Browsing Tag

IND vs ENG test series

ବୁମରାଙ୍କ ବୋଲିଂରେ ଛିଟ୍‌କି ପଡିଲା ଓ୍ଵିକେଟ ଷ୍ଟମ୍ପ, ଅଳ୍ପକେ ବର୍ତ୍ତିଲେ କେଏସ ଭରତ : ଦେଖନ୍ତୁ ଭିଡିଓ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍‌ କରି ଆଉଟ ହେବା ପରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । ଭାରତ ପ୍ରଥମ ପାଳିରେ ୪୩୬ ରନ ସ୍କୋର କରି ୧୯୦ ରନରେ ଆଗୁଆ ରହିଥିଲା । ଏହାପରେ ଇଂଲଣ୍ଡ ଟିମ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ, ୪୩୬ରେ ଅଲଆଉଟ ଭାରତ, ଦ୍ୱିତୀୟ ଇନିଂସରେ ପ୍ରଥମ ସଫଳତା ଦେଲେ ଅଶ୍ୱିନୀ

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୩୬ ରନ୍‌ କରି ଅଲଆଉଟ ହୋଇଛି । ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା । ଭାରତ ପ୍ରଥମ ଇନିଂସରେ ୧୯୦ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ କେଏଲ୍ ରାହୁଲ ୮୬, ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪, ଶୁଭମନ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଜୟସ୍ୱାଲ ଓ ରାହୁଲ ଶତକରୁ ବଞ୍ଚିତ ଜାଡେଜା ୮୦ ପାର, ଭାରତ ୪୨୧/୭

ହାଇଦ୍ରାବାଦ : ଭାରତ-ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଘରୋଇ ଦଳ ୭ ୱିକେଟ୍ ହରାଇ ୪୨୧ ରନ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ପ୍ରଥମ ପାଳିରେ ୧୭୫ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୮୬ ରନ୍ କରି…

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ, ଇଂଲଣ୍ଡ ବିପକ୍ଷରେ ଭାରତର ରେକର୍ଡ ନୈରାଶ୍ୟଜନକ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ୨୫ ଜାନୁଆରୀରୁ ଆରମ୍ଭ ହେବ । ହାଇଦ୍ରାବାଦରେ ଏହି ମ୍ୟାଚ ଖେଳାଯିବ । ଏଥିପାଇଁ ଟିମ୍‌ ଖୁବଶୀଘ୍ର ଘୋଷଣା ହେବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଆଫଗାନିସ୍ତାନକୁ ଟି୨୦ ସିରିଜରେ ହରାଇଥିଲା । ଏବେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ…

ସୁନା ଚେନ୍‌ ବିକି ପୁଅକୁ କ୍ରିକେଟ କିଟ୍‌ କିଣିଦେଇଥିଲା ମା’, ଏବେ ଦେଶ ପାଇଁ ଖେଳିବ ପୁଅ

ଭାରତୀୟ ଟିମ୍‌ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଟିମ୍‌ ମଧ୍ୟ ଘୋଷଣା ହୋଇସାରିଛି । ଆଉ ଟିମରେ ସ୍ଥାନ ମିଳିଛି ୨୨ ବର୍ଷୀୟ ଧ୍ରୁବ ଜୁରେଲଙ୍କୁ । ଉତ୍ତରପ୍ରଦେଶ ରଣଜୀ ଟ୍ରଫି ପାଇଁ ଖେଳିଥିବା ଧ୍ରୁବଙ୍କୁ ଓ୍ଵିକେଟ କିପର ଭାବେ ସ୍କ୍ଵାର୍ଡରେ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, ଶାମି ଏବଂ ଈଶାନଙ୍କୁ ମିଳିଲାନି ସ୍ଥାନ

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଟେଷ୍ଟ ସିରିଜରେ ଅଧିନାୟକ ଦାୟିତ୍ୱ ରୋହିତ ଶର୍ମାଙ୍କୁ ଦିଆଯାଇଥିବା ବେଳେ ଯଶପ୍ରୀତ ବୁମରା ଉପନାୟକ ହୋଇଛନ୍ତି । ତେବେ ଟେଷ୍ଟ ସିରିଜରେ ଜଣେ ୨୨ ବର୍ଷୀୟ…

ଭାଙ୍ଗିଗଲା ଟିମ୍‌ ଇଣ୍ଡିଆର ସ୍ୱପ୍ନ, ୭ ଓ୍ଵିକେଟରେ ଏଜବାଷ୍ଟନ ଟେଷ୍ଟ ଜିତିଲା ଇଂଲଣ୍ଡ

ଇଂଲଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଆଗୁଆ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି। ଏଥିସହ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ…

ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ, ଉଦବେଗ୍‌ ପ୍ରକାଶ କଲା ଇସିବି

ଇଂଲଣ୍ଡ ଏବଂ ଇଣ୍ଡିଆ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟରେ ବର୍ଣ୍ଣବୈଷମ୍ୟ ଆରୋପ ଘଟଣା ଦେଖିବାକୁ ମିଳିଛି। ଏହି ଟେଷ୍ଟ ମ୍ୟାଚରେ ମଇଦାନରେ ଥିବା ଭାରତୀୟ ଫ୍ୟାନ୍ସଙ୍କୁ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ହୋଇଥିବା ଅଭିଯୋଗ ହୋଇଛି। ଇଂଲଣ୍ଡ ଦଳର ସମର୍ଥକ ଏପରି ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଛି।…

‘ମୁହଁ ବନ୍ଦ କରି ବ୍ୟାଟିଂ କର’, ଜନି ବେୟରଷ୍ଟୋଙ୍କ ସହିତ ପଡିଆରେ ଯୁକ୍ତିତର୍କ କଲେ କୋହଲି : ଭିଡିଓ ଭାଇରଲ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଟିମ୍‌ ଇଣ୍ଡିଆର ଖେଳାଳିମ୍ୟାଚରେ ନିଜର ଦବଦବା ଜାହରି କରିଥିଲେ। ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି…

ବ୍ୟାଟିଂ ପରେ ବୋଲିଂରେ କମାଲ୍‌ ଦେଖାଇଲେ ବୁମରା, ୮୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଉପରେ ମହଙ୍ଗା ପଡିଛନ୍ତି। ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ଯାଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ଟିମ୍‌କୁ ୪୧୬ ରନ୍‌ ପର୍ଯ୍ୟନ୍ତ ନେଇପାରିଥିଲା। ଏହାପରେ ଟିମ୍‌ ଇଣ୍ଡିଆ ମଧ୍ୟ ସେହିପରି ପ୍ରତିଶୋଧ…

ଇଂଲଣ୍ଡ-ଭାରତ ଟେଷ୍ଟ : ୪୧୬ ରନରେ ଅଲଆଉଟ ହେଲା ଟିମ୍‌ ଇଣ୍ଡିଆ, ଶତକ ମାରିଲେ ଜାଡେଜା

ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୪୧୬ ରନ୍‌ କରି ଅଲଆଉଟ ହୋଇଛି । ଗତକାଲି ରିଷଭ ପନ୍ତ ଦମଦାର ଶତକ ମାରିଥିବା ବେଳେ ଆଜିରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ଜାଡେଜା ୧୯୪ ବଲ୍‌ ଖେଳି ୧୦୪ ରନ୍‌ କରିଛନ୍ତି। ଯେଉଁଥିରେ ୧୩ ଟି ଚଉକା ସାମିଲ ରହିଛି। ଏହି ଶତକ…

ବୁମରାଙ୍କ କୁନି ଫ୍ୟାନ୍‌, ପାଟି ଖୋଲୁନି ହେଲେ ଏମିତି ଡାକୁଛନ୍ତି: ଦେଖନ୍ତୁ ଭିଡିଓ

ବର୍ମିଂହାମର ଏଜବାଷ୍ଟନରେ କ୍ରିକେଟ ଗ୍ରାଉଣ୍ଡରେ ଚାଲିଛି ଇଂଲଣ୍ଡ ଏବଂ ଭାରତ ମଧ୍ୟ ଟେଷ୍ଟ ମ୍ୟାଚ। ଦୁଇଟିମ୍‌ ମଧ୍ୟରେ ଗତବର୍ଷର ୫ଟି ଟେଷ୍ଟ ସିରିଜ ମଧ୍ୟ ଗୋଟିଏ ବଳକା ମ୍ୟାଚ ରହିଥିଲା। ଯାହାକୁ ଏବେ ଖେଳାଯାଉଛି। ଟିମ୍‌ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତିଛି। ୧୫ ବର୍ଷ ପରେ ଇଂଲଣ୍ଡରେ ଟେଷ୍ଟ…