Below header
Browsing Tag

Imran Khan

ଶେଷ ହେଲା ଗିରଫ ଡ୍ରାମା, ଘରକୁ ଫେରିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌

ଇସଲାମବାଦ : ଜେଲରୁ ଖଲାସ ହେବା ପରେ ପାକିସ୍ତାନ ର୍ପୂବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସୁରକ୍ଷିତ ଭାବେ ଲାହୋର ସ୍ଥିତ ନିଜ ଘରକୁ ଫେରିଛନ୍ତି । ଇମ୍ରାନଙ୍କ ଗିରଫ ପରେ ତାଙ୍କର ସମର୍ଥକଙ୍କ ପକ୍ଷରୁ ଦେଶସାରା ଆନ୍ଦୋଳନ ଓ ହିଂସା ଜାରି ହୋଇଥିଲା । କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ…

ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ପାକିସ୍ତାନ ହାଇକୋର୍ଟ

କେନ୍ୟୁଜ୍‌(ବ୍ୟୁରୋ): ଇମ୍ରାନ ଖାନଙ୍କୁ ମିଳିଛି ଦୁଇ ସପ୍ତାହର ସର୍ତ୍ତମୂଳକ ଜାମିନ । ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ତୋଶାଖାନା ମାମଲାରେ ଇମ୍ରାନ ଖାନଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି । ଏହସାହ ଇମ୍ରାନଙ୍କ ଉପରେ ଆସିଥିବା ଅଭିଯୋଗ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟର…

ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌, ଗତକାଲି ହୋଇଥିଲେ ମୁକ୍ତ

ନୂଆଦିଲ୍ଲୀ : ପାକିସ୍ତାନ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ଆଜି ଇସଲାମାବାଦ ହାଇକୋର୍ଟରେ ହାଜର ହେବେ ଇମ୍ରାନ ଖାନ୍‌ । ଏହା ପରେ ସେ ଘରକୁ ଯାଇ ପାରିବେ । ତେବେ ଅତିବେଶିରେ ୧୦ ଜଣ ଲୋକଙ୍କ ସହ ମିଶିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନୁମତି ମିଳିଛି । ଗତକାଲି ଜେଲରୁ…

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ପାକିସ୍ତାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ଇମ୍ରାନଙ୍କ ଗିରଫକୁ ରଦ୍ଦ କଲେ ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ମୁକ୍ତ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । କାଲି ଇସଲାମାବାଦ ହାଇକୋର୍ଟରେ ଇମ୍ରାନ୍‌ଙ୍କୁ ହାଜର କରାଯିବ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ…

ଇମ୍ରାନ ଖାନଙ୍କ ଗିରଫ ବେଆଇନ, ଏକ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଇମ୍ରାନଙ୍କୁ ଘଣ୍ଟାଏ ଭିତରେ ହାଜର କରିବାକୁ ନିର୍ଦ୍ଦେଶ ଦେଲେ ପାକିସ୍ତାନ ସୁପ୍ରିମକୋର୍ଟ । ଏହାସହିତ ଇମ୍ରାନଙ୍କ ଗିରଫକୁ ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ…

ଅଶାନ୍ତ ପାକିସ୍ତାନ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଲା NAB

ନୂଆଦିଲ୍ଲୀ : ୮ ଦିନିଆ ରିମାଣ୍ଡରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇସଲାମବାଦ ହାଇକୋର୍ଟଙ୍କ ଅନୁମତି ପରେ ଇମ୍ରାନଙ୍କୁ ୮ଦିନିଆ ରିମାଣ୍ଡରେ ନେଲା NAB । ଏପଟେ ଅଲ-କାଦିର ଟ୍ରଷ୍ଟ ଜମି ଦୁର୍ନୀତି ମାମଲାରେ ସବୁ ପ୍ରମାଣ ଇମ୍ରାନଙ୍କ ବିରୋଧରେ ଥିବା କହିଛନ୍ତି ପାକ୍‌…

ପୂର୍ବତନ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟ୍‌କା, ତୋଷଖାନା ମାମଲାରେ ଦୋଷୀ ସାବ୍ୟସ୍ତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପୂରା ପାକିସ୍ତାନରେ ପରିବେଶ ଅଶାନ୍ତ ହୋଇପଡ଼ିଛି। ଇମ୍ରାନ ଖାନଙ୍କ ମୁକ୍ତି ପାଇଁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମର୍ଥକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି।…

ଇମ୍ରାନ୍ ଖାନଙ୍କ ଗିରଫ ପରେ ଜଳୁଛି ପାକିସ୍ତାନ : ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଓ ପୋଡ଼ାଜଳା କଲେ…

ନୂଆଦିଲ୍ଲୀ (କେନ୍ୟୁଜ): ଇମ୍ରାନ ଖାନ୍‌ ଗିରଫ ପରେ ଜଳୁଛି ପାକିସ୍ତାନ। ସାରା ଦେଶରେ ଲାଗିଛି ୧୪୪ ଧାରା । ସ୍କୁଲ ବନ୍ଦ, ଇଣ୍ଟରନେଟ ସେବା ପ୍ରଭାଭିତ । ଆଜିଠୁ ପାକିସ୍ତାନର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସେହିପରି ଟ୍ଵିଟର, ଇନଷ୍ଟାଗ୍ରାମ, ଫେସବୁକ୍‌ ଓ ୟୁଟ୍ୟୁବ ବ୍ୟବହାର ଉପରେ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ, କୋର୍ଟ ରୁମ୍‌ରୁ ହିଁ ଗିରଫ କଲା ପାକ୍‌ ରେଞ୍ଜର୍ସ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ। ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ବାହାରୁ ପାକିସ୍ତାନୀ ରେଞ୍ଜର୍ସ ମଙ୍ଗଳବାର ଗିରଫ କରିନେଇଛି। ଇମ୍ରାନ ଖାନଙ୍କ ପାର୍ଟି ‘ପିଟିଆଇ’ର ନେତା ମୁସର୍ରତ ଚୀମା ଟ୍ଵିଟ୍‌ କରି ଦାବି କରିଛନ୍ତି ଯେ ସେମାନେ ଇମ୍ରାନ ଖାନଙ୍କୁ…

ଇମ୍ରାନ ଖାନଙ୍କ ପାଇଁ ବଢିଲା ସମସ୍ୟା, କବାଟ ଭାଙ୍ଗି ଘରେ ପଶିଲା ପୋଲିସ

ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରକୁ କବାଟ ଭାଙ୍ଗି ପଶିଲା ପୋଲିସ। ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା । ସେହିପରି…

ଇମ୍ରାନଙ୍କୁ ଆଶ୍ୱସ୍ତି, ୯ଟି ମାମଲାରେ ମିଳିଲା ଅନ୍ତରୀଣ ଜାମିନ

ଲାହୋର : ଇମ୍ରାନଙ୍କୁ ଆଶ୍ୱସ୍ତି । ୯ଟି ମାମଲାରେ ମିଳିଲା ସୁରକ୍ଷା । ଲାହୋର ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ। ୮ଟି ଆତଙ୍କବାଦ ମାମଲା ଓ ଗୋଟିଏ ସିଭିଲ ମାମଲାରେ ମିଳିଲା ଜାମିନ। ଏକ ବୁଲେଟ ପ୍ରୁଫ୍‌ କାରରେ ଲାହୋର ହାଇକୋର୍ଟକୁ ଯାଇଥିଲେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ…

ଇମ୍ରାନ ଖାନଙ୍କୁ ଆଶ୍ୱସ୍ତ କଲେ ଲାହୋର ହାଇକୋର୍ଟ; ପରବର୍ତ୍ତୀ ଆଦେଶ ଯାଏ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ଥଗିତ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଲାହୋର ହାଇକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ପିଟିଆଇ ସମର୍ଥକ ଏବଂ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ମଧ୍ୟରେ ଦିନସାରା ଚାଲିଥିବା ବିବାଦ ମଧ୍ୟରେ ଲାହୋର ହାଇକୋର୍ଟ ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନକୁ…