Browsing Tag

heavy rain

ଢେଙ୍କାନାଳ: ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଜୟପୁର ଗାଁ ମୁଖ୍ୟ ରାସ୍ତାରେ ୬ ଫୁଟର ବନ୍ୟାପାଣି

ଢେଙ୍କାନାଳ(କେନ୍ଯୁଜ୍):ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ। ରାମିଆଳ ଓ ତାର ଉପନଦୀରେ ବନ୍ୟା। ନଦୀରେ ଜଳସ୍ତର ବଢି ପାଣି ମାଡିଯିବାରୁ ଭୁବନ ବ୍ଲକର ୩ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜୟପୁର, ମାଲପୁରା ଓ ଦଧିସିଂଗା ଗାଁ ଲୋକ ଦଳବନ୍ଦୀ ହୋଇ ରହିଛନ୍ତି। ଜୟପୁର ଗାଁ ମୁଖ୍ୟ…

ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି: ଫୁଲିବାରେ ଲାଗିଛି ମହାନଦୀ, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ବର(କେନ୍ଯୁଜ୍): ଫୁଲୁଛି ମହାନଦୀ। ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳସ୍ତର ବଡିବାରେ ଲାଗିଛି। ମହାନଦୀ ତଳମୁଣ୍ଡରେ ଲଗାଣ ବର୍ଷା ଚାଲିଥିବାବେଳେ ଉପରମୁଣ୍ଡ…

ଆଠଗଡ଼:ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ, ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ

ଆଠଗଡ଼(କେନ୍ଯୁଜ୍): ଲଗାଣ ବର୍ଷାରେ ଆଠଗଡ଼ ଅବସ୍ଥା ସାଂଘାତିକ। ଆଠଗଡ଼ ବ୍ଲକ ଗୋପୀନାଥପୁରଠାରେ ସାପୁଆ ନଦୀରେ ଘାଇ। ତରଡିଙ୍ଗ, ବାଇଲୋ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ବାଇଲୋ ନୂଆଗାଁ ଶବରସାହି ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ତରଡିଙ୍ଗ ଯୋଜରନ୍ଦାକୁ ସଂଯୋଗ କରୁଥିବା…

ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଉତ୍ତର ଉପକୂଳ ଓଡ଼ିଶାରେ ଗଭୀର ଅବପାତ। ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩ ସେ.ମି., କାକଟପୁରରେ ୫୩ ସେ.ମି., ବାଲିକୁଦାରେ ୪୪ ସେ.ମି., କଣ୍ଟାପଡ଼ାରେ ୩୮ ସେ.ମି., ନିଆଳି ୩୭ ସେ.ମି.,…

ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ, ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ଲହଡ଼ି ମାରୁଛି ପାଣି

ପାରାଦୀପ:ଲଗାଣ ବର୍ଷାରେ ବେହାଲ ବନ୍ଦର ନଗରୀ ପାରାଦୀପ। ତଳିଆ ଅଞ୍ଚଳ ଗୁଡିକରେ ଘର ଭିତରେ ପାଣି ଲହଡ଼ି ମାରୁଥିବା ବେଳେ, କେତେକ ସ୍ଥାନରେ ରାସ୍ତା ଉପରେ ମଧ୍ୟ ପାଣି ଜମି ରହିଛି। ଗତକାଲି ରାତିରୁ ବର୍ଷା ସାଙ୍ଗକୁ ପବନ ମଧ୍ୟ ଜୋରରେ ହେଉଛି। କେତେକ ସ୍ଥାନରେ ଗଛ ଭାଙ୍ଗି ଯାଇଥିବା ସୂଚନା…

ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି, ସାଲେପୁରରେ ଘରେ ଘରେ ବର୍ଷା ପାଣି

ଢେଙ୍କାନାଳ/ସାଲେପୁର(କେନ୍ୟୁଜ): ଲଗାଣ ବର୍ଷାରେ ଢେଙ୍କାନାଳ ସହରରେ କୃତ୍ରିମ ବନ୍ୟା ସ୍ଥିତି। ସହରର ଟାଉନ ପ୍ଲାନିଂ ଓ ଦକ୍ଷିଣକାଳୀ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ପାଣି ଜମି ରହିଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାରିଗର…

ବର୍ତ୍ତମାନ ରାଜ୍ୟରେ ବନ୍ୟା ଭୟ ନାହିଁ, ମହାନଦୀର ଉପରମୁଣ୍ଡରେ ହୋଇଛି କମ ବର୍ଷା: ସୂଚନା ଦେଲେ ଜଳସଂପଦ ବିଭାଗର…

ଭୁବନେଶ୍ୱର (କେନ୍ୟୁଜ):ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ନାହିଁ। ବୈତରଣୀ, ସୁବର୍ଣ୍ଣପୁର, ବୁଢାବଳଙ୍ଗ, କୋଲାବ ବେସିନ୍‌ରେ ବି ଅଧିକ ବର୍ଷା ନାହିଁ। ଫଳରେ ରାଜ୍ୟର ୮ଟି ବୃହତ ଜଳଭଣ୍ଡାରରୁ କେବଳ ହୀରାକୁଦ ଓ ରେଙ୍ଗାଳିକୁ ଛାଡିଦେଲେ ଅନ୍ୟ…

ଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ: ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ, ଜମିବାଡ଼ି ଉବୁଟୁବୁ

କେନ୍ୟୁଜ:ପ୍ରବଳ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ । ଜମିବାଡ଼ି ଚାରିଆଡେ ପାଣି। ସହରର ବିଭିନ୍ନ ୱାର୍ଡରେ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଦମକଳ ବାହିନୀ…

ଭାଙ୍ଗିଲା ଟାଙ୍ଗୀ ଚଢେଇଗୁଆଁ ତଳସାହିରେ ନଦୀବନ୍ଧ, ପାଣି ଘେରରେ ସାରା ଗାଁ

ଟାଙ୍ଗୀ(କେନ୍ୟୁଜ): ଭାଙ୍ଗିଲା ନଦୀବନ୍ଧ । ପ୍ରବଳ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଢେଇଗୁଆଁ ତଳସାହିରେ ନଦୀବନ୍ଧ ଭାଙ୍ଗିଛି । ଫଳରେ ଗାଁ ଭିତରେ ପାଣି ପଶିବାର ଭୟ ଦେଖାଦେଇଛି । ଉପକୂଳବର୍ତ୍ତୀ ଚିଲିକା ଅଞ୍ଚଳର ଘର ଭିତରେ ପଶିଛି ପାଣି ।…

ଡରାଉଛି ଲଗାଣ ବର୍ଷା: ବଢୁଛି ମହାନଦୀ ଓ ତାର ଶାଖାନଦୀ

:ଲଗାଣ ବର୍ଷାରେ ବଢୁଛି ମହାନଦୀ ଓ ତାର ଶାଖାନଦୀ । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବା ସହ ମହାନଦୀ ଅବବାହିକାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ହୀରାକୁଦ ଜଳଭଣ୍ଡାର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରରେ ୬୨୪.୪୫ ଫୁଟ…

ବ୍ରହ୍ମପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା କୋଠା

ବ୍ରହ୍ମପୁର (କେନ୍ଯୁଜ): ବ୍ରହ୍ମପୁରରେ ବର୍ଷା ବିତ୍ପାତ। ଲଗାଣ ବର୍ଷାରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା କୋଠା। ସହରର ଗିରି ମାର୍କେଟ ନିକଟରେ ଥିବା ବହୁ ପୁରାତନ ତେଲୁଗୁ ମହିଳା ସମାଜର କୋଠା ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି। ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।…

ଲଗାଣ ବର୍ଷା ନେଇ ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ): ଲଗାଣ ବର୍ଷା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରୁଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀ ବି ବୈଠକରେ ସାମିଲ…