Browsing Tag

india vs south africa

India vs South Africa: ଦିଲ୍ଲୀରେ ଭୀଷଣ ଗରମର ମୁକାବିଲା କରିବାକୁ ପ୍ରତି ୧୦ ଓଭର ପରେ ହେବ ଡ୍ରିଙ୍କ୍‌ ବ୍ରେକ୍‌

ଭାରତରେ ଭୀଷଣ ଗରମ ମଧ୍ୟରେ ଟିମ୍‌ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ଟି ମ୍ୟାଚ୍‌ର ଲମ୍ବା ଟି-୨୦ ସିରିଜ୍‌ ଖେଳିବାକୁ ପଡ଼ିବ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଅନୁଷ୍ଠିତ ହେବ। ତେବେ ଦିଲ୍ଲୀର ତାପମାତ୍ରା ଗତ ସବୁ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀର ତାପମାତ୍ରା ଗତ କିଛି ଦିନ…

ବାରବାଟୀ ମ୍ୟାଚରେ ବଢିପାରେ ଟିକେଟ ଦର: ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବ…

କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମ ଓସିଏ କନଫରେନ୍ସେ ହଲରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ ନେଇ ଆଲୋଚନା ହୋଇଛି । ମ୍ୟାଚରେ ଦର୍ଶକ ଉପସ୍ଥିତ ରହିବେ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡା…

ଶୂନରେ ଆଉଟ ହୋଇ ମଧ୍ୟ ଡ୍ରେସିଂ ରୁମରେ ମସ୍ତି କରୁଥିବା ନଜର ଆସିଲେ କୋହଲି, ଭିଡିଓ ଭାଇରଲ

ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ ଭାରତ ହାରିବା ପରେ ଫ୍ୟାନ୍ସ ଟେନସନରେ ରହିଥିଲେ। କିନ୍ତୁ ଏହି ମ୍ୟାଚ ବେଳର ଏକ ମଜାଦାର ଭିଡିଓ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନ ଟିକେ ଖୁସି ରହିଛି। ଭାଇରଲ ହେଉଥିବା ଭିଡିଓରେ ବିରାଟଙ୍କ କୋହଲିଙ୍କୁ ଦେଖି ଫ୍ୟାନ୍ସ ଟିକେ ଆଶ୍ୱସ୍ତି ଅନୁଭବ…

ଦକ୍ଷିଣ ଆଫ୍ରିକାକୁ ଦ୍ୱିତୀୟ ମ୍ୟାଚ୍‌ ଓ ସିରିଜ୍‌ ଜିତିବା ପାଇଁ ଭାରତର ଦେଲା ୨୮୮ ରନ୍‌ର ଟାର୍ଗେଟ୍‌

ପାର୍ଲ : ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କରେ ଆଜି ଚାଲିଛି ଭାରତ ଓ ଘରୋଇ ଦଳ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ହାରି ସାରିଥିବା ଭାରତୀୟ ଦଳକୁ ସିରିଜ୍‌ରେ ରହିବା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ । ସେହି ଲକ୍ଷ୍ୟରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ କରିଛି ୬…

ନିରାଶ କଲେ ଭାରତୀୟ ବ୍ୟାଟ୍‌ର: ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ୩୧ ରନ୍‌ରେ ହାରିଲା ଭାରତ

କେନ୍ଯୁଜ୍: ଫେଲ ମାରିଲେ ଭାରତୀୟ ବ୍ୟାଟର । ନିରାଶ କଲେ ବ୍ୟାଟ୍‌ର । ପ୍ରଥମ ଦିନିକିଆ ହାରିଲା ଭାରତ । ଦକ୍ଷିଣ ଆଫ୍ରିକାର ପର୍ଲରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଭାରତକୁ ୩୧ ରନ୍‌ରେ ପରାସ୍ତ କରିଛି ଘରୋଇ ଦଳ । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ ବିଶିଷ୍ଟ ଦିନିକିଆରେ ୧-୦ରେ ଅଗ୍ରଣୀ…

ପ୍ରଥମ ଦିନିକିଆ : ଦକ୍ଷିଣ ଆଫ୍ରିକା ଦଳର ଦୁଇ ଦୁଇ ଜଣଙ୍କ ଶତକ, ଭାରତ ପାଇଁ ବଡ଼ ଟାର୍ଗେଟ୍‌

ପାରି : ଦୁଇଟି ଶତକ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଭାରତ ଆଗରେ ରଖିଛି ୨୯୭ ରନ୍‌ର ବଡ଼ ଟାର୍ଗଟ୍‌ । ଆଜି ଏଠାରେ ଖେଳା ଯାଉଥିବା ଚଳିତ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ଓ୍ଵିକେଟ୍‌ରେ ୨୯୬ ରନ୍‌ ସ୍କୋର କରିଛି । ଦଳ ପକ୍ଷରୁ ତେମ୍ବା…

ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍, କେ ଏଲ ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍‌…

କେନ୍ଯୁଜ୍: ଆଜିଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ। ଟେଷ୍ଟରେ ପରାଜୟ ପରେ ଏବେ ଟିମ ଇଣ୍ଡିଆ ନଜରରେ ଓ୍ଵାନଡେ ସିରିଜ । କେଏଲ ରାହୁଳଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ । ବିରାଟ କୋହଲିଙ୍କ ପାଇଁ ସିରିଜ ଗୁରୁତ୍ୱପୂର୍ଣ୍ଣ । ଓ୍ଵାନଡେ ଅଧିନାୟକ…

ଆଜିଠୁ କେପ୍‌ଟାଉନ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ, ପାଗ ଖରାପ ଯୋଗୁ ବାଧାପ୍ରାପ୍ତ ହୋଇପାରେ…

ଆଜିଠୁ କେପ୍‌ଟାଉନରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ। ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳାଯିବ। ଏହି ନିର୍ଣ୍ଣାୟକ ଲଢ଼େଇରେ ମଇଦାନକୁ ଓହ୍ଲାଇବାକୁ ସଂପୂର୍ଣ୍ଣ ଫିଟ୍‌ ଅଛନ୍ତି ଅଧିନାୟକ ବିରାଟ କୋହଲି। ଆହତ ଥିବାରୁ ବିରାଟ…

ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଟେଷ୍ଟ, ସାଉଥ ଆଫ୍ରିକାକୁ ୨୪୦ ରନର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। କିନ୍ତୁ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୨୯ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ…

ଦ୍ୱିତୀୟ ଟେଷ୍ଟରେ ମାତ୍ର ୨୦୨ ରନ୍‌ରେ ଖସିଗଲା ଟିମ୍‌ ଇଣ୍ଡିଆର ସବୁ ଓ୍ଵିକେଟ୍‌

ଜୋହାନ୍ସବର୍ଗ : ଅଧିନାୟକ କେଏଲ୍‌ ରାହୁଲ ସର୍ବାଧିକ ୫୦, ସ୍ପିନ୍‌ ବୋଲର ରବିଚନ୍ଦ୍ର ଅଶ୍ୱିନ୍‌ ୪୬ ରନ୍‌ । ଇଏ ହେଉଛି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତୀୟ ଖେଳାଳିଙ୍କ ସର୍ବାଧିକ ସ୍କୋର । ଆଉ ପୂରା ଦଳ ୨୦୨ ରନ୍‌ରେ ଅଲ୍‌ଆଉଟ୍‌ । ପରେ ୮ ଓଭର ସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା ଦଳ…

ସାଉଥ ଆଫ୍ରିକା ଦିନିକିଆ ସିରିଜ ପାଇଁ ଟିମ୍‌ ଘୋଷଣା କଲା ଇଣ୍ଡିଆ: ରୋହିତ ଆଉଟ୍‌, ଶିଖର ଇନ

ସାଉଥ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଆହତ କାରଣରୁ ରୋହିତ ଶର୍ମା ପୁରା ସିରିଜ୍‌ରୁ ବାଦ୍‌ ପଡିଛନ୍ତି । ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ବାଦ ପଡିବା ଯୋଗୁଁ ତାଙ୍କ ସ୍ଥାନରେ ଲୋକେସ ରାହୁଲ ଅଧିନାୟକ ଭାର…

IND vs SA: ସେଞ୍ଚୁରିଆନରେ ଜିତିବା ପରେ ଝିଅ ଭମିକାଙ୍କୁ ଦେଖି ଏମିତି ଚିଲ୍ଲାଇଲେ ବିରାଟ କୋହଲି, ଭିଡିଓ ହେଉଛି…

୨୦୨୧ ବର୍ଷ ଭାରତୀୟ ଟେଷ୍ଟ ଦଳ ପାଇଁ ସ୍ମରଣୀୟ। ପ୍ରାରମ୍ଭରେ, ଭାରତ ନିଜ ମାଟିରେ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା, ଏହା ପରେ ଇଂଲଣ୍ଡର ଲର୍ଡସ୍ ଏବଂ ଦ ଓଭଲ ମଇଦାନ ରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କଲା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍ ଟେଷ୍ଟର ବିଜୟ ସହିତ…