Browsing Tag

hot weather

ଆଉ ଗୋଟେ ଦିନ ପରେ ମିଳିବ ଆଶ୍ୱସ୍ତି, ରାଜ୍ୟର ଅନେକ ସ୍ଥାନରେ ହେବ ବର୍ଷା

ଭୁବନେଶ୍ୱର : କମିବ ଦିନର ତାତି। ମିଳିବ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।  ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା…

ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା  । ୪ ତାରିଖରୁ ଅତ୍ୟଧିକ ଗରମରୁ ମିଳିବ ସାମାନ୍ୟ ଆଶ୍ବସ୍ତି  ।…

୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଫେରିବ ହିଟ ୱେଭ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ହିଟ ୱେଭ କଣ୍ଡିସନ। ୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ହିଟ ୱେଭ ସ୍ଥିତି ଫେରିବ। ହିଟ ୱେଭ ପାଇଁ ମାଲକାନଗିରିର କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଏହି ଜିଲ୍ଲାକୁ ହିଟ ୱେଭ ପାଈଁ ଚେତାବନୀ ଜାରି ହୋଇଛି। ରାଜ୍ୟରେ ବର୍ତ୍ତମାନ…

ସ୍କିନ୍‌ରେ ଏପରି ଦାଗ ଦେଖାଯାଉଛି କି ? ପ୍ରତିଦିନ ମୁହଁରେ ଲଗାନ୍ତୁ ଏହି ୨ଟି ଜିନିଷ, ଅନେକ ସମସ୍ୟାରୁ ମିଳିବ ମୁକ୍ତି

ଗ୍ରୀଷ୍ମର ଆଗମନ ସହିତ ସ୍କିନ୍‌ ବହୁତ ଶୀଘ୍ର ଖରାପ ହେବାକୁ ଲାଗେ । ଏପରି ପରିସ୍ଥିତି ସ୍କିନ୍‌ ଭିତରୁ ନଷ୍ଟ ହେବାକୁ ଲାଗେ ଏବଂ ତାପରେ ମୁହଁରେ ଲାଲ ରଙ୍ଗ ଏବଂ ଫୁଲିବା ଭଳି ସମସ୍ୟା ଆରମ୍ଭ ହୋଇଥାଏ । ବାସ୍ତବରେ ଖରା ଯୋଗୁ ସ୍କିନ୍‌ ଭିତରୁ ନଷ୍ଟ ହେବାକୁ ଲାଗେ ଏବଂ ଆପଣଙ୍କ ସ୍କିନ୍‌…

ଆଜି ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ସହ ବର୍ଷା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ମାଡ଼ ଓ ବର୍ଷା ହେବ। ଏଥିପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବର୍ଷା ଯୋଗୁଁ…

ତାତିରେ ଜଳୁଛି ଓଡ଼ିଶା, ୭ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର : ତାତିରେ ଜଳୁଛି ଓଡ଼ିଶା। ଅସହ୍ୟ ଖରାରେ ଲୋକେ ଅସ୍ତବ୍ୟସ୍ତ। ୭ସହରର ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ। ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି। ସକାଳ ୯ଟାରୁ ଟାଣ ଖରାର ପ୍ରଭାବ। ବାୟୂମଣ୍ଡଳରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ…

ଆଜିଠୁ ରାଜ୍ୟରେ ବଢିବ ତାତି, କାଲିଠୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବଢିବ ତାତି । କାଲିଠୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆକାଶରୁ ହେବ ଅଗ୍ନିବର୍ଷା । କଳବଲ କରିବ ପ୍ରବଳ ଖରା ଓ ଗୁଳୁଗୁଳି। ଦୁଇ ଦିନ ରାଜ୍ୟରେ ଦିନ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ୍ ବଢିଯିବ । ଅଧିକ ରହିବ ରାତିର ପାରଦ । କାଲିଠାରୁ ୪ ତାରିଖ ଯାଏ ରାଜ୍ୟରେ…

ଆସନ୍ତା ୪ ଦିନ ଯାଏ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ନାହିଁ, ଭୁବନେଶ୍ୱର ଆଜି ୪୪.୪ ଡିଗ୍ରୀ ସେଲସିୟସ୍‌

ଜଳୁଛି ଓଡ଼ିଶା । ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୪ ଦିନ ଯାଏ ତ୍ରାହି ନାହିଁ । ଆହୁରି ଜଳିବ ସାରା ରାଜ୍ୟ । ୨୦ ତାରିଖ ଯାଏ ଆକାଶରୁ ଅଗ୍ନିବର୍ଷା ହେବ । ୪ ଦିନ ପାଇଁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭…

ତାତିରେ ଫୁଟୁଛି ଓଡ଼ିଶା : ଆହୁରି ୨ ରୁ ୩ ଦିନ ନିସ୍ତାର ନାହିଁ, ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଆଗାମୀ ୨ରୁ ୩ ଦିନ ଯାଏ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରୁ ଆଶ୍ୱସ୍ତି ନାହିଁ। ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଆଲର୍ଟ ଜାରି କରାଯାଇଛି ।…

ତାତି ବଢୁଛି, ହେଲେ ସରକାରୀ ନିର୍ଦ୍ଦେଶକୁ ଲୋକେ ମାନୁଛନ୍ତି ତ ?

ଭୁବନେଶ୍ୱର (କେନ୍ୟୁଜ୍‌) : ଖରା ବଢୁଛି, ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି । ପାଣିପାଗ ବିଭାଗର ଆକଳନ ହେଉଛି ଆହୁରି ବଢ଼ିବ ତାପମାତ୍ରା । ବାହାରକୁ ବାହାରିଲେ ଗରମ ପବନରେ ମୁହଁ ପୋଡ଼ି ଯାଉଛି । ଦିନ ୧୦ଟା ବେଳେ ଖରା ଲାଗୁଛି ଯେମିତି ୧୨ଟା ପରର ବୋଲି । ସେଥିଲାଗି ରାସ୍ତାରେ ଚଳପ୍ରଚଳ କମି…

ଗ୍ରୀଷ୍ମ ଋତୁରେ ନିଶ୍ଚିତ ଫଲୋ କରନ୍ତୁ ସ୍କିନ କେୟର ଟିପ୍ସ, ଅଳ୍ପ ଦିନ ଭିତରେ ମିଳିବ ଅନେକ ଫାଇଦା

ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣ, ପ୍ରଦୂଷଣ, ମାଟି ଏବଂ ଆର୍ଦ୍ରତା ଆମ ଚର୍ମରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଏହି ସମୟ ମଧ୍ୟରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଯେପରିକି ଟ୍ୟାନିଂ, ଶୁଖିଲା ଚର୍ମ, ବ୍ରଣ, ସୂର୍ଯ୍ୟକିରଣ, ପିଗମେଣ୍ଟେସନ୍, ଦାଗ ଇତ୍ୟାଦି ଦେଖାଯାଏ। ଯଦି ଆପଣ ମଧ୍ୟ ଗରମ ପାଗରେ ଏହି…