Browsing Tag

helicopter crash

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ । ଗତକାଲି ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କ୍ରାସ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସହିତ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ…

କେଦାରନାଥ ଧାମରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରୁ ମାତ୍ର ୨ କିମି ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଛି। ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ…

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

ଅରୁଣାଚଳ ପ୍ରଦେଶର ତଓ୍ଵାଙ୍ଗ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟ ମୃତ୍ୟୁବରଣ କରିଛନ୍ତି। ସେହିପରି ଆଉ ଜଣେ ପାଇଲଟ୍‌ ଆହତ ହୋଇଥିବା ସୂଚନା ମିଳିଛି। An Indian Army Cheetah helicopter crashed today near Tawang area…

ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ୪ମୃତ, ମୃତକଙ୍କ ଭିତରୁ ଜଣେ ଓଡ଼ିଆ

ମାଲକାନଗିରି(କେନ୍ୟୁଜ):ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ତ୍ୱବିତ୍‌ ମୃତ । ଆରବସାଗର ଉପରେ ପବନହଂସ ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୩ଜଣ ଭୂତତ୍ତ୍ୱବିତ୍‌ ଏବଂ ଜଣେ ଠିକା ଶ୍ରମିକ ରହିଥିଲେ । ମୃତକଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଛନ୍ତି ।…

ରନ୍‌ୱେରେ କେମିତି ହେଲା ଦୁର୍ଘଟଣା, DGCAର ତଦନ୍ତ ନିର୍ଦ୍ଦେଶ: ମୃତକଙ୍କ ମଧ୍ୟରେ ଅଛନ୍ତି ସମ୍ବଲପୁରର କ୍ୟାପଟେନ୍‌…

ମାଲକାନଗିରି (କେନ୍ୟୁଜ୍‌): ପ୍ରଶିକ୍ଷଣକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଓଡ଼ିଆ ପାଇଲଟଙ୍କ ସହ ଦୁଇ କ୍ୟାପଟେନଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡା ଓ କ୍ୟାପଟେନ୍‌ ଏପି ଶ୍ରୀବାସ୍ତବ। ମୃତ କ୍ୟାପଟେନ୍‌ ଗୋପାଳକୃଷ୍ଣ ପଣ୍ଡାଙ୍କ ଘର ସମ୍ବଲପୁର ଜିଲ୍ଲା ବହାମ…

ବିପିନ ରାୱତଙ୍କ ସ୍ତ୍ରୀ ମଧୁଲିକାଙ୍କ ବିଷୟରେ ୭ ଅଜଣା କଥା; କଲ୍ୟାଣକାରୀ କାର୍ଯ୍ୟକ୍ରମରେ ନେଉଥିଲେ ନେତୃତ୍ୱ

ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା Mi-17V5 ହେଲିକପ୍ଟରରେ ଜେନେରାଲ ବିପିନ ରାୱତଙ୍କ ସ୍ତ୍ରୀ ମଧୁଲିକା ରାୱତ ମଧ୍ୟ ଥିଲେ। ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବିପିନ୍ ରାୱତ ୱେଲିଙ୍ଗଟନର ଡିଫେନ୍ସ ସର୍ଭିସେଜ ଷ୍ଟାଫ୍‌ କଲେଜରେ ବ୍ୟାଖ୍ୟାନ ଦେବାକୁ ଯାଉଥିଲେ।…

ହେଲିକପ୍ଟର ଦୁର୍ଘଟଣା ପରେ ଜୀବିତ ଥିଲେ CDS ବିପିନ ରାଓ୍ଵତ, ଶରୀରର ତଳ ଭାଗ ଗମ୍ଭୀର ରୂପେ ଜଳି ଯାଇଥିଲା; ଉଦ୍ଧାରକାରୀ…

ହେଲିକପ୍ଟର ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍‌) ଜେନେରାଲ ବିପିନ ରାଓ୍ଵତ ଦୁର୍ଘଟଣା ପରେ ମଧ୍ୟ ଜୀବିତ ଥିଲେ। ଏପରି କି, ତାଙ୍କୁ Mi-17V5ର ଧ୍ୱଂସାବଶେଷରୁ ବାହାର କରାଯିବା ବେଳେ ସେ ହିନ୍ଦୀରେ ନିଜ ନାମ ମଧ୍ୟ କହିଥିଲେ। ଉଦ୍ଧାରକାରୀ ଦଳର ଜଣେ…

ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ ଘଟଣା: ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ

ଅନୁଗୁଳ(କେନ୍ଯୁଜ୍):ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ମୃତ୍ୟୁବରଣ କରିଥିବା ଯୋଦ୍ଧାଙ୍କ ମଧ୍ୟରେ ଜଣେ ଓଡ଼ିଆ । ଅନୁଗୁଳ ତାଳଚେରର ବୀର ଓଡ଼ିଆ ରାଣା ପ୍ରତାପ ଦାସଙ୍କ ମୃତ୍ୟୁ ହୋଇଛି । ରାଣା ପ୍ରତାପ ବାୟୁସେନାରେ ଜୁନିଅର ଓ୍ଵାରେଣ୍ଟ ଅଫିସର ଭାବେ କାମ କରୁଥିଲେ । ୧୨ ବର୍ଷ ଧରି…

ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ ଘଟଣା, ୧୩ ମୃତ !

 ଚେନ୍ନାଇ(କେ ନ୍ୟୁଜ): ଆଜି ତାମିଲନାଡୁ କୁନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣାରେ ୧୩ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ମିଳିଥିବା ଆହତ କିମ୍ବା ମୃତ ଶରୀର ଗୁଡିକର ପ୍ରାୟ…

ମହାରାଷ୍ଟ୍ର: ୮ମ ପାସ ଯୁବକ ତିଆରି କଲେ ହେଲିକପ୍ଟର, ଟେଷ୍ଟିଂ ବେଳେ ଚାଲିଗଲା ଜୀବନ

ସୋସିଆଲ ମିଡିଆରେ ମହାରାଷ୍ଟ୍ରର ୨୪ ବର୍ଷର ଯୁବକଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗତ କାଲିଠୁ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ୨୪ ବର୍ଷର ଯୁବକ ନିଜ ଜ୍ଞାନ ବଳରେ ହେଲିକପ୍ଟର ତିଆରି କରିଥିଲେ। କିନ୍ତୁ ଏହାର ପରୀକ୍ଷଣ କଲାବେଳେ ଏମିତି କିଛି ଘଟିଲା ଯାହାକୁ ଦେଖିଲା ପରେ ସମସ୍ତେ…

ପଞ୍ଜାବ ପଠାନକୋଟ ରଞ୍ଜିତ ସାଗର ଡ୍ୟାମରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ପଞ୍ଜାବ: ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ପଞ୍ଜାବ ପଠାନକୋଟ ରଞ୍ଜିତ ସାଗର ଡ୍ୟାମରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ହେଲିକପ୍ଟରରେ ଥିବା ୨ଜଣ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ପଠାନକୋଟରୁ ରୁଟିନ ଅଭ୍ୟାସ ପାଇଁ ଉଡାଣ ଭରିଥିଲା ହେଲିକପ୍ଟର।