Browsing Tag

high court

ବଡ଼ ଭାଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସାନଭାଇକୁ ଆଜୀବନ କରାଦଣ୍ଡାଦେଶ ଦେଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ବଡ଼ ଭାଇ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସାନଭାଇ ଚିତ୍ତରଂଜନ ଖୁଣ୍ଟିଆକୁ କଟକ ଜିଲା ଦୌରାଜଜ୍ ଅଦାଲତ ଆଜୀବନ କରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। କଟକ ତୃତୀୟ ‌ଦୌରା ଜଜ୍ ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨, ୨୦୧ ଓ ୩୪ରେ କିଶନନଗର ଥାନା ଅନ୍ତର୍ଗତ ରାମକୁମାରପୁରର…

ସଚିବାଳୟରେ  ଅଣ୍ଡର ସେକ୍ରେଟାରିଙ୍କ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ପ୍ରସଙ୍ଗ: ହାଇକୋର୍ଟ କହିଛନ୍ତି ୯ଟି ପଦକୁ…

କଟକ(କେନ୍ୟୁଜ୍): ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରିଙ୍କ ଡେପୁଟି ସେକ୍ରେଟାରି ପଦକୁ ପଦୋନ୍ନତି ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଣ୍ଡର ସେକ୍ରେଟାରିଙ୍କ ଗ୍ରେଡେସନ୍ ତାଲିକା ଉପରେ ହାଇକୋର୍ଟ…

ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

କଟକ(କେନ୍ୟୁଜ୍): ବିବାହର ପ୍ରତିଶ୍ରୁତି ଦେଇ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ ପରିସରଭୁକ୍ତ ନୁହେଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡିଶା ହାଇକୋର୍ଟ।କେତେକ କ୍ଷେତ୍ରରେ ମହିଳାମାନେ ସ୍ୱଇଚ୍ଛାରେ ସଂପର୍କ ରଖୁଛନ୍ତି । ତେଣୁ ଏଭଳି ଘଟଣାରେ…

ଡିଗ୍ରୀ ନଥାଇ ଡାକ୍ତର ରୋଗୀ ସେବା ପ୍ରସଙ୍ଗ: ୩ ମାସ ମଧ୍ୟରେ ଯାଞ୍ଚ କରି ରିପୋର୍ଟ ଦାଖଲ ନେଇ ରାଜ୍ୟ ସରକାରଙ୍କୁ…

କଟକ (କେନ୍ୟୁଜ): ରାଜ୍ୟରେ ଉପଯୁକ୍ତ ଡିଗ୍ରୀ ନଥାଇ କିଛି ଡାକ୍ତର ରୋଗୀସେବା କରୁଥିବା ପ୍ରସଙ୍ଗକୁ ଓଡିଶା ହାଇକୋର୍ଟ ଗୁରୁତର ଭାବେ ଗ୍ରହଣ କରିବା ସହିତ ୩ ମାସ ମଧ୍ୟରେ ଏ ସମ୍ପର୍କରେ ଯାଞ୍ଚ କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।…

ହାଇକୋର୍ଟରେ ଏଏସଓ ମାମଲା: ଆବେଦନର ନକଲ ଦେବାକୁ ଓପିଏସସି ଓକିଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):  ହାଇକୋର୍ଟରେ ଏଏସଓ ପରୀକ୍ଷା ମୂଲ୍ୟାୟନ ସଂପର୍କିତ ମାମଲା । ଓପିଏସସି ଓକିଲଙ୍କୁ ଆବେଦନର ନକଲ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସବଜେକ୍ଟ ୱାଇଜ କ୍ୱାଲିଫାଇଂ ମାର୍କକୁ ନେଇ ଆପତ୍ତି ଉଠାଇଲେ ଆବେଦନକାରୀ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଆବେଦନ…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ

କଟକ(କେନ୍ୟୁଜ୍):ବୟସ୍କ ପିତା ମାତାଙ୍କୁ ହଇରାଣ କରି ପାରିବେ ନାହିଁ ପୁଅ ବୋହୂ ବା ଝିଅ। ବରିଷ୍ଠ ନାଗରିକ ମାନଙ୍କୁ କୌଣସି ପରିସ୍ଥିତିରେ ନିର୍ଯ୍ୟାତନା ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ…

ଶାରଳା ରିଅଲକନ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି

କଟକ(କେନ୍ୟୁଜ୍):  ସ୍ଵତନ୍ତ୍ର ଅଦାଲତଦ୍ୱାରା ବାଜ୍ୟାପ୍ତି ହୋଇଥିବା ଚିଟଫଣ୍ଡ କମ୍ପାନୀ ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଚିଟଫଣ୍ଡ ସଂସ୍ଥା ଶାରଳା ରିଅଲକନର ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ।ପ୍ରାୟ ୧୬ କୋଟି ଟଙ୍କାର…

ପୋଷା କୁକୁର କାମୁଡିବା ପ୍ରସଙ୍ଗ: ହାଇକୋର୍ଟରେ ମାମଲା ଦାୟର କଲେ ମାଲିକାଣୀ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ପୋଷା କୁକୁର କାମୁଡିବା ପ୍ରସଙ୍ଗ। ମାମଲା ଗଲା ହାଇକୋର୍ଟକୁ। ମାମଲା ଦାୟର କଲେ କୁକୁରର ମାଲିକାଣି ଶ୍ରାବଣୀ ପଟ୍ଟନାୟକ। ତାଙ୍କ ବିରୁଦ୍ଧରେ ଓ ତାଙ୍କ ପୋଷା କୁକୁର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆବେଦନ। ଇନଫୋସିଟି ଥାନା…

ଏଏସଓ ମାମଲା: ଦାୟର ଚୟନ ପ୍ରକ୍ରିୟା ମାମଲାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନାହାଁନ୍ତି ହାଇକୋର୍ଟ

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟରେ ଦାୟର ଏଏସଓ ମାମଲାରେ ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ହସ୍ତକ୍ଷେପ କରି ନାହାଁନ୍ତି ହାଇକୋର୍ଟ। ଆଜିଠାରୁ ଚାଲିଥିବା ଡ଼କ୍ୟୁମେଣ୍ଟ ଭେରିଫିକେସନ ପ୍ରକ୍ରିୟା ଉପରେ ମଧ୍ୟ ଲଗାମ ଲଗାଇ ନାହାନ୍ତି ହାଇକୋର୍ଟ। ଏହା ସହିତ ଓଡିଶା ଲୋକସେବା ଆୟୋଗ ପକ୍ଷରୁ…

ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଅଭିଯୋଗ ମାମଲା, ୪ ମାସରେ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ  ସ୍ବାସ୍ଥ୍ୟ ବିଭାଗ…

କଟକ(କେନ୍ୟୁଜ୍):  ଚିକିତ୍ସା ଅବହେଳାରୁ ପ୍ରସୂତି ମୃତ୍ୟୁ ଅଭିଯୋଗ ମାମଲାର ହାଇକୋର୍ଟ ଶୁଣାଣି କରି ଚାରି ମାସ ମଧ୍ୟରେ ଏ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର…

ସି ସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାଶଙ୍କୁ ଆଗୁଆ ଜାମିନ, ସର୍ତ୍ତ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ହେଉଥିବା ମାମଲାରେ ସି ସୋର ମୁଖ୍ୟ ପ୍ରଶାନ୍ତ କୁମାର ଦାଶଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୂର୍ବରୁ ଏହି ମାମଲାରେ ହାଇକୋର୍ଟ ପ୍ରଶାନ୍ତ ଦାଶଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲେ । ଇଡି ମାମଲାର ତ୍ୱରିତ…

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ । ରାୟ ସଂରକ୍ଷିତ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ଆବେଦନ କରିଛନ୍ତି ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସି ଋଣ ମାମଲାରେ…