Browsing Tag

ipl 2019

ଏବେ ଦ୍ବିଗୁଣ ହେବ IPLର ମଜା, ଟାଟା ସ୍କାଏ ଏବଂ ଏୟାରଟେଲର ଗ୍ରାହକଙ୍କୁ ଦେଉଛି ସ୍ପେଶାଲ ଅଫର

ନୂଆଦିଲ୍ଲୀ : ଆଇପିଏଲର ସିଜିନ୍ ଦେଖିବା ପାଇଁ ଟାଟାସ୍କାଏ ଏବଂ ଏୟାରଟେଲ ନିଜର ଡିଜିଟାଲ ଟିଭି ଗ୍ରାହକଙ୍କ ପାଇଁ ଆଣିଛି ଏକ ଦମଦାର ଅଫର। ଏନେଇ କମ୍ପାନି ଗ୍ରାହକଙ୍କୁ ମାଗଣାରେ ଖେଳ ଚ୍ୟାନେଲ ଦେବାକୁ ଯାଉଛି। ଭାରତରେ ଏବେ ଆଇପିଏଲ ଖେଳ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଭରି ରହିଛି। ଏଣୁ…

ଆଇପିଏଲ ମହାସମର : ଆଜି ରାଜସ୍ଥାନ-ପଞ୍ଜାବ ଟକ୍କର

ନୂଆଦିଲ୍ଲୀ : ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ମାତ୍ର ୨୭ ବଲ୍ରେ ଦମଦାର ୭୮ ରନ୍ କରିଛନ୍ତି ପନ୍ତ । ଏଥିରେ ରହିଛି ୭ଟି ଛକ୍କା ଓ ୭ଟି ଚୌକା । ଏହା ସହ ଇନଗ୍ରାମ୍ ୪୭ ଓ ଧାଓ୍ଵନ ୪୩ ରନ୍ କରିଥିଲେ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍…

IPL 2019 ପାଇଁ BSNLର ଧମାକାଦାର ଅଫର, ମାଗଣା କ୍ରିକେଟ ଆଲର୍ଟ ସହିତ ମିଳିବ ଦୈନିକ ଡାଟା

କ୍ରିକେଟର ସବୁଠାରୁ ରୋମାଞ୍ଚକ ଲିଗ୍ ଆଇପିଏଲ ସିଜନ-୧୨ ମାର୍ଚ୍ଚ ୨୩ରୁ ଆରମ୍ଭ ହୋଇଯାଇଛି। ଇଣ୍ଡିଆନ ପ୍ରିମିୟର ଲିଗର ଏହି ମୁକାବିଲା ପାଇଁ ଦର୍ଶକଙ୍କ ମନରେ ଉତ୍ସାହ ଦେଖି ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ (ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍) ଦୁଇଟି ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି। ଯାହର…

ଆଇପିଏଲରେ ଚେନ୍ନାଇର ବିଜୟରୁ ଅଭିଯାନ ଆରମ୍ଭ, ଆଜି ଖେଳାଯିବ ଦୁଇଟି ମ୍ୟାଚ୍

କୋହଲିଙ୍କୁ ହରାଇଲେ ଧୋନି । ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଗତକାଲି ଚେନ୍ନାଇର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱାଦଶ ସଂସ୍କରଣର…

ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ସିଏସକେ

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଆରମ୍ଭ ହୋଇଛି ଆଇପିଏଲର ଦ୍ୱାଦଶ ସଂସ୍କରଣ। ପ୍ରଥମ ମ୍ୟାଚ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରୁଛି ମହେନ୍ଦ୍ର ସିଂ ଧୋନୀଙ୍କ ଚେନାଇ ସୁପର କିଙ୍ଗସ ଦଳ। ଗତ ସିଜିନରେ ମହେନ୍ଦ୍ର ସିଂ ଧୋନୀ ଟିମ ସିଏସକେ…

ଆଜିଠୁ ଆରମ୍ଭ ହେଉଛି IPL ୨୦୧୯, ଏହି ଆପ୍ସ ମାନଙ୍କରେ ମଗଣାରେ ଦେଖନ୍ତୁ ମ୍ୟାଚ୍

ନୂଆଦିଲ୍ଲୀ : ଆଜି ଆରମ୍ଭ ହେବାକୁ ଯାଉଛି ୨୦୧୯ ମସିହାର ଆଇପିଏଲ ସିରିଜ୍। ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି। ପ୍ରଥମ ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚକୁ ନେଇ…

IPL 2019 : ଆଜିଠାରୁ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ ଆରମ୍ଭ

ଆଜିଠାରୁ ଆରମ୍ଭ ହେବ କ୍ରିକେଟର ପର୍ବ ଇଣ୍ଡିଆନ କ୍ରିକେଟ ଲିଗର ଦ୍ୱାଦଶ ସଂସ୍କରଣ। ୫୧ଦିନ ଧରି ଚାଲିବାକୁ ଥିବା କ୍ରିକେଟ ଯୁଦ୍ଧରେ ଦେଶୀ ଓ ବିଦେଶୀ କ୍ରିକେଟ ତାରକାଙ୍କ ଯାଦୁ ଦେଖିବାକୁ ମିଳିବ। ଉଦଘାଟନୀ ମ୍ୟାଚରୁ ହିଁ ଜୋରଦାର ଲଢେଇ ଦେଖିବାକୁ ମିଳିବ। ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚରେ…

ଆଇପିଏଲ ପ୍ରଥମ ମ୍ୟାଚର ସମସ୍ତ ଟିକେଟ ଟଙ୍କା ପୁଲୱାମା ସହିଦଙ୍କୁ ଦାନ କରିବ CSK

ନୂଆଦିଲ୍ଳୀ : କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାକୁମ୍ଭ। ଏନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍ସାହ। ଏହି ଉତ୍ସାହକୁ ଦ୍ବିଗୁଣିତ କରିଛି ଦ ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ତରଫରୁ କରାଯାଇଥିବା ଏକ ଘୋଷଣା। ସିଏସକେ ଏହାର ପ୍ରଥମ ମ୍ୟାଚ ଚେନ୍ନାଇ ଅର୍ଥାତ୍ ତାହାର ହୋମ୍…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଲେ ଧୋନିଙ୍କ ହେଲିକାପ୍ଟର ସଟ୍, ପରେ ଭିଡିଓ ହେଲା ଟ୍ରୋଲ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଓଚଖ୨୦୧୯)ର ୧୨ତମ ସିଜିନ୍ ଆରମ୍ଭ ହେବାରେ ଏବେ ବେଶି ଦିନ ବାକି ନାହିଁ। ଏନେଇ ସମସ୍ତ ଖେଳାଳୀ ଯୋରଶୋରରେ ପ୍ରସ୍ତୁତି କରୁଛନ୍ତି। କିଛି ଦିନ ପୂର୍ବେ ଆହତ ହେବା କାରଣରୁ ଟିମ ଇଣ୍ଡିଆରୁ ବାହାରି ଯାଇଥିବା ହାର୍ଦ୍ଦିକ ଏବେ ପୁରା ଠିକ୍ ଅଛନ୍ତି। ଏଣୁ…