡି ଆସି ହଠାତ୍ ଠିଆ ହୋଇ…

ସାଇ ବାବାଙ୍କୁ ଦର୍ଶନ କରିବା ସମୟରେ ବ୍ୟକ୍ତିଙ୍କୁ ଆସିଲା ମୃତ୍ୟୁ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଏମିତି ମୃତ୍ୟୁ ହୁଏତ କାହାକୁ ଆସିନଥିବ। ସାଇବାବାଙ୍କୁ ଦର୍ଶନ କରିବା ସମୟରେ ଚାଲିଗଲା ଜୀବନ। ଭଗବାନଙ୍କ ଦୁଆରେ ମରିବାର ସୌଭାଗ୍ୟ ବା କାହାର ରହିଛି। କିନ୍ତୁ ଏମିତି ଏକ ଭିଡିଓ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରୁ ଆସିଛି। ଯେଉଁଠି ସାଇବାବାଙ୍କୁ ଦର୍ଶନ କରୁଥିବା ସମୟରେ ବ୍ୟକ୍ତିଙ୍କୁ ହାର୍ଟଆଟାକ…

ବଜାରକୁ ଆସିଛି କଳା ଗହମ, ସୁସ୍ଥ ଜୀବନଶୈଳୀ ପାଇଁ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁୁ

ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମାଧ୍ୟମ। ତେବେ ଆପଣ ଦୈନିକ କେତେ ମାତ୍ରାରେ ଆଉ କଣ ଖାଉଛନ୍ତି ତାହା ଜାଣିବା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ। ଭାତ ସହ ଅନ୍ୟ ସବୁଜ ପନିପରିବା ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ । ଏହାସହ ଦରକାର ପଡ଼ିଥାଏ ବିଭିନ୍ନ ପ୍ରକାର ଫଳ ମୂଳ। ତେବେ…

କମ୍‌ ବୟସରେ ହେଉନ୍ତି ହାର୍ଟ ଆଟାକ୍‌ ଓ ଡାଇବେଟିସ୍‌ ର ଶିକାର, ପ୍ରତିଦିନ କରନ୍ତୁ ଘଣ୍ଟାଏ ଶାରୀରିକ ପରିଶ୍ରମ

ଇଣ୍ଟରନେଟ ଓ ବିଜ୍ଞାନ ଯୁଗରେ ବ୍ୟକ୍ତି ଦିନକୁ ଦିନ ଅଳସୁଆ ହୋଇ ଯାଉଛି । ଏଥିରେ ସବୁଠୁ ବେଶୀ ପ୍ରଭାବିତ ହେଉଛନ୍ତି ୧୧ ରୁ ୧୭ ବର୍ଷର କିଶୋର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରିପୋର୍ଟ ଅନୁଯାୟୀ ଦୁନିଆରେ ୮୧ % କିଶୋର ଓ ୧୮ ବର୍ଷ ଉପରେ ୨୭.୫ % ବୟସ୍କ ଅଧିକ ପରିଶ୍ରମ କରନ୍ତି ନାହିଁ ।…

ନିଜ ହାର୍ଟ ଆଟାକ୍‌ର ଫେକ୍‌ ଖବର ଶୁଣିବା ପରେ ମୁଁହ ଖୋଲିଲେ ଉଦିତ ନାରାୟଣ, କହିଲେ ଏମିତି ଗୁଜବ ଖବର ମୋର ବୟସ ବଢ଼ାଇ…

ଗାୟକ ଉଦିତ ନାରାୟଣ ତାଙ୍କ ଗୀତ ମାଧ୍ୟମରେ ସବୁ ବେଳେ ଫ୍ୟାନ୍ସଙ୍କ ହୃଦୟରେ ରହିଥାନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ଉଦିତ ନାରାୟଣଙ୍କ ହୃଦଘାତ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି , ସେତେବେଳେ ତାଙ୍କ ପ୍ରଶଂସକ ମାନଙ୍କର ହୋସ ଉଡିଯାଇଛି । ସୋସିଆଲ ମିଡ଼ିଆରେ ଏହି ଖବର ଭାଇରାଲ…

ଜିମରେ ବ୍ୟାୟାମ କରିବା ସମୟରେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ, ହେବ ନାହିଁ ହାର୍ଟଆଟାକ

ଏବେ ସବୁଠି ହାର୍ଟଆଟାକ ମାମଲା ବୃଦ୍ଧି ପାଉଛି । ବିଶେଷ କରି ଯେଉଁମାନେ ଜିମ ଯାଉଛନ୍ତି ସେମାନେ ଏହି ସମସ୍ୟା ଅଧିକ ଫେସ୍‌ କରୁଛନ୍ତି। ଜିମ୍ କରିବା ସମୟରେ ଲୋକମାନେ ଅଧିକ ହାର୍ଟଆଟାକରେ ଶିକାର ହେଉଛନ୍ତି । ଏହାକୁ ନେଇ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଲାଣି। ଏବେ ପୁଣି ଅଭିନେତା ସିଦ୍ଧାର୍ଥ…

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍‌! ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ଟିଭି ଜଗତର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଦିଲ୍ଲୀର ସରକାରୀ ହସ୍ପିଟାଲ ଏମ୍ସରେ ଭର୍ତ୍ତି କରାଯାଇଛି।…