Below header
Browsing Tag

ICC

୨୦୨୩କୁ ଘୁଞ୍ଚିଲା ମହିଳା ଟି-୨୦ ବିଶ୍ବକପ୍, ଆଇସିସି ନେଲା ଏଭଳି ନିଷ୍ପତ୍ତି

ମହିଳା ଟି-୨୦ ବିଶ୍ବକପ୍କୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଛି ଆଇସିସି। ଏହି ବିଶ୍ବକପ୍ ୨୦୨୨ ନଭେମ୍ବର ମାସରେ ହେବାର ଥିଲା। ହେଲେ କରୋନା ପ୍ରଭାବ ଯୋଗୁଁ ଏହି ବିଶ୍ବକପ୍କୁ ଏବେ ତିନି ମାସ ପାଇଁ ଘୁଞ୍ଚାଇ ଦିଆଯାଇଛି। ଫଳରେ ବିଶ୍ବକପ୍ ୨୦୨୩ ଫେବ୍ରୁଆରି (୯ରୁ ୨୨ ତାରିଖ)ରେ ଅନୁଷ୍ଠିତ ହେବ।…

ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ୍: ICC ବଦଳାଇଲା ନିୟମ, ଭାରତକୁ ବଡ କ୍ଷତି

ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ସହିତ ଏକ ବଡ ନିଷ୍ପତ୍ତି ନେଇଛି।  କୋଭିଡ-୧୯ ମହାମାରୀ କାରଣରୁ ପଏଣ୍ଟ ସିଷ୍ଟମରେ ପରିବର୍ତ୍ତନ କରିଛନ୍ତି। ଅନିଲ କୁମ୍ବଲେଙ୍କ ନେତତ୍ବରେ ଆଇସିସି କ୍ରିକେଟ କମିଟିର ସୁପାରିଶକୁ ଅନୁମୋଦନ କରିଛି। ଏବେ ୱାର୍ଲ୍ଡ…

୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚକୁ ନେଇ ସନ୍ଦେହର କୌଣସି କାରଣ ନାହିଁ: ଆଇସିସି

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ( ଆଇସିସି ) ତରଫରୁ କୁହାଯାଇଛିକି ୨୦୧୧ ମସିହାରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ସନ୍ଦେହ କରିବାର କୌଣସି କାରଣ ନାହିଁ । ବିଶ୍ଵକପର ଏହି ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବା ସହ ଏଥିରେ ଭାରତ ପକ୍ଷ…

ଆଇସିସି କମିଟିର ବଡ଼ ପଦକ୍ଷେପ, ବଲ ଚିକ୍କଣ କରିବା ପାଇଁ ଲାଳ ଲଗାଇବା ଉପରେ ଲାଗିବ ପ୍ରତିବନ୍ଧକ

ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ "ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ" କମିଟି କୋଭିଡ -19 ମହାମାରୀକୁ ନଜରରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି । ଏହି ସୁପାରିଶ ଅନୁଯାୟୀ ଏଣିକି ବଲ ଚମକାଇବା ପାଇଁ ବା ଚିକ୍କଣ କରିବା ପାଇଁ ଆଉ ବଲରେ କୌଣସି ଖେଳାଳି ଲାଳ ଲଗାଇ ପାରିବ ନାହିଁ ।…

ICC ୯ ପିଲାଙ୍କ ଫଟୋ ପୋଷ୍ଟ କରି ପଚାରିଲା କିଏ ଏମାନେ? ୮ମ ପିଲା ‘ସ୍ପେନର ଯାଦୁଗର’, ଭାଇରଲ ହେଉଛି…

'ଆନ୍ତର୍ଜାତିକ ପରିବାର ଦିବସ' ଅବସରରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ICC) ଏକ ପୋଷ୍ଟ କରିଛି, ଯାହାକୁ ଖୁବ ପସନ୍ଦ କରାଯାଉଛି। ICC 9ଜଣ କ୍ରିକେଟରଙ୍କ ପିଲାବେଳର ଫଟୋ ସେୟାର କରିଛି ଏବଂ ଫ୍ୟାନମାନଙ୍କୁ ଏମାନଙ୍କ ନାମ ପଚାରିଛି। ଫଟୋ ସେୟାର କରି ICC କ୍ୟାପସନ ଲେଖିଛି,…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର, ଟି-୨୦ ବିଶ୍ୱକପ୍‌କୁ ନେଇ ଆଇସିସି ଦେଲା ଏପରି ଉତ୍ତର

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହା ଟେଲିକନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କୋଭିଡ୍-୧୯ କେବଳ କ୍ରିକେଟ ନୁହେଁ ବିଶ୍ୱର ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକଳାପକୁ ନିସ୍ତେଜ କରିଦେଇଛି। ଆଇପିଏଲ୍‌ ଠାରୁ ଆରମ୍ଭ କରି…

ଆଇସିସି ର‍୍ୟାଙ୍କିଙ୍ଗରେ ଉନ୍ନତି: ୧୧ ତମ ସ୍ଥାନରେ ମୟଙ୍କ, ସପ୍ତମ ସ୍ଥାନରେ ମହମ୍ମଦ ସାମୀ

ନୂଆଦିଲ୍ଲୀ : ମହମ୍ମଦ ସାମୀ ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଆଇସିସି ର‍୍ୟାଙ୍କିଙ୍ଗରେ ଉନ୍ନତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ ପରେ ଉନ୍ନତି । ମୟଙ୍କ ଅଗ୍ରଓ୍ଵାଲ ଆଇସିସି ର‍୍ୟାଙ୍କିଙ୍ଗରେ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ଆଇସିସି ର‍୍ୟାଙ୍କିଙ୍ଗର…

ଅଲମ୍ପିକ ଗେମ୍ସରେ ଖୁବଶୀଘ୍ର ସାମିଲ ହୋଇପାରେ କ୍ରିକେଟ, ଆଇସିସି କରୁଛି ଯୋଜନା

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଅଲମ୍ପିକ୍ସ ଗେମ୍ସରେ କ୍ରିକେଟକୁ ସାମିଲ କରିବାକୁ ପାଇଁ ଇଚ୍ଛା ପ୍ରକାଶ କରିଛି ଆଇସିସି। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ( ଆଇସିସି) କ୍ରିକେଟକୁ ୨୦୨୮ ଅଲମ୍ପକିରେ ସାମିଲ କରିବା ପାଇଁ ଚେଷ୍ଟା କରୁଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା…

ନିୟମ ପାଳନ କରିନଥିବାରୁ ଜିମ୍ୱାଓ୍ୱେ ଟିମ୍ କୁ ନିଲମ୍ବନ କଲା ଆଇସିସି

ଲଣ୍ଡନ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ନିୟମ ପାଳନ କରିନଥିବାରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ।  ଜିମ୍ୱାଓ୍ୱେ କ୍ରିକେଟ ଟିମ୍ ଉପରେ ଏଭଳି ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ଆଇସିସିର ଚେୟାରମ୍ୟାନ ଶଶାଙ୍କ ମନୋହର ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ସ୍ବରୂପ…

ପ୍ରଥମ ମହିଳା ଆଇସିସି ରେଫରି ପ୍ୟାନେଲ୍‌ରେ ଭାରତର ଜିଏସ୍‌ ଲକ୍ଷ୍ମୀ ସାମିଲ

ଦୁବାଇ: ପ୍ରଥମ ମହିଳା ଭାବେ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ)ର ରେଫରି ପ୍ୟାନେଲ୍‌ରେ ଭାରତର ୫୧ ବର୍ଷ ବୟସ୍କା ଜିଏସ୍‌ ଲକ୍ଷ୍ମୀ ସାମିଲ ହୋଇଛନ୍ତି। ଚଳିତ ମାସରେ ଅଷ୍ଟ୍ରେଲିଆର କ୍ଲାରେ ପୋଲୋସାକ୍‌ କୌଣସି ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ପରିଚାଳନା କରିବା ପରେ…

ୱିକେଟ୍ ପଛରେ ଧୋନୀ ଥିଲେ ଛାଡନ୍ତୁନି କ୍ରିଜ୍ , ବିଶ୍ବର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ଚେତାବନୀ ଦେଲା ICC

ଯେତିକି ନିଜର ଅନୁଭବ ଏବଂ ଅଭିଜ୍ଞତା ପାଇଁ ପ୍ରସିଦ୍ଧ ସେତିକି ହିଁ ୱିକେଟ୍ ପଛରେ ନିଜର ଚପଳତା ପାଇଁ ପ୍ରସିଦ୍ଧ ମହେନ୍ଦ୍ର ସିଂହ ଧୋନୀ । ଗଜବ ଅଟେ ୱିକେଟ୍ ପଛରେ ଧୋନୀଙ୍କ ଫୁର୍ତ୍ତି ଏବଂ ଉପସ୍ଥିତ ବୁଦ୍ଧି । ଏହାର ଅନେକ ଉଦାହରଣ ତ ଆପଣ ମାନେ ଦେଖିଥିବେ । ଏବେ ପୁଣି ଥରେ ରବିବାର ଦିନ…

ଦୁବାଇ ଷ୍ଟାଡିୟମରେ ଶାହାଜାଦଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ଆଗରେ ଆଫଗାନିସ୍ତାନ ରଖିଲା ୨୫୩ ରନର ଲକ୍ଷ

ଦୁବାଇ : ଓପ୍ନର ମହମ୍ମଦ ଶାହାଜାଦଙ୍କ ଶତକ ଏବଂ ୭ ନମ୍ବର ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ବେଶ୍ ଭଲ ସ୍କୋର କରିଛି ଆଫଗାନିସ୍ତାନ । ଭାରତ ସାମନାରେ ରଖିଛି ୨୫୩ ରନର ବିଜୟ ଲକ୍ଷ୍ୟ । ଆଜିର ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଶାହାଜାଦ ଭାରତୀୟ ବୋଲରଙ୍କୁ…