ଟି୨୦ ବିଶ୍ୱକପ ୨୦୨୪ : ପିଚ୍ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ
ଭାରତୀୟ ଟିମ୍ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍ ବ୍ରିଜଟାଉନରେ କଠିନ ଅଭ୍ୟାସ କରୁଛି । ଭାରତ ଗୁରୁବାର ଦିନ ସୁପର-୮ର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ସହିତ ଖେଳିବ । ଭାରତୀୟ ଟିମ୍ ଗ୍ରୁପ ଷ୍ଟେଜରେ ସବୁ ମ୍ୟାଚ ଆମେରିକାରେ ଖେଳିଥିଲା ।…