Browsing Tag

Imran Khan

ଇମ୍ରାନଙ୍କୁ ଜେଲରେ ମିଳୁଛି ସି-କ୍ଲାସ୍‌ ଟ୍ରିଟମେଣ୍ଟ; ଇମ୍ରାନଙ୍କ ଜୀବନକୁ ବିପଦ, ଠିକ୍‌ ସମୟରେ ଦିଆଯାଉନି ଖାଇବା

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତୋଷଖାନା ମାମଲାରେ ଗିରଫ ହୋଇ ଜେଲରେ ରହିଛନ୍ତି । ଏହି ମାମଲାରେ ୩ ବର୍ଷ ଜେଲ ସହିତ ୫ ବର୍ଷ ଯାଏଁ ନିର୍ବାଚନ ଲଢିବା ଉପରେ ବ୍ୟାନ୍‌ ଲାଗିଛି । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି…

ଶୋଇବା ପୂର୍ବରୁ ପଢ଼ିଲେ ନମାଜ, ସକାଳୁ ଉଠି କଲେ ଜଳଖିଆ…ଜେଲ୍‌ରେ ଏମିତି କଟିଲା ଇମ୍ରାନଙ୍କ ପ୍ରଥମ ରାତି

ଜେଲ୍‌ରେ ଶନିବାର ପ୍ରଥମ ରାତି କଟାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ସଡ଼କ ପଥ ଦେଇ ଜେଲ୍‌ ନିଆଯାଇଥିଲା। ତାଙ୍କ ପାଇଁ ଜେଲ୍‌ରେ ଏକ ଭିଭିଆଇପି ସେଲ୍‌ ପ୍ରସ୍ତୁତ କରାଯାଇଛି। ଜେଲ୍‌ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସେଲ୍‌ରେ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ, ୫ ବର୍ଷ ପାଇଁ ଲଢିପାରିବେନି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଇସଲାମାବାଦ ଟ୍ରାଏଲ କୋର୍ଟ ଇମ୍ରାନଙ୍କୁ ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏହି ଦଣ୍ଡାଦେଇ ଶୁଣାଇଛନ୍ତି । ପାକିସ୍ତାନର ଜିଲ୍ଲା ଓ ସେସନ୍ସ କୋର୍ଟ ପାକିସ୍ତାନ…

ବଢିବାରେ ଲାଗିଛି ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ, ଅଗଷ୍ଟ ୧ରେ ହାଜର ହେବାକୁ ସମନ

ନୂଆଦିଲ୍ଲୀ : ବଢିବାରେ ଲାଗିଛି ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ । ଅଗଷ୍ଟ ୧ରେ ହାଜର ହେବାକୁ ଇମ୍ରାନକୁ ହାଜର ହେବାକୁ ସମନ। ସାଇଫର ମାମଲାରେ FIA କରିଛି ସମନ। କିଛି ଦିନ ପୂର୍ବରୁ ଇମ୍ରାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା FIA। ଅନ୍ୟପଟେ ତୋଷଖାନା…

ପୁଣି ଅଡୁଆରେ ଇମ୍ରାନ ଖାନ୍‌, ନାଁରେ ୬ଟି ମାମଲା

ପୁଣି ଅଡୁଆରେ ଇମ୍ରାନ ଖାନ୍‌ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫର ମୁଖ୍ୟ ଇମ୍ରାନ ଖାନ୍‌ ପାଇଁ ପୁଣି ଏକ ଅଡୁଆ ସୃଷ୍ଟି ହୋଇଛି । ରାଓ୍ଵଲପିଣ୍ଡି ଆର୍ମି ଜେନେରାଲ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ କଡ଼ା ଆତଙ୍କବାଦ ନିରୋଧୀ ଅଧିନିୟମ ଅଧୀନରେ…

ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି, ଦୁଇଟି ମାମଲାରେ ୧୭ ଦିନ ପାଇଁ ମିଳିଲା ଅଗ୍ରୀମ ଜାମିନ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । ମେ ମାସରେ ହୋଇଥିବା ହିଂସା ସହିତ ଜଡିତ ଦୁଇଟି ମାମଲାରେ ଗିରଫ ୱାରେଣ୍ଟକୁ ରଦ୍ଦ କରିବା ସହିତ ୭ ଜୁଲାଇ ପର୍ଯ୍ୟନ୍ତ ଅଗ୍ରୀମ ଜାମିନ ଦେଇଛନ୍ତି ଏଟିସି । ପିଟିଆଇ ପ୍ରମୁଖ ୭୦ ବର୍ଷୀୟ ଇମ୍ରାନଙ୍କୁ ୨୦ ଜୁନରେ କଡା…

ଇମ୍ରାନ ଖାନଙ୍କ ପାର୍ଟିରୁ ଇସ୍ତଫା ଦେଲେ ମଲୀକା ବୁଖାରୀ, ଗତ ୨୪ ଘଣ୍ଟାରେ ୩ ନେତା ଛାଡିଲେଣି ଇମ୍ରାନଙ୍କ ହାତ

ପାକିସ୍ତାନ ତେହରିକ-ଏ-ଇନସାଫ ବା ପିଟିଆଇ ଛାଡିଲେ ମଲୀକା ବୁଖାରୀ । ଇମ୍ରାନଙ୍କ ପାର୍ଟିରେ ମଲୀକା ଥିଲେ ସବୁଠୁ ଶକ୍ତିଶାଳୀ ମହିଳା ନେତ୍ରୀ । କେବଳ ମଲୀକା ନୁହେଁ ବରଂ ପାର୍ଟିରୁ ୩ ଜଣ ନେତା ପାର୍ଟି ଛାଡିଛନ୍ତି । ୯ ମଇରେ ହୋଇଥିବା ଦଙ୍ଗା ପରେ ଅନେକ ନେତା ପାର୍ଟି ଛାଡିସାରିଛନ୍ତି ।…

ସମସ୍ୟା ଛାଡ଼ୁନି ପିଛା, ଗୁରୁତର ଅସୁସ୍ଥତା ହେତୁ ହସ୍ପିଟାଲରେ ଭର୍ତ୍ତି ହେଲେ ଇମ୍ରାନ ଖାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ ଏକ ଭିଡିଓ ଟ୍ୱିଟ କରି ଇମ୍ରାନଙ୍କ…

ଇମ୍ରାନ ଖାନ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜିନ୍ନା ହାଉସ ଆକ୍ରମଣ ମାମଲାରେ ମିଳିଲା ଜାମିନ

ଲାହୋର ATC ଇମ୍ରାନ ଖାନଙ୍କୁ ଜାମିନ ଦେଇଛି । ୨ଟି କେସ୍‌ରେ ତାଙ୍କୁ ୨ ଜୁନ୍‌ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ଇମ୍ରାନ ଖାନଙ୍କୁ ଜିନ୍ନା ହାଉସ ଆକ୍ରମଣ ସମେତ ଅନ୍ୟ କେସରେ ମଧ୍ୟ ଜାମିନ ମିଳିଛି । ଖବର ମୁତାବକ, ଏକ ପ୍ରତିନିଧି ମଣ୍ଡଳି ଜମ୍ପା ପାର୍କରେ ଯାଇ ସରକାରୀ ପ୍ରତିନିଧି…

ପାକ୍‌ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଯୋଜନା କରୁଛି –ଇମ୍ରାନ

ଇସଲାମବାଦ : ପାକିସ୍ତାନ ସେନା ମୋତେ ମିଥ୍ୟା ମାମଲାରେ ୧୦ ବର୍ଷ ଜେଲ ପଠାଇବାକୁ ଯୋଜନା କରୁଛି ବୋଲି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରକାଶ କରିଛନ୍ତି । ଇମ୍ରାନଙ୍କୁ ନିକଟରେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ଜାମିନ ଦେଇ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ତାଙ୍କ ଉପରେ ଚାପ…

ଇମ୍ରାନଙ୍କ ବାସଭବନରେ ଲୁଚି ରହିଛନ୍ତି ୩୦ ରୁ ୪୦ ଆତଙ୍କବାଦୀ

ଇମ୍ରାନଙ୍କ ପାଇଁ ଶେଷ ଚେତାବନୀ । ଇମ୍ରାନ ଖାନଙ୍କୁ ଅଳ୍ଟିମେଟମ ଦେଲେ ପାକିସ୍ତାନ ପଞ୍ଜାବର କାର୍ଯ୍ୟନିର୍ବାହି ମୁଖ୍ୟମନ୍ତ୍ରୀ ମୋହସିନି ରାଜ ନକ୍‌ଭି । ଇମ୍ରାନଙ୍କ ଲାହୋର ବାସଭବନରେ ଲୁଚି ରହିଥିବା ୩୦ ରୁ ୪୦ ଆତଙ୍କବାଦୀଙ୍କୁ ଯଥାଶୀଘ୍ର ହସ୍ତାନ୍ତର କରିବାକୁ କଡା ଚେତାବନୀ ଦେଇଛନ୍ତି…

ଇମ୍ରାନ ଖାନଙ୍କ ଘରେ ଲୁଚିଛନ୍ତି ୩୦ରୁ ୪୦ ଆତଙ୍କବାଦୀ! ଇନ୍‌ପୁଟ ମିଳିବା ପରେ ମିଲିଟାରୀ ଅପରେସନ ପାଇଁ ପ୍ରସ୍ତୁତି

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଏବେ ଇମ୍ରାନଙ୍କ ଘରକୁ ପୋଲିସ ଟିମ୍‌ ଘେରି ନେଇଛି। ପାକିସ୍ତାନର ପଞ୍ଜାବ ସରକାରଙ୍କ କହିବା ହେଲା, ଇମ୍ରାନଙ୍କ ଜମାନ୍‌ ପାର୍କସ୍ଥିତ ଘରେ…