Browsing Tag

interesting story

ଟିଭିରେ ଲାଇଭ୍‌ ଥିଲେ ମହିଳା ରିପୋର୍ଟର, ହଠାତ୍‌ ମାଇକ୍‌ ଛଡ଼ାଇ ନେଇ ଦୌଡ଼ିଲା କୁକୁର, ଆଉ ତା’ ପରେ…

ସୋସିଆଲ ମିଡିଆରେ କେବେ କେବେ ଏମିତି ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଆନ୍ତି। ଠିକ୍‌ ଏମିତି ହିଁ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ରିପୋର୍ଟରଙ୍କୁ ଲାଇଭ୍‌ ସମୟରେ ଏକ କୁକୁର ପଛରେ ଦୌଡ଼ୁଥିବାର ଦେଖିବାକୁ ମିଳୁଛି।…

କାହିଁକି ଏହି ଦେଶର ମହିଳା ସୈନିକଙ୍କୁ ପିନ୍ଧିବାକୁ ପଡ଼ିଥାଏ ପୁରୁଷ ଅଣ୍ଡରୱେୟାର? ୮୦ ଦଶକରୁ ଚାଲି ଆସିଛି ଏହି ଅଜବ…

ସ୍ୱିଜରଲ୍ୟାଣ୍ଡ ସେନାରେ ଏକ ଅଜବ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ଚାଲି ଆସିଛି। ସ୍ୱିସ୍‌ ଆର୍ମିଙ୍କର ଏହି ବ୍ୟବସ୍ଥାରେ ପୁରୁଷଙ୍କ ସହ ମହିଳାଙ୍କୁ ମଧ୍ୟ ଜେଣ୍ଟସ୍‌ ଅଣ୍ଡରୱେୟାର ପିନ୍ଧିବାକୁ ପଡ଼ିଥାଏ। ଯଦିଓ ଏବେ ଏହି ବ୍ୟବସ୍ଥା ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ସ୍ୱିସ୍‌ ଆର୍ମିଙ୍କ ପ୍ରବକ୍ତା…

କାନ୍ଥ ଉପରକୁ ଚଢ଼ିପାରୁ ନ ଥିଲା ନେଉଳ, ତ ସାଥୀମାନେ କଲେ ଏମିତି ସାହାଯ୍ୟ, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକି ଆମକୁ ମଣିଷପଣିଆ ଏବଂ ଜୀବନକୁ ନେଇ ଅନେକ କିଛି ଶିକ୍ଷା ଦେଇଥାଏ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ନେଉଳମାନେ ମଣିଷକୁ ଏକ ବଢ଼ିଆ ଉଦାହରଣ ଦେଇଛନ୍ତି। ଏହି ଭାଇରାଲ ଭିଡିଓରେ…

ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିଲେ ଯୁବକ, ହଠାତ୍‌ ଦେଖି ଚମକି ପଡ଼ିଲେ ଲୋକେ, ଜାଣନ୍ତୁ କ’ଣ ଥିଲା କାରଣ

ଜିମ୍‌ରେ ଓ୍ଵାର୍କଆଉଟ କରିବା ଆଜିକା ସମୟରେ ଟ୍ରେଣ୍ଡ ପାଲଟି ଗଲାଣି। ଲୋକେ ଫିଟ୍‌ନେସକୁ ନେଇ ବହୁତ ଉତ୍ସାହୀ ରହୁଛନ୍ତି ଏବଂ ଏଥିପାଇଁ ଭଲ ଡାଏଟ୍‌ ଫଲୋ କରୁଛନ୍ତି। ଜିମ୍‌ରେ ଆପଣଙ୍କୁ ଅନେକ ପ୍ରକାରର ଏକ୍ସରସାଇଜ୍‌ କରିବାକୁ ପଡ଼ିଥାଏ, ଯେଉଁଥିରେ ଅପର ବଡି, ଲୋୟର ବଡି, ଲେଗ୍‌ସ ଏକ୍ସରସାଇଜ୍‌…

ଦେହରେ ଲାଲ୍‌ ଯୋଡା, ଓଠରେ ହସ, ନିଜେ ଗାଡ଼ି ଚଲାଇ ବର ସାଙ୍ଗରେ ବାହାରିଲେ ଶାଶୁଘର ! ଦେଖନ୍ତୁ କନ୍ୟାର ନିଆରା ବିଦାୟୀ

ଯୁଗ ପରିବର୍ତ୍ତନ ହେଉଛି। ସମୟ ସହ ତାଳ ଦେଇ ଲୋକଙ୍କ ଜୀବନଶୈଳୀ ବି ବଦଳୁଛି। ନୂଆ ପିଢ଼ିର ଲୋକ ନୂଆ କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଆଉ ବେଳେବେଳେ ସେମାନଙ୍କର କିଛି ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ଏବେ ଏମିତି ହିଁ ଏକ ଭିଡିଓ ଲୋକଙ୍କ ମନ ଜିଣୁଛି।…

ଦେଖନ୍ତୁ ଭିଡିଓ: ଗୀତ ରିୟାଜ୍‌ କରୁଥିଲେ ମା’, କୋଳରେ ବସିଥିବା ୭ ମାସର କୁନି ପୁଅ ବି ସୁନ୍ଦର କଣ୍ଠରେ ଆରମ୍ଭ କରିଦେଲା…

ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଥିବା କିଛି ଭିଡିଓ ଏମିତି ବି ଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଏ। ଆଉ ଏହାକୁ ଆମେ ବାରମ୍ବାର ଦେଖିବାକୁ ଇଚ୍ଛା କରିଥାଉ। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ଜଣେ ମା’ ଓ ପୁଅର। ଏଥିରେ ଦୁଇଜଣ ଏକ ସାଥୀରେ ବସି…

ଦୁନିଆର ଏମିତି ଏକ ସହର, ଯେଉଁଠି ଘରେ ଘରେ ରହିଛି ଉଡ଼ାଜାହାଜ

ଆପଣ ଏ କଥା ନିଶ୍ଚୟ ଶୁଣିଥିବେ ଯେ ସହରରେ ରହୁଥିବା ପ୍ରାୟ ସବୁ ଲୋକଙ୍କ ପାଖରେ ନିଜସ୍ୱ ଗାଡ଼ି ଥାଏ। କିନ୍ତୁ କ’ଣ ଏମିତି ସହର ବିଷୟରେ କେବେ ଶୁଣିଛନ୍ତି କି, ଯେଉଁଠି ରହୁଥିବା ପ୍ରତ୍ୟେକ ଲୋକଙ୍କ ପାଖରେ ନିଜସ୍ୱ ଉଡ଼ାଜାହାଜ ଅଛି? ଏତିକି ନୁହେଁ, ଏହି ସହରର ଲୋକେ ଅଫିସ୍‌ କିମ୍ବା କୌଣସି କାମରେ…

ସିଂହ ଛୁଆକୁ ଡ୍ରଗ୍ସ ଦେଇ କରାଇଲେ ‘ୱେଡିଂ ଫଟୋଶୁଟ’, ସୋସିଆଲ ମିଡିଆରେ ଭାଇରାଲ ପରେ ଏମିତି ଫସିଲେ ପାକିସ୍ତାନୀ ଦମ୍ପତି

ପାକିସ୍ତାନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଦମ୍ପତି ନିଜ ୱେଡିଂ ଫଟୋଶୁଟକୁ ସ୍ମରଣୀୟ କରିବା ପାଇଁ ସିଂହ ଛୁଆ ସହିତ ଫଟୋ ଉଠାଇଛନ୍ତି। କିନ୍ତୁ ଯେତେବେଳେ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଗଲା, ତ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ ଏବଂ ତାଙ୍କ ଉପରେ ତୁରନ୍ତ…

ମାଇଲ ମାଇଲ ବାଟ ଚାଲି ସ୍କୁଲ, କଲେଜ ଯାଉଥିଲେ ଗାଁର ଝିଅ, ଡାକ୍ତରଙ୍କୁ ମିଳିଲା ୧୯ ଲକ୍ଷ ଟଙ୍କା PF, ତ କିଣିଦେଲେ ବସ୍‌

ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କିଛି ଭଲ କାମ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଆନ୍ତି। ଏବେ ଏମିତି ଲୋକଙ୍କ ମଧ୍ୟରେ ଏକ ନୂଆ ନାମ ଯୋଡ଼ି ହୋଇଯାଇଛି। ସେ ହେଉଛନ୍ତି, ଡାକ୍ତର ଆର୍‌.ପି. ଯାଦବ। ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରାଯାଉଛି। ଡା. ଯାଦବ କହିଛନ୍ତି…

ଉଚ୍ଚତା ମାତ୍ର ୨ ଫୁଟ, ତଥାପି ନିଜ ପାଇଁ ଝିଅ ଖୋଜୁଛନ୍ତି ଏହି ଯୁବକ, ଥାନାରେ ପହଞ୍ଚି କହିଲେ, ‘ମ୍ୟାଡାମ୍‌, ମୋ ବିବାହ…

ଉତ୍ତର ପ୍ରଦେଶର ଶାମଲି ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ମହିଳା ଥାନାରେ ପହଞ୍ଚି ତାଙ୍କ ବିବାହ କରେଇ ଦେବାକୁ ନିବେଦନ କରିଛନ୍ତି। ଯୁବକଙ୍କ କହିବା ହେଲା, ତାଙ୍କ ଉଚ୍ଚତା ମାତ୍ର ୨ ଫୁଟ ହୋଇଥିବାରୁ ବିବାହ ପାଇଁ କେହି ଝିଅ ମିଳୁ ନାହାନ୍ତି। ଏମିତିରେ ସେ ଆଉ କେତେ…

ହାତରେ ଧରିଥିଲେ ବ୍ୟକ୍ତି, ହଠାତ୍‌ ଉଡ଼ିବାକୁ ଲାଗିଲେ ‘ସୁନେଲି କଇଁଛ’! ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଛୋଟ ଛୋଟ ସୁନେଲି ରଙ୍ଗର କଇଁଛଙ୍କୁ ଦେଖିବାକୁ ମିଳୁଛି। ଏହି କଇଁଛଗୁଡ଼ିକୁ ଜଣେ ବ୍ୟକ୍ତି ହାତରେ ଧରିଛନ୍ତି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ଭିଡିଓଟିକୁ ଟ୍ଵିଟରରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି କି, ‘ଯିଏ…

ପରୀକ୍ଷଣ ପାଇଁ ଲ୍ୟାବ୍‌କୁ ଅଣାଯାଇଥିବା ମାଛ ପେଟରେ ହେଲା ଅଜବ ପ୍ରକାର ହଲଚଲ, ଭିତରୁ ବାହାରିଲା ଜିଅନ୍ତା କଇଁଛ !

ଆମେରିକାର ଫ୍ଲୋରିଡାରେ ବାୟୋଲୋଜିଷ୍ଟ୍‍ ଲ୍ୟାବ୍‌ରେ ଏକ ମାଛ ଉପରେ ରିସର୍ଚ୍ଚ କରାଯାଉଥିବା ବେଳେ ବିଶେଷଜ୍ଞମାନଙ୍କୁ ଏମିତି କିଛି ଜିନିଷ ମିଳିଥିଲା, ଯାହାକି ସେମାନଙ୍କ ହୋଶ୍‌ ଉଡ଼ାଇ ଦେଇଥିଲା। ଫିଶ୍‌ ଆଣ୍ଡ ଓ୍ଵାଇଲ୍ଡ ଲାଇଫ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ମୁତାବକ, ମାଛକୁ ଯେତେବେଳେ…