Browsing Tag

Hyundai

ପପୁଲାର ମଡେଲ ସହ ଦମଦାର ଫିଚର୍ସରେ ଆସୁଛି ଏହି ୪ଟି ଗାଡ଼ି

ଅପ୍ରେଲରେ ଅନେକ କାର୍‌ କମ୍ପାନୀ ନିଜର ନୂଆ ମଡେଲର ଗାଡ଼ି ଲଞ୍ଚ କରିବାକୁ ଯାଉଛନ୍ତି। ଅପ୍ରେଲରେ ହୁଣ୍ଡାଇର ୭-ସିଟ୍‌ ର ଅଲ୍କାଜାର କାର୍‌ ର ରହିିଛି ସମସ୍ତଙ୍କ ଅପେକ୍ଷା। ଏହାର ଟିଜର-ପିକଚର୍ସ ଏବେ ମାର୍କେଟକୁ ଆସିଲାଣି। ତେବେ ଜାଣି ନିଅନ୍ତୁ ଅପ୍ରେଲରେ କେଉଁ କେଉଁ ଗାଡି ପପୁଲାର ମଡେଲ ସହ…

ହ୍ୟୁଣ୍ଡାଇ କାରର ଜବରଦସ୍ତ ଅଫର , ଗ୍ରାହକମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି

ଚଳିତ ମାସ ହ୍ୟୁଣ୍ଡାଇ କାର ଗ୍ରାହକମାନଙ୍କ ପାଇଁ ଆଣିଛି ଆକର୍ଷକ ଅଫର୍ । କାରର ଅଧିକ ବିକ୍ରି ପାଇଁ କଂପାନୀ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି। ଫେବୃଆରୀ ୨୦୨୦ରେ ଦକ୍ଷିଣ କୋରିଆ କାର ନିର୍ମାତା ୪୦,୦୧୦ ୟୁନିଟସ୍ ବିକ୍ରି କରିଥିଲେ, ଯେଉଁଠି ପୂର୍ବ ମାସ ୫୧,୬୦୦ ୟୁନିଟସ୍ ବିକ୍ରି…

ଭାରତୀୟ ୱେବ୍‌ସାଇଟ୍‌ରୁ ସେଡାନ୍‌ କାର ଆକ୍ସେଣ୍ଟକୁ ହଟାଇଲା ହ୍ୟୁଣ୍ଡାଇ, ବନ୍ଦ କଲା ବିକ୍ରି

ହ୍ୟୁଣ୍ଡାଇ ଭାରତୀୟ ୱେବ୍‌ସାଇଟରୁ ନିଜ କମ୍‌ପ୍ୟାକ୍ଟ ସେଡାନ୍‌ କାର ଆକ୍ସେଣ୍ଟକୁ ହଟାଇ ଦେଇଛି। ଅର୍ଥାତ୍‌ ଏବେ ଏହି କାରର ବିକ୍ରି ବନ୍ଦ ହୋଇଯାଇଛି। ହ୍ୟୁଣ୍ଡାଇ ଚଳିତବର୍ଷ ଜାନୁଆରୀରେ ଔରା କାରକୁ ଆକ୍ସେଣ୍ଟର ସକ୍ସେସର ଭେରିଏଣ୍ଟ ଭାବେ ଲଞ୍ଚ୍‌ କରିଥିଲା। ଏବେ ଯାଏଁ ଏହି ଦୁଇଟି କାରକୁ ହିଁ…

ହ୍ୟୁଣ୍ଡାଇର ଏହି ଶସ୍ତା କାର ଉପରେ ମିଳୁଛି ଭାରି ଡ଼ିସକାଉଣ୍ଟ, ଜୁନରେ କିଣିଲେ ଫାଇଦାରେ ରହିବେ ଆପଣ

ଜୁନ୍ ମାସରେ ହୁଣ୍ଡାଇ ଏହାର କାର କ୍ରୟ ଉପରେ ଆକର୍ଷଣୀୟ ଅଫର ଦେଉଛି । ଗତ କିଛି ମାସ ମଧ୍ୟରେ କରୋନାଭାଇରସ୍ ପାଇଁ ଲକଡାଉନ ଯୋଗୁଁ ଦେଶରେ କାର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି । ଏହି କାରଣରୁ ରିହାତି ପ୍ରଦାନ କରି ଏହି କମ୍ପାନୀ ବର୍ତ୍ତମାନ ବିକ୍ରୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛି । ତେବେ…

Hyundai କମ୍ପାନୀ କାର ଉପରେ ଦେଉଛି ବମ୍ପର ଅଫର, ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଡିସକାଉଣ୍ଟ

କାର ପ୍ରତି ବିଶେଷ ଆଗ୍ରହୀ ଥିବା ଲୋକ ବା ନୂଆ ବର୍ଷରେ ନୂଆ କାର କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି ହ୍ୟୁଣ୍ଡାଇ କମ୍ପାନୀ । ଦକ୍ଷିଣ କୋରିଆର କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ବର୍ଷର ଶେଷ ମାସରେ ନିଜ ଗାଡି ଗୁଡିକ ଉପରେ ଦମଦାର ଅଫର ମାନ ଦେଉଛି ।…

ଆଉ ମିଳିବନି Hyundai Grand i10 ଡିଜେଲ ବେରିୟଣ୍ଟ କାର, ପେଟ୍ରୋଲ ଓ ସିଏନଜିରେ ମିଳିବ କେବଳ ଏହି ସବୁ କାର

ଦେଶର ଦ୍ୱିତୀୟ ନମ୍ବରରେ ଥିବା କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ Grand i10 କୁ ପୁଣି ଥରେ ରିଷ୍ଟ୍ରକ୍ଟ କରି ଏହାର ଡିଜେଲ ଏବଂ ଅଟୋମେଟିକ ଭେରିୟଣ୍ଟକୁ ବନ୍ଦ କରିଦେଇଛି। ପେଟ୍ରୋଲ ଇଞ୍ଜିନର କେବଳ ଦୁଇଟି ବେରିୟଣ୍ଟ Sportz ଏବଂ Magna ହିଁ ମାର୍କେଟରେ ଉପଲବ୍ଧ ହେବ।…

ଆପଣ କାର କିଣିବାକୁ ଚାହୁଁଛନ୍ତି କି ତେବେ ହ୍ୟୁଣ୍ଡାଇ ଦେଉଛି ବମ୍ପର ଅଫର, ସୁଯୋଗ ଆଉ ମାତ୍ର ୬ ଦିନ

ଅଟୋମୋବାଇଲ ସେକ୍ଟର ଗତ ଦୁଇବର୍ଷ ଧରି ସବୁଠାରୁ ମାନ୍ଦାବସ୍ଥାରେ ଗତି କରୁଛି। ଏହି ମାନ୍ଦାବସ୍ଥା ଯୋଗୁଁ ଅଟୋମୋବାଇଲ କମ୍ପାନୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡିଛି। ଏପରି କ୍ଷତିରୁ ବଞ୍ଚିବା ପାଇଁ କାର କମ୍ପାନୀ ପକ୍ଷରୁ ରିହାତି ଅଫର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏପରି ସ୍ଥଳେ…

Hyundai ଦେଉଛି Grand i10 ଉପରେ ୯୫ହଜାର ଟଙ୍କାର ଡିସକାଉଣ୍ଟ, ଅଫର ସୀମିତ ସମୟ ପାଇଁ ଉପଲବ୍ଧ

Hyundai ନିକଟରେ ନିଜର ନୂଆ Grand i10 Niosକୁ ଭାରତରେ ଲଞ୍ଚ କରିଛି ଯାହା ଏକ ଆଡଭାନ୍ସଡ କାର ଅଟେ ଏବଂ ଏଥିରେ ଅନେକ ନୂଆ ଫିଚର୍ସକୁ ମଧ୍ୟ ସାମିଲ କରିଛି। କିନ୍ତୁ ଆପଣଙ୍କୁ ଏଠି ଆମେ ଜଣାଇବାକୁ ଚାହିଁବୁ ଯେ କମ୍ପାନୀ ପ୍ରଥମରୁ ଥିବା Grand i10କୁ ବନ୍ଦ କରିନାହିଁ। ଏହି କାର କମ୍ପାନୀର…